ବ୍ୟକ୍ତିର ଉନ୍ନତି ପାଇଁ ସାମାଜିକ, ଆର୍ଥିକ ଉନ୍ନତି ସହ ଆଧ୍ୟାତ୍ମିକ ବିକାଶ ଜରୁରୀ ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏ ଗୀତ ଶୁଣିଲେ ଆପଣଙ୍କ ଆଖିରୁ ବି ଝରିପଡିବ ଲୁହ ।
ବାପା-ମାଆ ଚାଲିଯିବା ପରେ କୁନି ଭାଇର ମାଆ ପରି ଯତ୍ନ ନେଉଛନ୍ତି ଶ୍ରୀୟା। ସକାଳୁ ରାତି ପର୍ଯ୍ୟନ୍ତ ଖୋଇବାଠୁ, ଶୋଇବା...ସବୁ କାମ କରିବା ସହିତ ପିଣ୍ଡାରେ ବସି ପଢାଉଛନ୍ତି ପାଠ। ସାହାଯ୍ୟ ମିଳିଲେ ପାଠ ପଢିବେ ବୋଲି କହୁଛନ୍ତି ଭାଇ-ଭଉଣୀ
ଏ କି ଅବସ୍ଥା !! ଘର ଭିତରକୁ ଜୋର ଜବରଦସ୍ତ ପଶୁଛନ୍ତି ମାଙ୍କଡ। ଭୟରେ ବାହାରେ ରହୁଛନ୍ତି ମଣିଷ । ଯଦି ଏକା ଘରୁ କୁଆଡେ ବାହାରିବ, ତେବେ ଗୋଡେଇ ଗୋଡେଇ ମାଙ୍କଡ ପଲ ଏମିତି କାମୁଡୁଛନ୍ତି...
କାହାଣୀ କହୁଛି କପ୍। ମାଟିରେ ଜିନିଷ ସବୁକୁ ଏମିତି ଗଢୁଛନ୍ତି ଯେ ନଦେଖିଲେ ବିଶ୍ୱାସ ହେବନି...ଏବେ ମାସକୁ ରୋଜଗାର ହଜାର ହଜାର
ଦିନବେଳା ସ୍କୁଲରେ ପିଲାଙ୍କୁ ପାଠ ପଢାଉଛନ୍ତି, ସଂଧ୍ୟାହେଲେ ଏଇ ସବୁ ଭିଡିଓ କରି ୟୁଟ୍ୟୁବରେ ଅପଲୋଡ୍ କରୁଛନ୍ତି। ମାସକୁ ରୋଜଗାର ଜାଣିଲେ ଉଡିଯିବ ହୋସ୍
ସାମାନ୍ୟ ଏକ ଭେଜ୍ ବର୍ଗର୍ ପାଇଁ ସେ ୬୬ ହଜାର ଟଙ୍କା ପୈଠ କରିଛନ୍ତି ।
ଯେଉଁଠାରେ କୌଣସି ପାର୍ଟି କିମ୍ବା ବିବାହ ଭୋଜି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଏ ।
ବରକୁ ୬୫, କନ୍ୟାକୁ ୨୪ ବର୍ଷ । ଧୁମଧାମରେ ହେଲା ବିବାହ
ଦୁର୍ଦ୍ଦଶାରେ କେନ୍ଦ୍ରାପଡ଼ା ଚାରିପୋଖରୀଆ ଗାଁର ଲକ୍ଷ୍ମୀଙ୍କ ପରିବାର, ସହାୟତା ପାଇଁ ଆଗେଇ ଆସିଲେ ଆଇନସେବା ପ୍ରାଧିକରଣ ସଚିବ
ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ‘ରାମାୟଣ’ ଧାରାବାହିକରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ କହିଲେ ରାମଙ୍କ କଥା ।
ଯେଉଁ ଜମିରେ ଦିନେ ଗାଈ ଗୋରୁ ଘାସ ଚରୁଥିଲେ ସେଠି ଏବେ ନିର୍ମାଣ ହୋଇଛି ପୋଖରୀ,ପାର୍କ,ବଡ଼ ବଡ଼ କୋଠା । ଅନେକ ଗୋଚର ଜମିକୁ ମୁଷ୍ଟିମେୟ ଲୋକ ଜବରଦଖଲ କରିଛନ୍ତି । ଏବେ ଗାଈଗୋରୁଙ୍କ ଚରାବୁଲା ପାଇଁ ଗୋଚର ଜମି ଗୁଡିକ କେବଳ ସରକାରୀ କାଗଜ କଲମରେ ରହିଯାଇଛି....
ଅନେକ ମନ୍ଦିରରେ ଦେଖିବାକୁ ମିଳିଲାଣି ଆପ୍ ସେବା । ଯାହା ଦ୍ୱାରା ଶ୍ରଦ୍ଧାଳୁମାନେ ଭଗବାନଙ୍କ ଦର୍ଶନ ସହ ବିଭିନ୍ନ ସୁବିଧା ପାଇପାରିବେ ।
ବର ଜନ୍ମରୁ ଦୃଷ୍ଟି ବାଧିତ ଥିବା ଜାଣି ମଧ୍ୟ ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବତୀ ଜଣକ । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦୋମୁହାଣୀ ଗ୍ରାମରେ ।
ଦିନେ ଥିଲେ ଦିଲ୍ଲୀର ସବୁଠାରୁ ଧନୀ ମହିଳା
ମୁଁ ବିବାହ କରୁବାକୁ ଥିବା ଯୁବକ ଜଣକ ଏବେ ଚାକିରି ହରାଇଛନ୍ତି . .
ମା’ ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ? ତା’ହେଲେ ଆପଣ କ’ଣ କହିବେ ? ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି।
ଜାତୀୟ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ପୃଥିବୀର କକ୍ଷପଥ ବାହାରେ ୧୨ ନୂତନ ଚନ୍ଦ୍ର ଆବିଷ୍କାର କରାଯାଇଛି ।
ବୈଜ୍ଞାନିକ ମାନେ ସୁଇସାଇଡ୍ ପ୍ଲାଣ୍ଟକୁ ନେଇ ବଡ଼ ତଥ୍ୟ ମଧ୍ୟ ରଖିଛନ୍ତି ।
ପୁଣି ଥରେ ହଂକଂ ସରକାର ପକ୍ଷରୁ ନିବେଶକ ତଥା ବଡ଼ ବଡ଼ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରାଯାଇଛି ।
ବିମାନରେ ଟିକେଟ କରିବାକୁ ପଡ଼ିବ ବୋଲି ନିଜ କୁନି ଛୁଆକୁ ବିମାନବନ୍ଦରରେ ଛାଡ଼ି ଚାଲିଗଲେ ।
ଟନେଲ ମାଧ୍ୟମରେ ସେମାନେ ଅଳଙ୍କାର ଦୋକାନ ଭିତରକୁ ଯାଇ ଚୋରି କରିବାର ପ୍ଲାନ୍ କରିଥିଲେ । ହେଲେ ସବୁ ପ୍ଲାନ୍ ଫ୍ଲପ୍ ହୋଇଗଲା ।
ଏହି ପୁରା ପରିବାର ଗାଁର ପ୍ରାୟ ଦୁଇ ଏକର ଜାଗାରେ ବସବାସ କରନ୍ତି ।
ସାରଙ୍କୁ ଘରଯାଏ ଛାଡିବାକୁ ପୁରାତନ ଛାତ୍ରଛାତ୍ରୀ ବି ଧାଇଁ ଆସିଛନ୍ତି।