ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି । କିନ୍ତୁ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।
ଖାଲି ସେତିକି ନୁହେଁ ଇନ୍କମ୍ଟାକ୍ସ ବିଭାଗ ୨୧୦ କୋଟି ଟଙ୍କାର ରିକଭରୀ ମାଗିଛି । କ’ଣ ଚାଲିଛି ଏ ଦେଶରେ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରିଛନ୍ତି ମାକେନ୍ ।
ଚଳିତ ବର୍ଷ ଜୁଲାଇରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଅଚାନକ୍ ୧୧୬,୭୭,୨୪,୪୩,୨୭୭ ଟଙ୍କା ଆସିଥିବା ଦେଖିବାକୁ ପାଇଥିଲେ। ଏହାପରେ ଆଉ ବିଳମ୍ବ ନ କରି ତତ୍କ୍ଷଣାତ ସେ ଏଥିରୁ ୨ କୋଟି ଟଙ୍କା ଶେୟାର ମାର୍କେଟ୍ରେ ନିବେଶ କରିଥିଲେ।