• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drinking Water Scarcity

Water Scarcity
ପାଣି ପାଇଁ ରାଜପଥ ଅବରୋଧ, ଯାତାୟତ ଠପ୍

ଉଦଳା ଓ ପରଜଙ୍ଗ ବ୍ଲକରେ ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ।

Water Scarcity
ପାହାଡ଼ରୁ ଅନବରତ ଝରୂଛି ପାଣି, ତାକୁ ବାଉଁଶରେ ସଂଗ୍ରହ କରି ପିଉଛନ୍ତି ଲୋକେ

ପିଇବା ପାଣିର କୌଣସି ବ୍ୟବସ୍ଥା ନଥିବା କାରଣରୁ ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରି ଚଳୁଛନ୍ତି ପୂରା ଅଞ୍ଚଳବାସୀ ।

Water Scarcity
କଲବଲ ହେଲେଣି ଲୋକେ ! ପିଇବାକୁ ପାଣି ନାହିଁ କି ଗାଁରେ ନଳକୂଅ ନାହିଁ

୧୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଦୁଇଟି ପାନୀୟ ଜଳ ପ୍ରକଲ୍ପ ନିର୍ମାଣ ହୋଇଥିଲା । ହେଲେ ଖରାଦିନେ ଗୋଟିଏ ପ୍ରକଳ୍ପରୁ ଜଳ ଯୋଗାଣ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।

Water Scarcity
ଆଠଗଡ଼-ମାଲକାନଗିରି-ବାଲେଶ୍ୱର ! ଉପାନ୍ତରୁ ଉପକୂଳିଆ ସମସ୍ତଙ୍କୁ କଲବଲ କରୁଛି ପାନୀୟ ଜଳ ସମସ୍ୟା

ଧାଡ଼ି ଧାଡ଼ି କରି ରଖିଛନ୍ତି ଗରା, ବାଲଟି । ଅପେକ୍ଷା କରିଛନ୍ତି ପାଣି ଟ୍ୟାଙ୍କରକୁ । ପାଣି ନେଲେ ଘରେ ରୋଷେଇ ହେବ, ନିତ୍ୟ ବ୍ୟବହାର୍ଯ୍ୟ କାମରେ ଆସିବ ।

Drinking Water Scarcity
ଜଳକଷ୍ଟ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ନିଶାନା

ଗାଁ ହେଉକି ସହର, ପ୍ରତିି ଘରେ ସ୍ନଚ୍ଛ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର କରିଛନ୍ତି ନିଜସ୍ୱ ଯୋଜନା । ବସୁଧା ତାସତ୍ତ୍ୱେ ଖରାଦିନ ଆସିଗଲେ, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଉତ୍କଟ ଜଳକଷ୍ଟର ମାଳ ମାଳ ଜୀବନ୍ତ ଚିତ୍ର । ଯାହାକୁ ନେଇ ତେଜିଛି ରାଜନୀତି ।

Drinking Water Scarcity
ବଢୁଛି ତାତି, ଅସମ୍ଭାଳ କରୁଛି ଜଳକଷ୍ଟ

ଗାଁ ହେଉକି ସହର, ପ୍ରତିି ଘରେ ସ୍ନଚ୍ଛ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର କରିଛନ୍ତି ନିଜସ୍ୱ ଯୋଜନା । ବସୁଧା ତାସତ୍ତ୍ୱେ ଖରାଦିନ ଆସିଗଲେ, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଉତ୍କଟ ଜଳକଷ୍ଟର ମାଳ ମାଳ ଜୀବନ୍ତ ଚିତ୍ର । ଯାହାକୁ ନେଇ ତେଜିଛି ରାଜନୀତି ।

Drinking Water Scarcity
କେବଳ ପ୍ରଚାର ପାଇଁ ଯୋଜନ ! ଟ୍ୟାପ୍‌ ଲାଗିଛି ହେଲେ ପାଣି ବାହାରୁନି, ବିଲ ପାଣି ପିଉଛନ୍ତି ଲୋକେ

ସାଧାରଣ ଲୋକେ ପାଣି ଟ୍ୟାପ ଲାଗିଥିଲେ ମଧ୍ୟ ପିଇବା ପାଣି ମୁନ୍ଦେ ପାଉନାହାନ୍ତି l ତେଣୁ ଗାଁ ଲୋକେ ବାଧ୍ୟ ହୋଇ ବିଲ ମଝିରେ ଥିବା ଚୁଆ ପାଣି ପିଉଛନ୍ତି l