ପ୍ରାୟ ୧୬ ଘଣ୍ଟା ଧରି ଅତି ନିଖୁଣତାର ସହ ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଥିଲେ । ଆଉ ଏଥିରେ ଡାକ୍ତରଙ୍କୁ ଏକ ବିରାଟ ସଫଳତା ମିଳିଛି । ସମଗ୍ର ଏସିଆରେ ଏଭଳି ହାତଯୋଡ଼ା ଯିବା ଘଟଣା ପ୍ରଥମ ବୋଲି କୁହାଯାଉଛି।
ଦୀର୍ଘ ୧୩ ବର୍ଷ ଧରି ଯନ୍ତ୍ରଣା ପାଉଥିଲେ ମହିଳା, SCB ଡାକ୍ତର ଦେଲେ ନୂଆ ଜୀବନ ।
ଦୁଇଟି ଯାକ କିଡନୀ ନଷ୍ଟ ହୋଇଗଲା। ଚିକିତ୍ସା ପାଇଁ ନିଜ ଅଟୋକୁ ବି ବିକ୍ରି କରିଦେଲେ। ବ୍ରହ୍ମପୁରରୁ ଭୁବନେଶ୍ୱର...ସବୁ ଡାକ୍ତରଙ୍କ ଗୋଟିଏ କଥା...ଦରକାର ଅପରେସନ୍। ଖାଇବାକୁ ପଇସା ନାହିଁ, ଏତେ ଗୁଡ଼ାଏ ଟଙ୍କା ଆଣିବେ କେଉଁଠୁ? ସ୍ୱାମୀ ପାଇଁ ସିଲେଇ କରୁଛି ସ୍ତ୍ରୀ, ଏବେ ସରକାରୀ ସାହାଯ୍ୟକୁ ଅପେକ୍ଷା...
ସର୍ଜରୀ ପରେ ନୂଆ ଜୀବନ ଫେରି ପାଇଲେ ମହିଳା। Thyroid ସର୍ଜରୀ ପରେ ମହିଳା ଜଣକ କହିବା ଶକ୍ତି ହରାଇ ଥିଲେ। ନା କଥା କହିପାରୁଥିଲେ, ନା ଠିକ୍ ଭାବେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିଲେ।
ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା, ମେରୁଦଣ୍ଡର କିଛି ହାଡ଼ ଯକ୍ଷ୍ମା ଯୋଗୁଁ ନଷ୍ଟ ହୋଇଯାଇଛି। ସିପ୍ରାଙ୍କ ମେରୁଦଣ୍ଡ ଭିତରେ ଥିବା ସୁଷୁମ୍ନା କାଣ୍ଡ ଚାପି ହୋଇ ଯାଉଥିଲା। ଫଳରେ ସେ ଅକର୍ମଣ୍ୟ ହେବାକୁ ବସିଥିଲେ। କଟକ ବଡ଼ ମେଡ଼ିକାଲର ସ୍ନାୟୁଶଲ୍ୟ ବିଭାଗରେ ଭର୍ତ୍ତି ପରେ ଆରମ୍ଭ ହେଲା ଚିକିତ୍ସା।