କୁହାଯାଉଛି କି ନୀତୀଶ କୁମାର ଏବେ ସରକାର ଭାଙ୍ଗିବେନି। ବରଂ ବିଜେପିର ସମର୍ଥନରେ ସରକାର ରହିବ। ପରେ ବିଧାନସଭା ଭାଙ୍ଗି ନୂଆ ନିର୍ବାଚନ କରାଯିବ।
NCERT ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ NCERT ର ପ୍ରକାଶନ ବିଭାଗ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସହକାରୀ ସମ୍ପାଦକ, ପ୍ରୁଫ୍ ରିଡର୍ ଏବଂ ଡିଟିପି ଅପରେଟର ପଦବୀ ପୂରଣ ହେବ।
ଯୁବକ-ଯୁବତୀମାନେ ଚାକିରିଟିଏ ପାଇବାକୁ କେତେ ଯେ ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳୁଛି । ଜଣେ କି ଦୁଇ ଜଣ ନୁହେଁ, ଏକାବେଳେ ପ୍ରାୟ ୩ ହଜାର ଇଞ୍ଜିନିୟରିଂ ଛାତ୍ର ଚାକିରି ପାଇଁ ଏକାଠି ହୋଇଛନ୍ତି ।
ସ୍ମିଥଙ୍କୁ ପ୍ରଥମେ ଏକ କୋଠରୀକୁ ନିଆଯାଇଥିଲା ଏବଂ ଏକ ଷ୍ଟ୍ରେଚରରେ ବାନ୍ଧି ଦିଆଯାଇଥିଲା । ତାଙ୍କ ମୁହଁରେ ଏକ ଇଣ୍ଡଷ୍ଟ୍ରିଆଲ୍ ମାସ୍କ ପିନ୍ଧାଯାଇ ନାଇଟ୍ରୋଜେନ୍ ଗ୍ୟାସ୍ ଛଡାଯାଇଥିଲା।
ସେମାନେ ଜର୍ଜିଆ ହସ୍ପିଟାଲରେ ବିକ୍ରି ହୋଇଥିବା ଅନେକ ଶିଶୁଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ଥିଲେ। ଦୀର୍ଘ ୧୯ବର୍ଷ ଧରି ଗୋଟିଏ ସହରରେ ରହୁଥିବା ବେଳେ ପରସ୍ପରକୁ ଚିହ୍ନ ନଥିଲେ।
ପ୍ରେକ୍ଷାଳୟରେ ହ୍ରିତିକ ରୋଶନଙ୍କ ‘ଫାଇଟର୍’ ଧମାକା କରୁଥିବାବେଳେ ସାଉଥ୍ ସୁପରଷ୍ଟାର ମୋହନଲାଲଙ୍କ ‘ମଲାଇକୋଟାଇ ଭାଲିବାନ’କୁ ପ୍ରଶଂସକଙ୍କ ଖୁବ୍ ଭଲ ପାଇବା ମିଳୁଛି। ପ୍ରଥମ ଦିନରେ ଉଭୟ ଚଳଚ୍ଚିତ୍ରର ରୋଜଗାରର ଫଳାଫଳ ଆସିଛି, ଯେଉଁଥିରେ ଫାଇଟର୍ ବାଜି ମାରିନେଇଛି।
ଏସବୁ ଚର୍ଚ୍ଚା ଭିତରେ ଆଜିର ଏକ ଦୃଶ୍ୟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବସିବା ପାଇଁ ମଞ୍ଚରେ ପାଖାପାଖି ଚୌକି ପଡିଥିଲା। କିନ୍ତୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଥିବା ଚୌକିରେ ନ ବସି ଅନ୍ୟ ଆସନ ଛାଡ଼ି ବସିଥିଲେ।
ଏହି ଭିଡିଓରେ ଦେଖିବାକୁ ମିଳୁଛି କି କିଛି ମହିଳା ରେଲୱେ ଟ୍ରାକ୍ରେ ରୋଷେଇ କରୁଛନ୍ତି। ସେହିପରି କିଛି ଝିଅ ପାଠ ପଢ଼ୁଥିବାବେଳେ ଛୋଟ ପିଲା ଟ୍ରାକ୍ରେ ଦୌଡୁଛନ୍ତି।
ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ। ଗତ ବର୍ଷ ସେପ୍ଟେମ୍ବର ମାସରେ ଏହି ପୁରସ୍କାର ପାଇଁ ନାମାଙ୍କନ ପତ୍ର ମଗା ଯାଇଥିଲା। ବର୍ତ୍ତମାନ ଗଣତନ୍ତ୍ର ଦିବସ ଅବସରରେ, ଏହି ପୁରସ୍କାର ବିଜେତାମାନଙ୍କ ନାମ ତାଲିକା ପ୍ରକାଶ ପାଇଛି।
କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ ପ୍ରଦର୍ଶନ କରିଛି ଭାରତୀୟ ସେନା। ସେନାର ଏମଆଇ-୧୭ହେଲିକପ୍ଟର ପ୍ଲାଇପ୍ଲାଷ୍ଟ କରିଛି। ଫ୍ରାନ୍ସ ସେନାର ଏକ ଟିମ ମ୍ୟୁଜିକ ବ୍ୟାଣ୍ଡ ସହ ମାର୍ଚ୍ଚ କରିଛି।
ଆଇଟିବିପିର ହିମବୀର ଯବାନମାନେ ପ୍ରବଳ ଥଣ୍ଡା ଓ ତୁଷାରପାତ ଭିତରେ ଫରଫର କରି ତ୍ରିରଙ୍ଗା ଉଡ଼ାଇଛନ୍ତି ।
ଫ୍ରାନ୍ସରେ ପଢିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଭିସା ପ୍ରକ୍ରିୟା ସହଜ କରାଯିବ । ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଫ୍ରାନ୍ସରେ ଅଧ୍ୟୟନ କରିବା ପାଇଁ ଫ୍ରାନ୍ସ ସରକାର ପୂର୍ବରୁ ଅନେକ ପଦକ୍ଷେପ ଆପଣାଇଛନ୍ତି ।
ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀକୁ ପୂରିଛି ୭୫ ବର୍ଷ । ଏହି ଦୀର୍ଘ ଗୌରବମୟ ଇତିହାସକୁ ଉଜ୍ଜୀବିତ କରି ରଖିବା ଲାଗି ଦିଲ୍ଲୀରୁ ପଲ୍ଲୀ, ଆଜି ସବୁଠି ଫର ଫର ହୋଇ ଉଡ଼ିଛି ତ୍ରିରଙ୍ଗା ।
ଆଉ ଏପରି ସମୟରେ ସାନିଆ ମିର୍ଜାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି ।
ପରେଡ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏଥର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ ରହିଛି ।
ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ନିଆଁକୁ ଆୟତ୍ତ କରିବାକୁ ୨୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ନିଆଁ ନିୟନ୍ତ୍ରଣାଧୀନ ହୋଇନାହିଁ ।
ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତି, ଜଣାଶୁଣା ବ୍ୟବସାୟୀ ସୀତାରାମ ଜିନ୍ଦଲ୍, ଗାୟିକା ଉଷା ଉଥପ୍ ଭଳି ୧୭ ଜଣଙ୍କ ନାଁ ପଦ୍ମ ଭୂଷଣ ପାଇଁ ଘୋଷଣା କରାଯାଇଛି। ଏହାବ୍ୟତୀତ ୧୧୦ ଜଣଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଛି।
ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ। ୮ହଜାରରୁ ଅଧିକ ଫୋର୍ସ ମୁତୟନ କରାଯାଇଛି।
ଗଣତନ୍ତ୍ର ହେଉଛି “ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ଶାସନ”। କିନ୍ତୁ ବିଭିନ୍ନ ଦେଶ, ସମୟ ଏବଂ ପରିସ୍ଥିତିରେ ବିଭିନ୍ନ ବିଚାର ଯୋଗୁଁ ଏଥିରେ କିଛି ମାତ୍ରାରେ ଜଟିଳତା ଦେଖାଦେଇଛି। ପ୍ରାଚୀନ କାଳରୁ ଗଣତନ୍ତ୍ରକୁ ନେଇ ଅନେକ ମତ ଆସିଥିଲା, କିନ୍ତୁ ଏଥିମଧ୍ୟରୁ ଅନେକକୁ ଗୁରୁତ୍ୱ ଦିଆଯାଇନି।
ପ୍ରତିବର୍ଷ ୨୬ ଜାନୁଆରୀରେ ‘ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’ ପାଳନ ହୁଏ ଏବଂ ସାରା ବିଶ୍ୱରେ ସୀମା ଶୁଳ୍କ ଅଧିକାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରାଯାଏ। ତେବେ ଆସନ୍ତୁ ଏହି ବିଶେଷ ଦିନର ଇତିହାସକୁ ଜାଣିବା ଏବଂ ବିଶ୍ୱ ବ୍ୟବସାୟ ଜଗତ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ବୁଝିବା।
ଗଞ୍ଜାମର ଗୋପୀନାଥକୃଷ୍ଣ ଲୀଳା ଲୋକନାଟକର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ଗାଁ ଗାଁରେ ସେ ଅଖାଡା ନିର୍ମାଣ କରି ସେ ଶହ ଶହ କଳାକାରଙ୍କୁ ଏହି ଲୋକକଳାର ପ୍ରଶିକ୍ଷଣ ଦେଇଛନ୍ତି ।
ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି, ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି ।
ଆଦିତ୍ୟ ଏଲ୍-୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି । ଅନ୍ତରୀକ୍ଷ ବିଜ୍ଞାନରେ ଭାରତର ସଫଳତା ଯୁବଶକ୍ତିଙ୍କୁ ଉତ୍ସାହିତ କରିଛି ।
ଓଡ଼ିଶାରୁ ଗୃହ ବିଭାଗ ସ୍ୱତନ୍ତ୍ରସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।
ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।