• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ss Rajamouli

When will release baahubali 3 will prabhas work with ss rajamouli again
‘ବାହୁବଲୀ ୩’କୁ ନେଇ ବଢୁଛି ଆଗ୍ରହ; ସିକ୍ୱେଲ୍‌କୁ ନେଇ ଏମିତି କହିଲେ ପ୍ରଭାସ

‘ବାହୁବଲୀ’ ପରେ ଏହି ପିରିୟଡ୍ ଆକ୍ସନ୍ ଡ୍ରାମାର ୨ୟ ଭାଗ ଦେଖିବା ପାଇଁ ଅନେକ ଲୋକ ପ୍ରେକ୍ଷାଳୟକୁ ଦୌଡିଥିଲେ ଏବଂ ଏହା ମଧ୍ୟ ହିଟ୍ ହୋଇଥିଲା। ୨ୟ ଭାଗ କରିବା ପରେ, ଲୋକମାନେ ଏହାର ତୃତୀୟ ଭାଗ ମଧ୍ୟ ଦେଖିବାକୁ ଆଗ୍ରହୀ ଏବଂ ଏହା ବିଷୟରେ ଏକ ଆକର୍ଷଣୀୟ ଚର୍ଚ୍ଚା ଜୋର ଧରିଛି।

Ss rajamouli was called good for nothing
ଦୁର୍ଦ୍ଦିନରେ ଥିଲା ରାଜାମୌଲିଙ୍କ ପରିବାର; ଭାଉଜଙ୍କ ଏହି କଥା ଜୀବନକୁ କରିଦେଲା ପରିବର୍ତ୍ତନ

ଆଜି ଭାରତୀୟ ସିନେମାର ଆଗଧାଡିର ନିର୍ଦ୍ଦେଶକ ତାଲିକାରେ ଏସ୍.ଏସ୍ ରାଜାମୌଲି ଜଣେ। ବର୍ତ୍ତମାନ ପିଢିର ସମସ୍ତ ତାରକାମାନଙ୍କ ସ୍ୱପ୍ନ ରାଜାମୌଲିଙ୍କ ସହ କାମ କରିବା। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ନିଜ ଲୋକମାନେ ହିଁ ତାଙ୍କୁ ଥଟ୍ଟା-ପରିହାସ କରୁଥିଲେ।

Why did hanuman director prashant verma hate ss rajamouli
ରାଜାମୌଲୀଙ୍କ ଠାରୁ ସବୁ କିଛି ଶିଖି କାହିଁକି ଘୃଣା କରନ୍ତି 'ହନୁମାନ' ନିର୍ଦ୍ଦେଶକ

ଫିଲ୍ମ 'ହନୁମାନ' ତେଲୁଗୁ ଏବଂ ହିନ୍ଦୀ ବକ୍ସ ଅଫିସରେ ଜବରଦସ୍ତ ପ୍ରତିକ୍ରିୟା ପାଉଛି। ଏସ୍‌ଏସ୍‌ ରାଜାମୌଲୀଙ୍କ ଠାରୁ ଶିଖିଥିବା ଟିପ୍ସକୁ ଏହାର ନିର୍ଦ୍ଦେଶକ ଏଥିରେ ବ୍ୟବହାର କରିଛନ୍ତି। ସେ କିନ୍ତୁ ତାଙ୍କୁ ଘୃଣା କରୁଥିବା କହିଛନ୍ତି। ଏହାର କାରଣ ବି ଦେଇଛନ୍ତି।

SS Rajamouli announce his new biopic film made in india
ଏପଟେ ‘ଭାରତ ବନାମ ଇଣ୍ଡିଆ’ ବିବାଦ, ସେପଟେ ଆସୁଛି ‘ମେଡ୍‌ ଇନ୍ ଇଣ୍ଡିଆ’

ଏସ୍ଏସ୍ ରାଜାମୌଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଯେତେବେଳେ ସେ 'ଭାରତୀୟ ସିନେମା ଉପରେ ବାୟୋପିକ୍' କରିବାକୁ ଘୋଷଣା କରିଛନ୍ତି। ଏହାର ଟିଜର ମଧ୍ୟ ରିଲିଜ୍ ହୋଇଛି। ‘ଭାରତ ବନାମ ଇଣ୍ଡିଆ’ ବିବାଦ ଭିତରେ ସେ ‘ମେଡ୍‌ ଇନ୍ ଇଣ୍ଡିଆ’ ଫିଲ୍ମ ଆଣୁଛନ୍ତି।

RRR received excellent response from the audience in japan
'RRR' କୁ ପୁଣି ସଫଳତା; ଜାପାନରେ କଲା ରେକର୍ଡ଼

ଫିଲ୍ମ 'RRR' କୁ ମିଳିଛି ଆଉ ଏକ ନୂଆ ସଫଳତା। ଏହା ଜାପାନର ବକ୍ସ ଅଫିସ୍‌ରେ ୧୦୦ ଦିନ ପୂରଣ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି।

RRR failed to make it to Oscar nominations distributor launch campaign
'RRR' କୁ ଓସ୍କାରରୁ ବାଦଦେବା ନେଇ ତାତିଲେ ପ୍ରଶଂସକ; ଟ୍ୱିଟର୍‌ରେ ଅଭିଯାନ

'RRR ଓସ୍କାର ପୁରସ୍କାର ନାମାଙ୍କନରେ ସ୍ଥାନ ପାଇବାରେ ବିଫଳ ହୋଇଛି। ଏନେଇ ଭାରତୀୟ ଜୁରୀ ଗୁଜୁରାଟୀ ଫିଲ୍ମ 'ଛେଲୋ ଶୋ'କୁ ଚୟନ କରିଛନ୍ତି। ତେବେ ଜୁରୀର ଏହି ନିଷ୍ପତ୍ତିକୁ ଲୋକମାନେ ପସନ୍ଦ କରୁନାହାଁନ୍ତି।

Film ‘RRR’
ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ବଡ଼ ଘୋଷଣା କଲେ ମେକର୍ସ

ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ମେକର୍ସ ଏବେ ୨ଟି ତାରିଖ ଘୋଷଣା କରିଛନ୍ତି। ଗତକାଲି RRR ମେକର୍ସ ପକ୍ଷରୁ ଫିଲ୍ମ ରିଲିଜ୍ ତାରିଖ ଘୋଷଣା ନେଇ ବିବୃତି ଜାରି କରାଯାଇଛି।

‘RRR’ Release Date Pushed Again
ପୁଣି ଘୁଞ୍ଚିଲା ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍

ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍। କରୋନା କଟକଣା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଫିଲ୍ମର ରିଲିଜ୍‌କୁ ଘୁଞ୍ଚା ଦିଆଯାଇଛି। କେବେ ଫିଲ୍ମ ‘RRR’  ରିଲିଜ୍ ହେବ ତାହା ଜଣାପଡ଼ିନି।