• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

accident
ଡାକ୍ତରଙ୍କୁ କୁନିପୁଅର ନେହୁରା : ‘ମୋତେ କ୍ୟାନସର୍‌, ବାପାମା’ଙ୍କୁ କହିବେନି’

କୁନି ପୁଅକୁ ରୋଗ ସମ୍ପର୍କରେ ଲୁଚାଉଥିଲେ ବାପାମା’ । ହେଲେ ଛଅ ବର୍ଷର କୁନି ପୁଅ ଯାହା କହିଲା, ଡାକ୍ତରଙ୍କ ଆଖି ମଧ୍ୟ ଛଳଛଳ ହୋଇଗଲା ।

Demon Sambarasura
ଓଡ଼ିଶାର ଏମିତି ଏକ ସ୍ଥାନ...ଯେଉଁଠି ଭଗବାନ୍‌ ନୁହଁନ୍ତି, ପୂଜା ପାଏ ଅସୁର !

ଶାମ୍ବ ଦଶମୀ ଦିନ ଗାଁ ଲୋକେ ଏଠାରେ ଶମ୍ବରାସୁରକୁ ପୂଜା କରିଥାନ୍ତି ।

Kendrapara man found money on road, requests to take with proof
ସଲାମ୍‌ ଶଙ୍କର୍ଷଣ: ରାସ୍ତାରୁ ପାଇଲେ ଟଙ୍କା ବଣ୍ଡଲ୍‌; କହିଲେ- ‘ପ୍ରମାଣ ଦିଅ, ଟଙ୍କା ନିଅ’

ଜଣେ ଯୁବଚାଷୀ ରାସ୍ତାରୁ ପାଇଥିବା ଲକ୍ଷାଧିକ ଟଙ୍କାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି। 

Vintage Car
ଏଣିକି ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି, ସରକାର ଆଣିଲେ ନୂଆ ନିୟମ

ନୂତନ ନିୟମ ଅନୁଯାୟୀ ନୂଆ ସାର୍ଟିଫିକେଟ୍ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ ।

  • Monday, 02 January 2023
Pratap Sarangi
ଆଇସିୟୁରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ

ମେଡିକାଲରେ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଜଣେ ପ୍ରଫେସରଙ୍କ ସମେତ ସିଡିଏମଓ ଏବଂ ଏଡିଏମଓ ।

Rama Rani
ଚାଲିଗଲେ ଜୟପୁର ମୋତି ମହଲର ଶେଷ ରାଣୀ ରମା କୁମାରୀ

ରାଜକୀୟ ପରମ୍ପରାରେ ହେଲା ଶେଷ ରାଣୀଙ୍କ ଶେଷକୃତ୍ୟ ।

  • Monday, 02 January 2023
 coins collection
ପେସାରେ ବ୍ୟବସାୟୀ, ହେଲେ ନିଶା ନୂଆ ପୁରୁଣା କଏନ୍‌ ସଂଗ୍ରହ

ବାଲାଜିଙ୍କ ନିଆରା କଏନ୍ କଲେକସନ୍

Humanity
ଗାଁ ପିଲାର ଚିକିତ୍ସା ପାଇଁ ଏକାଠି ହୋଇ ଭିକ୍ଷା ବୃତ୍ତି କରୁଛନ୍ତି ଗ୍ରାମବାସୀ

କଟକରେ ଚିକିତ୍ସା ଅବହେଳା ହେବାରୁ ସନ୍ତୋଷଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Mosquito
ମଶା ଦାଉରୁ ମୁକ୍ତି କେବେ ? BMC ମାନୁଛି ମଶା ମରା ତେଲ ନକଲି

ମଶା ତେଲ ନକଲି ନେଇ ପରୋକ୍ଷରେ ମାନିଲେ ମେୟର । କୁଆଡ଼େ ଗଲା ମଶାମରା ଡ୍ରୋନ୍, ଖୋଜୁଛନ୍ତି ଲୋକେ ।

  • Saturday, 31 December 2022
  • BMC
Zero Night
ଜୋରଦାର ହେବ ସେଲିବ୍ରେସନ ! ଜିରୋ ନାଇଟ୍ ପାଇଁ ସବୁଠି ସଜବାଜ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।

IPS Reshuffle
IPS ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର SP

ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।

IRTS Manoj Mishra
ମନୋଜ ମିଶ୍ରଙ୍କୁ ଅହେତୁକ ଅନୁକଂପା ଚର୍ଚ୍ଚା, ଇସ୍ତଫା ପରେ ପୁଣି ନିଯୁକ୍ତି

ପୁଣି ମିଳିଛି ଆଇଟି ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି । ସେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ୍ ସର୍ଭିସ୍ (IRTS) କ୍ୟାଡର୍ ଅଫିସର ।

  • Friday, 30 December 2022
  • IAS
  • IPS
special report
ବୋରଓ୍ୱେଲ୍ ଭିତରେ ଫସିଥିବା ପିଲାକୁ କାଢିବ ରୋବଟ୍

ବୋରଓ୍ୱେଲ୍ ଭିତରେ ଫସିଯାଉଥିବା ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବ ଏହି ରୋବଟ୍। ଯାହାକୁ ଉଦ୍ଭାବନ କରି ଏହି 3 ଯୁବ ଇଂଜିନିୟର ଏବେ ଚର୍ଚ୍ଚାରେ

special story
ଛୁଟିରେ ଯାଇଥିବା କର୍ମଚାରୀଙ୍କୁ ହଇରାଣ କଲେ ଏକ ଲକ୍ଷ ଫାଇନ୍‌ !

ଅଫିସ୍‌ରୁ ଘର, ଘରୁ ଅଫିସ୍ । ଏତିକିରେ ସୀମିତ ରହିଯାଉଛି ଚାକିରିଆଙ୍କ ଜୀବନ । ତା’ଉପରେ ପୁଣି କାମ ପ୍ରେସର ପାଇଁ ସବୁବେଳେ ଚାପଗ୍ରସ୍ତ ଜୀବନ ବିତାଇବାକୁ ପଡ଼ୁଛି । ଏପରିସ୍ଥଳେ ଏହି କମ୍ପାନୀ କର୍ମଚାରୀଙ୍କ ପାଇଁ ଆଣିଛି ନୂଆ ପଲିସି ।

  • Thursday, 29 December 2022
special story
ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବାହାହେଲା ଝିଅ : ବିବାହର ଦୁଇଘଣ୍ଟା ପରେ ଆଖି ବୁଜିଲା ମା’

ପୂରଣ ହେଲା ମା’ର ଶେଷ ଇଚ୍ଛା ! ଆଇସିୟୁରେ ହେଲା ବାହାଘର । ଝିଅକୁ ବୋହୂ ବେଶରେ ଦେଖିବା ପରେ ଆରପାରିକୁ ଚାଲିଗଲେ ମହିଳା । ଭିଡିଓ ଦେଖି ଭାବୁକ ହେଲେ ଲୋକେ ।

Bhubaneswar Airport
ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍-ଦୁବାଇ-ସିଙ୍ଗାପୁରକୁ ଉଡ଼ିବ ବିମାନ

ମାସେ, ଦେଢ଼ମାସ ମଧ୍ୟରେ ଉକ୍ତ ୩ଟି ଜାଗାକୁ ବିମାନ ଚଳାଚଳ ଆଶା ରହିଛି ।

Puri Lord Jagannath
ଅବ୍ୟବସ୍ଥିତ ବନ୍ଦୋବସ୍ତରେ କଲବଲ ଜଗା ଭକ୍ତ, ମରିଚିକୋଟ ଯାଏଁ ଲମ୍ବିଲା ବ୍ୟାରିକେଡ୍

ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍‌ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ ।

New Year 2023
ସାବଧାନ ! ନୂଆ ବର୍ଷରେ ମଦ ପିଇ ଗାଡ଼ି ଚଲାଇଲେ ୨୮ଟି ସ୍ଥାନରେ ଧରିବ ପୋଲିସ

ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ବି ରହିବେ ସ୍ୱତନ୍ତ୍ର ପୋଲିସ ।

special story
ବୁଲିବାକୁ ଯାଇଥିବା ବୟଫ୍ରେଣ୍ଡ୍‌ ବଦଳରେ ପରୀକ୍ଷା ଦେଇ ଧରାପଡ଼ିଲେ ଯୁବତୀ, ତା’ପରେ...

ପ୍ରେମିକ ପାଇଁ ବିପଦରେ ଚାକିରି । ସରକାରୀ ଚାକିରି କରିଥିବା ଜଣେ ଯୁବତୀ ପ୍ରେମିକ ପାଇଁ ପରୀକ୍ଷା ଦେବାକୁ ଯାଇ ଧରାପଡ଼ି ଯାଇଛନ୍ତି ।

Puri Temple
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ! ୨୨ ପାହାଚରେ ଠେଲାପେଲା, ୬ ଛାତ୍ରୀ ଅଚେତ୍; ଦେଖନ୍ତୁ ଭିଡିଓ

ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି ।

Sambalpur Court
ଗୁମ୍‌ସୁମ୍‌ ସମ୍ବଲପୁର କୋର୍ଟ; ନାକେଦମ୍‌ ହେଲେଣି ମହକିଲ..

ସମ୍ବଲପୁରରେ କେବେ ସ୍ବାଭାବିକ ହେବ ନ୍ୟାୟିକ ପ୍ରକ୍ରିୟା ?

Hockey
ଅବହେଳିତ ହକିର ଅନ୍ତୁଡିଶାଳ; ମାଟି ପଡ଼ିଆ-କାଠ ଗୋଲପୋଷ୍ଟରେ ଖେଳାଳି କରୁଛନ୍ତି ଅଭ୍ୟାସ

ସୁନ୍ଦରଗଡ଼ର ଲୁଲକିଡିହି ଗାଁକୁ ଅଣଦେଖା । ଜିଲ୍ଲାର ୧୭ ବ୍ଲକ୍‌ରେ ହୋଇଛି ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ୍ ।

SI Exam
SI ପରୀକ୍ଷାରେ ଅନିୟମିତତା ! DG ଅଫିସ ନିକଟରେ ଆଶାୟୀଙ୍କ ବିକ୍ଷୋଭ

ପୋଲିସ ଡିଜିଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି ।

Water Scarcity
ପାଣି ପାଇଁ ରାଜପଥ ଅବରୋଧ, ଯାତାୟତ ଠପ୍

ଉଦଳା ଓ ପରଜଙ୍ଗ ବ୍ଲକରେ ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ।