ଉଦଳା ଓ ପରଜଙ୍ଗ ବ୍ଲକରେ ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ।
ପିଇବା ପାଣିର କୌଣସି ବ୍ୟବସ୍ଥା ନଥିବା କାରଣରୁ ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରି ଚଳୁଛନ୍ତି ପୂରା ଅଞ୍ଚଳବାସୀ ।
୧୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଦୁଇଟି ପାନୀୟ ଜଳ ପ୍ରକଲ୍ପ ନିର୍ମାଣ ହୋଇଥିଲା । ହେଲେ ଖରାଦିନେ ଗୋଟିଏ ପ୍ରକଳ୍ପରୁ ଜଳ ଯୋଗାଣ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।
ଧାଡ଼ି ଧାଡ଼ି କରି ରଖିଛନ୍ତି ଗରା, ବାଲଟି । ଅପେକ୍ଷା କରିଛନ୍ତି ପାଣି ଟ୍ୟାଙ୍କରକୁ । ପାଣି ନେଲେ ଘରେ ରୋଷେଇ ହେବ, ନିତ୍ୟ ବ୍ୟବହାର୍ଯ୍ୟ କାମରେ ଆସିବ ।
ଗାଁ ହେଉକି ସହର, ପ୍ରତିି ଘରେ ସ୍ନଚ୍ଛ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର କରିଛନ୍ତି ନିଜସ୍ୱ ଯୋଜନା । ବସୁଧା ତାସତ୍ତ୍ୱେ ଖରାଦିନ ଆସିଗଲେ, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଉତ୍କଟ ଜଳକଷ୍ଟର ମାଳ ମାଳ ଜୀବନ୍ତ ଚିତ୍ର । ଯାହାକୁ ନେଇ ତେଜିଛି ରାଜନୀତି ।

ସାଧାରଣ ଲୋକେ ପାଣି ଟ୍ୟାପ ଲାଗିଥିଲେ ମଧ୍ୟ ପିଇବା ପାଣି ମୁନ୍ଦେ ପାଉନାହାନ୍ତି l ତେଣୁ ଗାଁ ଲୋକେ ବାଧ୍ୟ ହୋଇ ବିଲ ମଝିରେ ଥିବା ଚୁଆ ପାଣି ପିଉଛନ୍ତି l