• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hockey India

ଅଲିମ୍ପିକ୍ସ ହକି: କେତେ ତୟାର ଓଡ଼ିଶା ?
Olympics 2036: ଓଡ଼ିଶାରେ ହେବ କି ୨୦୩୬ ଅଲିମ୍ପିକ୍ସ ହକି ? ବିଶ୍ବ କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତର ବିଡ୍ ପରେ ଚର୍ଚ୍ଚା

୨୦୧୪ରେ ଚାମ୍ପିୟନ୍ସ ଟ୍ରଫି, ୨୦୧୮ ଆଉ ୨୦୨୩ରେ ବିଶ୍ବକପ୍ । ୨୦୨୧ରେ ଜୁନିୟର ବିଶ୍ବକପ୍ । ଆଗକୁ ଏହି ତାଲିକାରେ ଯୋଡ଼ି ହୋଇପାରେ ୨୦୩୬ ଅଲିମ୍ପିକ୍ସ ହକି ଇଭେଣ୍ଟ।

Khel Ratna Award
Khel Ratna Award: ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

କମିଟିଗୁଡିକ ଦେଇଥିବା ସୁପାରିଶକୁ ଭିତ୍ତି କରି କେନ୍ଦ୍ର ସରକାର ମନୁ ଭାକର, ଡି ଗୁକେଶ, ହରମାନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛିଦିନ ପୂର୍ବେ ମନୁ ଭାକରଙ୍କ ନାମ ଖେଳରତ୍ନ ପୁରସ୍କାର ପାଇବାକୁ ସୁପାରିଶ ହୋଇଥିବା ଆଥଲେଟ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବାକୁ ନେଇ ବିବାଦ ଉପୁଜିଥିଲା।

Hockey India League
୭ ବର୍ଷ ପରେ ଫେରିଲା ହକି ଇଣ୍ଡିଆ ଲିଗ୍, ରାଉରକେଲାରେ ଉଦଘାଟନୀ ସମାରୋହ

୭ ବର୍ଷ ପରେ ପୁଣି ଫେରିଲା ହକି ଇଣ୍ଡିଆ ଲିଗ୍ । ପୁଣି ଥରେ ଆରମ୍ଭ ହେବ ହକିର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ।

National Sports Day 2024
National Sports Day 2024: ‘ଜାତୀୟ କ୍ରୀଡା ଦିବସ’ରେ କେଉଁ ମହାନ ବ୍ୟକ୍ତିଙ୍କୁ ସ୍ମରଣ କରାଯାଏ

ଧ୍ୟାନଚାନ୍ଦ ତାଙ୍କର ଅନନ୍ୟ ହକି ଦକ୍ଷତା ଏବଂ ଖେଳ ପ୍ରତି ସମର୍ପଣ ପାଇଁ ସ୍ମରଣୀୟ। ସେ ହକିରେ ଅନେକ ଆନ୍ତର୍ଜାତୀୟ ବିଜୟରେ ଭାରତକୁ ଆଗେଇ ନେଇଥିଲେ। ତାଙ୍କୁ ସ୍ମରଣ କାରିବା ପାଇଁ ଆଜି ଦେଶ ପାଳୁଛି ‘ଜାତୀୟ କ୍ରୀଡା ଦିବସ’।

Jersey retired
ଅବସର ନେଲା ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬

ଅବସର ନେଲା ଜର୍ସି ନମ୍ବର ୧୬ । ସିନିୟର ହକି ଟିମ ଇଣ୍ଡିଆର କୌଣସି ଖେଳାଳି ଆଉ ଏହି ଜର୍ସିକୁ ପିନ୍ଧିପାରିବେ ନାହିଁ ।

Hockey India
Paris Olympics 2024: ହକିରେ ବ୍ରୋଞ୍ଜ୍‌ ମେଡାଲ ଜିତିଲା ଭାରତ

ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛି ଭାରତ ।

Neeraj Chopra
Paris Olympics 2024 : ଅଲିମ୍ପିକ୍ସରେ ଆଜି ଏକାଧିକ ପଦକ ଆଶାରେ ଭାରତ

ଅଲିମ୍ପିକ୍ସରେ ଆଜି ଏକାଧିକ ପଦକ ଆଶାରେ ଭାରତ । ଗୋଲ୍ଡେନ ବୟ ନୀରଜ ଚୋପ୍ରା ଓ ପୁରୁଷ ହକି ଟିମ ପାଖରେ ରହିଛି ପଦକ ଜିତିବାର ସୁଯୋଗ ।

Hockey India
ପ୍ୟାରିସ୍ ଅଲିମ୍ପିକ୍ସ: ସେମିରେ ହାରିଲା ଭାରତ, କାଲି ବ୍ରୋଞ୍ଜ ପାଇଁ ଖେଳିବ ଟିମ୍‌ ଇଣ୍ଡିଆ

ସ୍ବର୍ଣ୍ଣ, ରୌପ୍ୟ ପଦରୁ ବଞ୍ଚିତ ଥିବା ଭାରତ ଆସନ୍ତାକାଲିର ମ୍ୟାଚ ଜିଣି ବ୍ରୋଞ୍ଜ୍‌ ପଦକ ଭାରତ ନାଁରେ କରିବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି ।

Paris Olympics 2024
Paris Olympics 2024: ଫାଇନାଲ୍ ପାଇଁ ଫାଇଟ୍; ହକି ସେମିରେ ଆଜି ଭାରତ-ଜର୍ମାନୀ ଲଢ଼େଇ

ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଜର୍ମାନୀ ସହ ଲଢ଼େଇ ରହିଛି। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ।

Paris Olympics
ପ୍ୟାରିସ୍‌ ଅଲିମ୍ପିକ୍ସ: ହକି କ୍ୱାର୍ଟର ଫାଇନାଲରେ ଗ୍ରେଟ୍‌ ବ୍ରିଟେନକୁ ଭେଟିବ ଭାରତ

ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମି ଫାଇନାଲରେ ଆଜି ଭାରତର ଲକ୍ଷ୍ୟ ସେନଙ୍କ ମଧ୍ୟ ମ୍ୟାଚ୍ ରହିଛି । ସେମିରେ ଡେନମାର୍କର ଭିକ୍ଟୋରଙ୍କୁ ଭେଟିବେ ଲକ୍ଷ୍ୟ ।

Hockey India
Paris Olympics 2024: ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଶେଷଥର ପାଇଁ ଅଲିମ୍ପିକ୍ସରେ ଭାରତ ୧୯୭୨ ମସିହାରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ତେବେ ୫୨ ବର୍ଷ ପରେ ଆଜି ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ, କଙ୍ଗାରୁ ଦଳକୁ ୩-୨ରେ ପରାସ୍ତ କରିଛି ।

Hockey India
ଅଲମ୍ପିକ୍ସ ଆଗରୁ ଅବସର ଘୋଷଣା କଲେ ଭାରତୀୟ ହକିର 'ଦ ୱାଲ୍'

୩୬ ବର୍ଷୀୟ ଭେଟେରାନ ଗୋଲକିପର ଶ୍ରୀଜେଶ ସ୍ପଷ୍ଟ କରିଛନ୍ତି ଯେ, ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ ହେବ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ।

Hockey India League
ପୁଣି ଫେରିବ ହକି ଇଣ୍ଡିଆ ଲିଗ୍‌, ଡିସେମ୍ବର ୨୭ରେ ଖେଳାଯିବ ପ୍ରଥମ ମ୍ୟାଚ୍‌

୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ ।

 Amit Rohi das
ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା; ଓଡ଼ିଆ ଖେଳାଳି ଭାବେ ରୋହିଦାସଙ୍କୁ ମିଳିଲା ସୁଯୋଗ

ଭାରତୀୟ ହକି ଦଳ ଘୋଷିତ ହୋଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଟିମ୍‌ ଘୋଷଣା ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ ।

Hockey India
୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସର ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ୨୦୩୩ ପରିବର୍ତ୍ତେ ୨୦୩୬ ଯାଏ ପ୍ରାୟୋଜକ ରହିବା ନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ମହାସଚିବ ଭୋଲାନାଥ ସିଂ ।

Hockey
ସ୍କୁଲ ଛାତ୍ରଛାତ୍ରୀ ଶୁଣିଲେ ଜାତୀୟ ହକି ଟିମର ସଫଳତା କାହାଣୀ

ଏସିଆନ ଗେମସ ହକିରେ ସୁନା ଜିତିଲା ଭାରତ। ଆଉ ଆଜି ସ୍କୁଲରେ ଭାରତୀୟ ଟିମର ସଫଳତାର କାହାଣୀ ଶୁଣିଛନ୍ତି ପିଲା। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବାର୍ତ୍ତାକୁ ପ୍ରାର୍ଥନା ସଭାରେ ପଢାଯାଇଥିଲା।

Hockey
ହକିକୁ ନେଇ ପୁଣି ତୁତୁ-ମେଁମେଁ; ବିରୋଧି କହିଲେ ହକି ନାଁରେ ଆତ୍ମପ୍ରଚାର !

ପିଲାଙ୍କୁ ହକି ବିଷୟରେ ଜ୍ଞାନ ଦେବା ଉଦ୍ଦେଶ୍ୟ କମ୍, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଉଦ୍ଦେଶ୍ୟ ଅଧିକ ବୋଲି କହିଛନ୍ତି ବିରୋଧୀ । ବିଜେପି କହିଛି ହକି ଆଳରେ ଶ୍ରେୟ ନେବାକୁ ସ୍କୁଲ୍ ହତାକୁ ବି ଛାଡୁନି ଶାସକ ଦଳ ।

Deep Grace Ekka
ଏସିଆନ୍ ଗେମ୍ସ ସଫଳତା ପାଇଁ ଦୀପଗ୍ରେସ୍ ଏକ୍କାଙ୍କୁ ମିଳିବ ପୁରସ୍କାର, ୫୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୀପଗ୍ରେସଙ୍କ ଘର ସୁନ୍ଦରଗଡ଼ ଲୁଲକିଡିହି ଗାଁରେ। ସେ ୨୦୧୧ରେ ଇଣ୍ଟରନାସନାଲ୍ ମ୍ୟାଚରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଭାରତ ପାଇଁ ଖେଳିଆସୁଛନ୍ତି।

Gold Medal
Asian Games: ଜାପାନ୍‌କୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତୀୟ ହକି ଦଳ

ପୂର୍ବରୁ ୧୯୬୬, ୧୯୯୮ ଏବଂ ୨୦୧୪ ଏସିଆଡରେ ସ୍ୱର୍ଣ୍ଣ ଜିତିଥିଲା ଭାରତ ।

Indian hockey hero drag-flicker Harmanpreet Singh
Sports: ଭାରତୀୟ ହକିର ହିରୋ ଡ୍ରାଗ୍‌-ଫ୍ଲିକର୍ ହରମନପ୍ରୀତ ସିଂହ

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌କୁ ରେକର୍ଡ ଚତୁର୍ଥ ଥର ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଅଧିନାୟକ ହରମନପ୍ରୀତ ସିଂହ। କେବଳ ଜଣେ ବିଶେଷଜ୍ଞ ଡ୍ରାଗ୍‌-ଫ୍ଲିକର୍ ଭାବେ ନୁହନ୍ତି, ଭାରତୀୟ ହକିକୁ ଉଚ୍ଚତର ସୋପାନରେ ପହଞ୍ଚାଇଥିବା ଯୋଗୁଁ ଆଜି ସେ ବେଶ୍ ଚର୍ଚ୍ଚିତ।

Asian Champions Trophy
ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ବାଜି ମାରିଲା ଭାରତ

ଚେନ୍ନାଇରେ ମାଲେସିଆକୁ ୪-୩ ଗୋଲରେ ହରାଇ ଭାରତ ଆଜି ଚାମ୍ପିଅନ୍ ହୋଇଛି।

Indian Hockey Team
ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା

୨୦୩୩ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ଖଣି ନିଗମ ରହିବ ବୋଲି ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Hockey Match
ହକି ବିଶ୍ୱକପ୍ ଚିତ୍ରିତ ଟି-ସାର୍ଟ ଓ କ୍ୟାପ୍ ପିନ୍ଧି ଭାରତ-ୱେଲ୍ସ ମ୍ୟାଚ୍ ଦେଖିଲେ ଛାତ୍ରଛାତ୍ରୀ

ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ ।

not getting hockey tickets; disappointed true hockey fan
ମିଳୁନି ହକି ଟିକେଟ୍; ନିରାଶ ପ୍ରକୃତ ହକିପ୍ରେମୀ

କୁଆଡ଼େ ଯାଉଛି ବିଶ୍ୱକପ୍ ହକି ଟିକେଟ୍ ? ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍ ସୋଲ୍ଡ ଆଉଟ୍। ମ୍ୟାଚ୍ ବେଳେ ଫାଙ୍କା ପଡୁଛି ଗ୍ୟାଲେରି। ସୋସିଆଲ୍ ମିଡିଆରେ ୧୦ ଗୁଣା ଚଢ଼ା ଦରରେ ଟିକେଟ୍ ବିକ୍ରି ଅଭିଯୋଗ ପରେ ୫ କଳାବଜାରୀ ଗିରଫ।