ଏବେ ଆମାଜନ ଜଙ୍ଗଲରେ ଆଉ ଏକ ବିଶାଳ ଆନାକୋଣ୍ଡା ଦେଖାଯାଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ, ଆମାଜନ ଜଙ୍ଗଲରେ ନିର୍ମିତ ଏକ କେନାଲରେ ହେଲିକପ୍ଟରରୁ ଏହି ବିଶାଳ କଳା ଆନାକୋଣ୍ଡାକୁ ଦେଖାଯାଉଛି।
ଦିଲ୍ଲୀର ଘରୋଇ ସୁରକ୍ଷା କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ଏହି ଗାଁକୁ 'ଭାରତର ସବୁଠାରୁ ଶକ୍ତିଶାଳୀ ଗାଁ'ର ଉପାଧି ଦିଆଯାଇଛି। ଯଦି ଆପଣ ଗୁଗୁଲରେ 'ଭାରତ କିମ୍ବା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗ୍ରାମ' ସର୍ଚ୍ଚ କରନ୍ତି, ତେବେ ଫଳାଫଳରେ ଅସୋଲା-ଫତେହପୁର ବେରୀର ହିଁ ଲିଙ୍କ୍ ଦେଖାଯିବ।
ସୋସିଆଲ୍ ମିଡିଆରେ ଆଶ୍ଚର୍ଯ୍ୟ କରୁଛି ଏକ ଭାଇରାଲ୍ ଭିଡିଓ। ଜଣେ ବୃଦ୍ଧଙ୍କ ହାତରେ ୬ଟା ଗୋଲ୍ଡେନ୍ ଘଣ୍ଟା ଆଉ ପକେଟ୍ରେ ଅଛି ୧୨ଟି ଗୋଲ୍ଡେନ୍ ପେନ୍। ଏହି ବୃଦ୍ଧ ବ୍ୟକ୍ତିଙ୍କୁ ବସ୍ରେ ଯାତ୍ରା କରୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ବର୍ତ୍ତମାନ ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦେଖିବେ ଯେ ଏକ କାର୍ ଏପରି ସ୍ଥାନରେ ଝୁଲି ରହିଛି ଯେଉଁଠାରେ ଏହା ପହଞ୍ଚିବା ନେଇ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।
ଜଣେ ମହିଳା ତାଙ୍କ ଫ୍ୟାନ୍ ମରାମତି କରିବାକୁ ଆସିଥିବା ଜଣେ ଇଲେକ୍ଟ୍ରିସିଆନଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି। ଏବେ ଉଭୟଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏବଂ ଲୋକମାନେ ଏହାକୁ 'ପ୍ରକୃତ ଜୀବନର ବଲିଉଡ୍ ପ୍ରେମ କାହାଣୀ' ବୋଲି କହୁଛନ୍ତି।
ଜଣେ ବ୍ୟକ୍ତି ସିମେଣ୍ଟ ଏବଂ ଇଟାରେ ଏପରି ଏକ ବେଡ୍ ତିଆରି କରିଛନ୍ତି ଯେ ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମ, ଫେସ୍ବୁକ୍ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରେ ଖୁବ୍ ଜୋର୍ ଭାଇରାଲ୍ ହେଉଛି। ହଜାର ହଜାର ଲୋକ ଏହାକୁ ପସନ୍ଦ କରୁଛନ୍ତି ଏବଂ ଶେୟାର କରିଛନ୍ତି।
ସମସ୍ତେ ଜାଣନ୍ତି ଶୁଆ, ଶାରୀ ଏବଂ ବଣି ପରି ପକ୍ଷୀମାନେ କଥା କୁହନ୍ତି। ଆପଣ କେବେ ଶୁଣିଛନ୍ତି କି କାଉ ବି କଥା କୁହେ? ଆପଣ ହୁଏତ ବିଶ୍ୱାସ କରିପାରିବେ ନାହିଁ। ଏହି ଭିଡିଓକୁ ଦେଖନ୍ତୁ…
ଏହି ଭାଇରାଲ୍ ଭିଡିଓରେ ଦେଖାଯାଏ ଯେ ଏକ ମାଙ୍କଡର ଖଣ୍ଡିଆ ହେବାରୁ ସେ ଗୋଟିଏ ଫାର୍ମାସୀକୁ ଆସିଛି ଆଉ ଏହାର କ୍ଷତ ପାଇଁ ଚିକିତ୍ସା ସହାୟତା ମାଗିଛି। ସୋସିଆଲ ମିଡିଆ ଅନୁଯାୟୀ ଏହି ଭାଇରାଲ ଭିଡିଓ ବାଂଲାଦେଶର ବୋଲି କୁହାଯାଉଛି।
ଭାରତର ଏହି ସ୍ଥାନରେ ସବୁଠାରୁ ନିଆରା ହୋଲି ପାଳନ ହୁଏ। ଏଠାରେ ପୁରୁଷମାନେ ମହିଳାଙ୍କ ପରି ଶାଢି ପିନ୍ଧନ୍ତି ଏବଂ ମେକଅପ୍ ନେଇ ହୋଲି ଖେଳନ୍ତି। ଏହି ପରମ୍ପରାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ଜଣେ ବ୍ୟକ୍ତି ଖାଦ୍ୟ ଖାଇବାର ଭିଡିଓ କରି ଟିକ୍ଟକ୍ରେ ଶେୟାର କରୁଥିଲେ। ଅଧିକ ଖାଦ୍ୟ ଖାଇବା କାରଣରୁ ତାଙ୍କର ଆକାର ବହୁତ ବଢିଯାଇଥିଲା। ବେପରୁଆ ଖାଇବା କାରଣରୁ ତାଙ୍କ ପେଟ ଫାଟିଗଲା ଆଉ ମୃତ୍ୟୁ ହେଲା।
କନିଆଁ ସାଜିଛନ୍ତି କର୍ଣ୍ଣାଟକର ଜଣେ ବଡି ବିଲ୍ଡର। ସେ ଉଭୟ ପରମ୍ପରା ଏବଂ ଶକ୍ତିକୁ ନିଜର କରି ଏକ ସୁନ୍ଦର ହଳଦିଆ ଏବଂ ନୀଳ ରଙ୍ଗର କାଞ୍ଜୀବମ ଶାଢି ପିନ୍ଧି ନିଜ ଫିଟ୍ ଶରୀରକୁ ଶୋ କରିଛନ୍ତି।
କୁକୁର-କୁକୁଡା ଭିତରେ ହେଲା ଘମାଘୋଟ ଲଢେଇ। ଏଥିରେ କିଏ ଜିତିବ ତାହା ଏକ ବଡ଼ ପ୍ରଶ୍ନ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଖୁବ ଉତ୍ସାହିତ ହୋଇପଡିବେଣି। କିନ୍ତୁ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଦେଖିବା ପରେ ହିଁ ଆପଣ ଏହି ପ୍ରଶ୍ନର ଉତ୍ତର ପାଇଯିବେ।
ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲିଭ୍-ଇନ୍ ରିଲେସନ୍ସିପ୍ ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ବାପାମାଆମାନେ ସେମାନଙ୍କ ପିଲାମାନଙ୍କୁ ଏହା କରିବାକୁ ଅନୁମତି ଦିଅନ୍ତି। ଏଠାରେ ଯୁବତୀମାନେ ନିଜ ପସନ୍ଦର ପୁଅ ବାଛିବା ପାଇଁ ଅଧିକାର ପାଇଛନ୍ତି।
ଆଜିକାଲି ଜିନ୍ସ ଏକ ବହୁତ ଲୋକପ୍ରିୟ ପୋଷାକ, ଯାହା ଉଭୟ ପୁଅ ଏବଂ ଝିଅ, ଯୁବକ ଏବଂ ବୃଦ୍ଧ ଲୋକମାନେ ପିନ୍ଧନ୍ତି। ଏ ସମସ୍ତ ଜିନ୍ସରେ ଗୋଟିଏ ଜିନିଷ ସାଧାରଣ ଥାଏ। ଏହାର ପକେଟ୍ରେ ତମ୍ବା ବଟନ୍ ଥାଏ। ଆପଣ ଜାଣନ୍ତି କି ଏହି ବଟନ୍ଗୁଡ଼ିକ ସେଠାରେ କାହିଁକି ଥାଏ? ଆସନ୍ତୁ ଜାଣିବା…
ବର୍ତ୍ତମାନ ଆବର୍ଜନାରୁ ଘର ତିଆରି କରିବା ଆରମ୍ଭ ହୋଇଛି। ବର୍ତ୍ତମାନ କୋଲ୍ଡ ଡ୍ରିଙ୍କ୍ସ୍ ବୋତଲରୁ ନିର୍ମିତ ଘରର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ଭାଇରାଲ୍ ହେଉଛି।
ଅନେକ ଅଛନ୍ତି ଯେଉଁମାନେ ନିଜର ଫାଇଦା ପାଇଁ ଲୋନ୍ ନିଅନ୍ତି କିନ୍ତୁ ସୁଝନ୍ତି ନାହିଁ। ଯେତେବେଳେ ଲୋନ୍ ଦାତା ଟଙ୍କା ମାଗନ୍ତି ଏମାନେ ବିଭିନ୍ନ ପ୍ରକାର ବାହାନା କରନ୍ତି। ସେମିତି ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେଉଛି। ଏହାକୁ ଦେଖିଲେ ଆପଣ ହସି ହସି ଗଡିବେ।
ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କ ସହ ଆଜି ପର୍ଯ୍ୟନ୍ତ ବି ଯୋଗାଯୋଗ ହୋଇପାରିନି। ନିକଟରେ ଏପରି ଏକ ଜନଜାତିର କିଛି ଲୋକ ହଠାତ୍ ନଦୀ କୂଳରେ ଥିବା ଜଙ୍ଗଲ ବାହାରେ କ୍ୟାମେରାରେ କଏଦ ହୋଇଯାଇଛନ୍ତି। ସେମାନଙ୍କୁ ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟ ପ୍ରକଟ କରିଛି… କିନ୍ତୁ କାହିଁକି ?
ଆପଣ କ’ଣ କେବେ ଦେଖିଛନ୍ତି କୌଣସି ଏକ ବିମାନ ଯାହା ହ୍ରଦର ଜଳକୁ ସ୍ପର୍ଶ କରୁଛି ଏବଂ ବେଳେବେଳେ ଫ୍ଲାଏ ଓଭର ତଳେ ଯାଉଛି? ତାହା ପୁଣି ବହୁତ ଉଚ୍ଚ ବେଗରେ। ଆପଣ ନିଶ୍ଚିତ କରିବେ ଏହା କିପରି ସମ୍ଭବ? କିନ୍ତୁ ଏମିତି କିଛି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି।
ଭାରତରେ ଏମିତି ଏକ ବିବାହ ହୋଇଛି ଯେଉଁଠି ବିବାହରେ କନ୍ୟା ବରକୁ କୌଣସି ଯୌତୁକ ଦେଇ ନାହାଁନ୍ତି। ଏହି ଯୌତୁକ ମୁକ୍ତ ବିବାହକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ସମାଜରେ ବ୍ୟାପିଥିବା ଏହି କୁ-ପ୍ରଥାକୁ ଦୂର କରିବା ପାଇଁ ବର ମଧ୍ୟ ଏହାକୁ ବହୁତ ସମର୍ଥନ କରିଛନ୍ତି।
ମୋର ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ । ଜଣେ X ୟୁଜର୍ସକାରୀ ଅତି ମଜାଳିଆ ଢଙ୍ଗରେ ଦିଲ୍ଲୀ ପୋଲିସକୁ X ରେ ଟ୍ୟାଗ୍ କରି ପଚାରିଛନ୍ତି ମୋ ପାଇଁ ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ ।
ରାଗରେ ଆମେ ଟିଭି ଭାଙ୍ଗିବା, ମୋବାଇଲ୍ ଭାଙ୍ଗିବା କିମ୍ବା ଆଉ କିଛି କ୍ଷୟକ୍ଷତି କରିଦେଉ। ଯଦି ଆପଣ ମଧ୍ୟ ଏହିପରି ପରିସ୍ଥିତି ଦେଇ ଗତି କରୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ କିଛି ମଜାଦାର ସୂଚନା ଆଣିଛୁ। ଆମେ ଏମିତି ଏକ ଯାଗା ବିଷୟରେ କହିବୁ ଯେଉଁଠିକୁ ଯାଇ ଆପଣ ଯାହା ଚାହିଁବେ ତାହା ଭାଙ୍ଗିବେ।
ଆପଣ ନିଶ୍ଚୟ ଫିଲ୍ମ 'ଟାର୍ଜନ୍' ଦେଖିଥିବେ, ଯେଉଁଥିରେ ଏକ ପିଲାଟିଏ ତା’ର ପିଲାଦିନରୁ ବଡ ହେବା ପର୍ଯ୍ୟନ୍ତ ଜଙ୍ଗଲରେ ବଣୁଆ ଜନ୍ତୁମାନଙ୍କ ସହିତ ବାସ କରେ। ଆଜି ଆମେ ଆପଣଙ୍କୁ ଏପରି ଏକ ବାସ୍ତବ ଜୀବନର 'ଲେଡି ଟାର୍ଜନ୍'ର କାହାଣୀ କହିବାକୁ ଯାଉଛୁ, ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
VBSP ବିଶ୍ୱବିଦ୍ୟାଳୟର ଚାରିଜଣ ଡି ଫାର୍ମା (ଡିପ୍ଲୋମା ଇନ୍ ଫାର୍ମାସି) ଛାତ୍ରଙ୍କୁ ୫୦% ମାର୍କ ଦିଆଯାଇଛି। ସବୁଠାରୁ ଚକିତ କଲା ଭଳି କଥା ହେଲା ଏହି ଛାତ୍ରମାନେ ପରୀକ୍ଷାରେ ‘ଜୟ ଶ୍ରୀରାମ’ ଏବଂ କିଛି ଷ୍ଟାର୍ କ୍ରିକେଟରଙ୍କ ନାମ ଛଡା ଆଉ କିଛି ଲେଖି ନଥିଲେ।
ସେ ୧୧୦ ବର୍ଷର ବୃଦ୍ଧ। ଏହି ବୟସରେ ସେ ଏତେ ଫିଟ୍ ଯେ ବଜାରକୁ ଯିବା ପାଇଁ ସେ ନିଜେ କାର୍ ନେଇ ଯାଆନ୍ତି। କେବଳ ଏତିକି ନୁହେଁ, ସେ ଘରେ ମଧ୍ୟ ଏକୁଟିଆ ରୁହନ୍ତି। ସମସ୍ତ କାମ ନିଜେ କରନ୍ତି। କହିଲେ ଏମିତି ଫିଟ୍ ରହିବାର ମନ୍ତ୍ର।
ଲୋକମାନେ ସୋସିଆଲ ମିଡିଆରେ ଷ୍ଟାର୍ ହେବା ନେଇ ଏବଂ କିଛି ସମୟ ମଧ୍ୟରେ ଲାଇକ୍ସ ଏବଂ ଫଲୋର୍ସ ବଢେଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। କିଛି ଲୋକ ରିଲ୍ କରିବା ଚକ୍କରରେ ନିଜ ସାଙ୍ଗକୁ ଟେପ୍ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଚଳନ୍ତା କାର୍ର କବାଟରେ ଟାଙ୍ଗି ଦେଇଛନ୍ତି।