• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Flashback 2022

Year Ending: Major Crime
Year Ending: ଗହନ ଗୁମରରେ ରହିଯାଇଛି ଏମାନଙ୍କ ମୃତ୍ୟୁ ଫାଇଲ୍ !

କଟକ କନିକା ରାଜପରିବାରରେ ରକ୍ତର ଛିଟା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏଥିସହ ପକ୍ସୋ କୋର୍ଟ ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଖେଳିଯାଇଥିଲା ଚାଞ୍ଚଲ୍ୟ।

2022
ସ୍ମୃତିରେ ୨୦୨୨ : ଯୁଦ୍ଧରୁ ବରଫ ଝଡ଼ ପର୍ଯ୍ୟନ୍ତ, ବିଶ୍ୱକୁ ବ୍ୟତିବ୍ୟସ୍ତ କରିପକାଇଥିବା କିଛି ପ୍ରମୁଖ ଘଟଣାବଳୀ

ନୂଆବର୍ଷ ଆସିବା ପରେ ପୁରୁଣା ବର୍ଷକୁ ସମସ୍ତେ ଭୁଲିଯିବେ । କିନ୍ତୁ ୨୦୨୨ରେ ହୋଇଥିବା କିଛି ଘଟଣା ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ।

Stylish icon of 2022 in Entertainment world
Year Ending: ୨୦୨୨ ମନୋରଂଜନ ଦୁନିଆର ୫ ଷ୍ଟାଇଲିସ୍ ଆଇକନ୍‌

ଫ୍ୟାଶନ୍ ସୋ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପ୍ରଚାର ଏବଂ ରେଡ୍ କାର୍ପେଟ୍ ପର୍ଯ୍ୟନ୍ତ, ଏହି ଅଭିନେତାମାନେ ନିଜ ପ୍ରତିଭା ଏବଂ ଷ୍ଟାଇଲରେ ପ୍ରଶଂସକଙ୍କୁ ପାଗଳ କରିବା ପାଇଁ କୌଣସି ବି ମୌକା ଛାଡି ନାହାଁନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…

8 person who become idol and who gives inspiration
Year Ending: ୨୦୨୨ର ୮ ଭଲ ଖବର; କିଏ ଦେଇଛି ପ୍ରେରଣା କିଏ ହୋଇଛି ଆଦର୍ଶ

୨୦୨୨ରେ ଏମିତି ଅନେକ କିଛି ଘଟି ଯାଇଛି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ। କେହି କେହି ସେମାନଙ୍କ ପରିଶ୍ରମ ବଳରେ ସଫଳତା ପାଇଛନ୍ତି ତ ଆଉ କେହି ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଯାଇଛନ୍ତି। ତେବେ ଆସନ୍ତୁ ଏସବୁକୁ ନେଇ ୮ ବ୍ୟକ୍ତିଙ୍କୁ ଜାଣିନେବା।

2022 Flash Back: Top News
୨୦୨୨ର ଅଭୁଲା ଅଧ୍ୟାୟ: କେବେ ଖୁସି ଆଣିଛି ତ ଆଉ କେବେ ଦୁଃଖ...

ବର୍ଷ ୨୦୨୨ରେ ରାଜ୍ୟ, ଦେଶ ଓ ଦୁନିଆରେ ଏମିତି ଅନେକ ଘଟଣା ଘଟିଛି ଯାହା ଅଭୁଲା ହୋଇ ରହିବ। ଏହି ବର୍ଷରେ କିଛି ଭଲ ଘଟଣା ଘଟିଥିବା ବେଳେ ଆଉ କିଛି ଏମିତି ଘଟଣା ଘଟିଛି ଯାହା ଦେଶରେ ହଇଚଇ ସୃଷ୍ଟି କରିଛି। ଜାତୀୟ ସ୍ତରରେ ମଧ୍ୟ ଏମିତି ଅନେକ ଘଟଣା ଘଟିଛି ଯାହା ୨୦୨୨ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା।

Flashback 2022 Politics
ରାଜ୍ୟ ରାଜନୀତିର ୨୨ ଦୃଶ୍ୟପଟ୍ଟ, କାହାର ଥିଲା ପୁଷମାସ ତ କାହା ପାଇଁ ସର୍ବନାଶ...

ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ଦୁଇଟି ଉପନିର୍ବାଚନ । ଗୋଟିଏ ହେଲା ଧାମନଗର ଓ ଅନ୍ୟଟି ହେଲା ପଦ୍ମପୁର । 

Bollywood becomes the fourth highest earning cinema
Year Ending: ୨୦୨୨ର ୪ ସଫଳ ଭାରତୀୟ ଫିଲ୍ମ; ଚତୁର୍ଥ ସ୍ଥାନରେ ବଲିଉଡ୍‌ର ଏହି ଫିଲ୍ମ

ଚଳିତ ବର୍ଷ ବଲିଉଡ୍‌କୁ ବିଶେଷ କିଛି ଦେଇନି ଫିଲ୍ମ ଇଣ୍ଡଷ୍ଟ୍ରି। କିନ୍ତୁ ଏହାରି ଭିତରେ କିଛି ବଲିଉଡ୍ ଚଳଚ୍ଚିତ୍ର ଚମତ୍କାର କରିବାରେ ସକ୍ଷମ ହୋଇଛି। ପ୍ରଥମ ସ୍ଥାନରେ କନ୍ନଡ ଫିଲ୍ମ ଥିବାବେଳେ ଚତୁର୍ଥ ସ୍ଥାନରେ ବଲିଉଡ୍‌ର ଏହି ଫିଲ୍ମ ରହିଛି।

Cricket
Year Ending: ୨୦୨୨ରେ କିଏ ଥିଲେ ଚର୍ଚ୍ଚାରେ? ଜାଣନ୍ତୁ କିଏ ହିଟ୍ କିଏ ଫ୍ଲପ୍...

୨୦୨୨ ସରିବାକୁ ମାତ୍ର ଆଉ କେଇଟା ଦିନ ବାକି ରହିଲା । ଏହିବର୍ଷ ଅନେକ କିର୍ତ୍ତୀମାନ ସ୍ଥାପନ କରିଛି ଭାରତୀୟ କ୍ରିକେଟ୍‌ ଟିମ୍‌ । ଦର୍ଶକଙ୍କ ମନ ଜିତିବା ପାଇଁ ଫିଲ୍ଡରେ ଜୋର୍‌ ଲଗାଇଛନ୍ତି ଖେଳାଳି । ଉଭୟ ବୋଲିଂ ଓ ବ୍ୟାଟିଂରେ ଜଲୱା ଦେଖାଇଛନ୍ତି ଟିମ୍‌ ଇଣ୍ତିଆର ପ୍ରତ୍ୟେକ ଖେଳାଳି ।

Tv Actor and Bollywood celebrities death in 2022
Year Ending : ୨୦୨୨ରେ ଏହି ଅଭିନେତା ଓ କଳାକାରଙ୍କ ମୃତ୍ୟୁ ଆଖିକୁ ଛଳ ଛଳ କରିଛି

ଆଉ କେଇଟା ଦିନ ପରେ ୨୦୨୨ ଆମଠୁ ବିଦାୟ ନେବ। ଏହାର କିନ୍ତୁ କିଛି ଖଟା-ମିଠା ସ୍ମୃତି ସବୁବେଳେ ଆମ ସହିତ ରହିଯିବ। ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ଏହି ବର୍ଷ ଏମିତି କିଛି ପ୍ରସିଦ୍ଧ ଅଭିନେତା ଓ କଳାକାରଙ୍କ ଦୁଃଖଦ ମୃତ୍ୟୁ ହୋଇଛି ଯାହା ସମସ୍ତଙ୍କ ଆଖିକୁ ଛଳ ଛଳ କରିଦେଇଛି। ଆସନ୍ତୁ କିଏ ଏମାନେ ଜାଣିନେବା।

flashback 2022
ସ୍ମୃତିର ଆଇନାରେ . . . ୨୦୨୨ରେ ଦୁନିଆକୁ ଛାଡ଼ି ଯାଇଛନ୍ତି ଏହି ବିଶିଷ୍ଟ ବ୍ୟକ୍ତିତ୍ୱ

୨୦୨୨ରେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ଏହି ସବୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ।

Indian producers who understood the audiences mood this year
Year Ending: ୨୦୨୨ର ୫ ସଫଳ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା; ବଲିଉଡ୍‌କୁ ଦେଇଛନ୍ତି ନୂଆ ଜୀବନ

୨୦୨୨ କାହାପାଇଁ ପୁଷ ମାସ ହେଇଛି ତ ଆଉ କାହା ପାଇଁ ସର୍ବନାଶ। ଏହି ବର୍ଷ ବଲିଉଡ୍ ପାଇଁ ସେତେ ଶୁଭ ହୋଇ ନାହିଁ। ଏହା ବଲିଉଡ୍ ପାଇଁ ‘ବୟକଟ୍’ ଟ୍ରେଣ୍ଡ୍ ନେଇ ଆସିଛି। ଏହାରି ଭିତରେ କିନ୍ତୁ ଏମିତି କିଛି ନିର୍ମାତା ଆସିଛନ୍ତି ଯିଏ ବଲିଉଡ୍‌କୁ ନୂଆ ଜୀବନ ଦେଇଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇ ନେବା।

Bollywood new moms in 2022
୨୦୨୨ରେ ମା’ ହୋଇଥିବା ଚର୍ଚ୍ଚିତ ଅଭିନେତ୍ରୀ; ବେବୀବମ୍ପ୍ ପାଇଁ ଚର୍ଚ୍ଚାରେ ଥିଲେ

ସରି ସରି ଆସୁଛି ୨୦୨୨। ଆଉ କେଇଟା ଦିନ ପରେ ଆମେ ୨୦୨୩ରେ ପାଦ ଦେବା। ୨୦୨୨ରେ ବଲିଉଡର କିଛି ଆଗ ଧାଡିର ଅଭିନେତ୍ରୀ ଏକ ନୂତନ ଯାତ୍ରା ଆରମ୍ଭ କରିଛନ୍ତି। ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନେ ଅଛନ୍ତି। ଦିନେ ଏମାନେ ବେବୀବମ୍ପ୍ ଦେଖେଇ ଅନେକ ଚର୍ଚ୍ଚା ସାଉଁଟି ଥିଲେ। ଆସନ୍ତୁ ଏମାନେ କିଏ ଜାଣିବା।