୫ ବର୍ଷରୁ କମ୍ ବର୍ଗର ପିଲାମାନଙ୍କ ପାଇଁ ଯେଉଁ ଆଧାର କାର୍ଡ ଆବେଦନ କରାଯାଇଥାଏ, ତାହାର ରଙ୍ଗ ବ୍ଲୁ ହୋଇଥାଏ। ଏହାକୁ ସାଧାରଣରେ ବାଲ ଆଧାର ମଧ୍ୟ କୁହାଯାଏ।
୧୯୩୨ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅମିନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଡ୍ୟୁସର ଓ ଉପସ୍ଥାପକ ଥିଲେ।
ଅଟୋରେ ପ୍ରାୟ ୧୫ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ବହୁ ଯାତ୍ରୀ ଟ୍ରକ୍ ଚକା ତଳେ ଚାପି ହୋଇ ଯାଇଥିଲେ। ଆଉ କିଛି ଛିଟିକି ରାସ୍ତା ଉପରେ ପଡ଼ିଥିଲେ।
ବରିଷ୍ଠ ଓକିଲ ନରିମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ ସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଜାନୁଆରୀ ୧୯୯୧ରେ ପଦ୍ମ ଭୂଷଣ ଏବଂ ୨୦୦୭ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏଗ୍ରିମେଣ୍ଟ ଅନୁସାରେ, ନୂଆ ସରକାରରେ ପିଏମଏଲ-ଏନ୍ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ।
ଦେଶରେ ବାରମ୍ବାର ନିର୍ବାଚନ ଦ୍ୱାରା ଅନେକ ବିକାଶ କାମ ଅଟକି ଯାଉଛି। ବର୍ଷ ସାରା ଦେଶର କେଉଁଠି ନା କେଉଁଠି ନିର୍ବାଚନ ହେଉଛି ଏବଂ ଏହାଦ୍ୱାରା ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥାଏ।
‘ବମିକା’ ଅର୍ଥାତ ପ୍ରଥମ ଶିଶୁକନ୍ୟାକୁ ତା ଭାଇ ‘ଅକାୟ’ ମିଳିଛି । ଗତ ୧୫ ତାରିଖ ଦିନ ଏହି ଖୁସିଖବର ଘରକୁ ଆସିଥିବା ସେମାନେ ଜଣାଇଛନ୍ତି । ଏନେଇ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଏହି ଷ୍ଟାର କପଲ୍ ବିରାଟ ଓ ଅନୁଷ୍କା ।
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କେନ୍ଦ୍ରର ବି ତାଗିଦ୍ । ତା’ ସତ୍ତ୍ୱେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନିୟମକୁ ଓଡ଼ିଶା ସହ ୭ ରାଜ୍ୟ କରିଛନ୍ତି ଫୁ । କାହିଁକି ହେଉଛି ରାଜ୍ୟ ପୋଲିସ ମୁଖିଆ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ?
ବ୍ରିଟେନ୍ର ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ବି ଏଭଳି ଡିସ୍ଟର୍ବ କରୁଛି ଫୋନ୍ । ଅନେକ ଛାତ୍ରଛାତ୍ରୀ ଏହି ଫୋନ୍ କାରଣରୁ ସ୍କୁଲରେ ପଢ଼ା ସମୟରେ ସଠିକ୍ ଧ୍ୟାନ ଦେଇ ପାରୁନାହାନ୍ତି ।
ଅଫିସ୍ର କଲିଗ୍ମାନେ ଯାଞ୍ଚ ପରେ ଜାଣିବାକୁ ପାଇଲେ ଯେ, ମହିଳା ଜଣକ ଗର୍ଭବତୀ ଥିବାର କେବଳ ନାଟକ କରୁଛନ୍ତି । ପେଟରେ ତକିଆ ଦେଇ ପେଟ ଫୁଲିବାର କେବଳ ଅଭିନୟ କରୁଛନ୍ତି । ଏମିତିକି ଗର୍ଭବତୀଙ୍କ ଭଳି ଚାଲିବାର ନାଟକ ବି କରୁଥିଲେ ମହିଳା ।
ଭିଡିଓରେ ବିରାଟ ଅନଲାଇନ୍ ବେଟିଂ ଆପ୍ ଉପରେ କିଛି କହୁଥିବା ଦେଖିବାକୁ ମିଳୁଛି । କଥା କହିବାର ଶୈଳୀ ଓ ବିରାଟଙ୍କ ଚେହରାକୁ ନକଲ କରାଯାଇଛି ।
ଆପଣ ବିଶ୍ୱାସ କରିପାରୁଛନ୍ତି କି ଜଣେ କର୍ମଚାରୀଙ୍କ ଦରମା ୩୦୦% ବୃଦ୍ଧି ହୋଇଥିବ ବୋଲି ? ହଁ ଏମିତି ଘଟିଛି...କର୍ମଚାରୀ ଚାକିରି ଛାଡ଼ିବାକୁ ଚାହିଁଲେ...କର୍ମଚାରୀଙ୍କ ୩୦୦% ଦରମା ବୃଦ୍ଧି କଲା ଏହି କମ୍ପାନୀ...
ପ୍ରତିବର୍ଷ ୨୦ ଫେବୃଆରୀରେ ବିଶ୍ୱ ସମୁଦାୟ ‘ସାମାଜିକ ନ୍ୟାୟ ଦିବସ’ ପାଳନ କରିବାକୁ ଏକତ୍ରିତ ହୁଅନ୍ତି। ସମଗ୍ର ବିଶ୍ୱରେ ଅସମାନତା, ଅନ୍ୟାୟ ଏବଂ ସାମାଜିକ ବହିଷ୍କାରର ସମାଧାନର ଜରୁରୀ ଆବଶ୍ୟକତାକୁ ଏହା ସ୍ମରଣ କରାଏ। ଏହି ଅବସରରେ ଆସନ୍ତୁ ଜାଣିବା ସାମାଜିକ ନ୍ୟାୟ କ’ଣ…
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ନାକଚ ହୋଇଥିବା ୮ ବାଲଟ ପେପରର ପୁନଃ ଯାଞ୍ଚ କରିଥିଲେ। ବାଲଟ ପେପର ଗୁଡ଼ିକରେ ଅତିରିକ୍ତ ଚିହ୍ନ ଥିବା ଖଣ୍ଡପୀଠ ଜାଣିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ବର୍ଷିଥିଲେ।
World Record: ଚାରି ମାସ କୁନି ଝିଅର ବିଶ୍ୱ ରେକର୍ଡ଼ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା କୁନି ଝିଅ । ଚିହ୍ନି ପାରୁଛି ୧୨୦ଟି ଜିନିଷ...
ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି । କିନ୍ତୁ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।
UPSC ର ସରକାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିବା ସହଜ ନୁହେଁ। ଏପରିକି ଏଥିରେ ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କୁ ପରୀକ୍ଷାରେ ଉପସ୍ଥିତ ହେବାକୁ ବାରଣ କରିପାରିବ। ୟୁପିଏସ୍ସି ପରୀକ୍ଷା ଫର୍ମ ପୂରଣ କରିବାବେଳେ, କେନ୍ଦ୍ର ଲୋକ ସେବା ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଭଲଭାବେ ପଢିବା ଉଚିତ।
ଅଳ୍ପକେ ବର୍ତ୍ତିଲେ ଦୁଇଟି ଇଣ୍ଡିଗୋ ବିମାନ। ପରସ୍ପର ସହିତ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିମାନ ।
ଆଜି ଭାରତୀୟ ସିନେମାର ଆଗଧାଡିର ନିର୍ଦ୍ଦେଶକ ତାଲିକାରେ ଏସ୍.ଏସ୍ ରାଜାମୌଲି ଜଣେ। ବର୍ତ୍ତମାନ ପିଢିର ସମସ୍ତ ତାରକାମାନଙ୍କ ସ୍ୱପ୍ନ ରାଜାମୌଲିଙ୍କ ସହ କାମ କରିବା। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ନିଜ ଲୋକମାନେ ହିଁ ତାଙ୍କୁ ଥଟ୍ଟା-ପରିହାସ କରୁଥିଲେ।
ଧୋନିଙ୍କ ବିରୁଦ୍ଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି ମନୋଜ ତିୱାରୀ। ତେବେ ଏକ କାର୍ଯ୍ୟକ୍ରମରେ ସେ ଧୋନିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଲୋକପ୍ରିୟ ଧାରାବାହିକ ଅନୁପମାରେ ଅଭିନୟ କରିଥିବା ଋତୁରାଜଙ୍କର ୫୯ ବର୍ଷ ବୟସରେ ଦେହାନ୍ତ ହୋଇଛି।
ଜମ୍ମୁ-କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁରେ ଏମ୍ସ ହସ୍ପିଟାଲ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ ।
Indian Coast Guard Recruitment: ଭାରତୀୟ ତଟରକ୍ଷୀ ବାହିନୀରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ କରିପାରିବେ ଆବେଦନ ।
ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ମାଇଲ୍ ଡିଜାଇନିଂ ଅପରେସନ୍ କରାଉଥିଲେ। ଶେଷରେ ୨୮ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି।
୯ ଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ପାଖ ଜଙ୍ଗଲରୁ ଠାବ ହୋଇଛି।