କିଙ୍ଗ ଚାର୍ଲସ ମା’ କୁଇନ ଏଲିଜାବେଥ ତୃତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ବିଶାଳ ସମ୍ପତ୍ତିର ମାଲିକ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ସମ୍ପତ୍ତି ଥାଇ ବି ବି ସେ ଏହାର ବ୍ୟକ୍ତିଗତ ମାଲିକ ନୁହଁନ୍ତି । ଯେତେଦିନ ଯାଏ ସେ ରାଜା ରହିବେ ସେତେଦିନ ଯାଏ ଏହି ସମ୍ପତ୍ତର ମାଲିକାନା ତାଙ୍କ ହାତରେ ରହିବ । ଇନସାଇଡର ଏବଂ କେତେକ ୱେବସାଇଟ ତଥ୍ୟରୁ ଜଣାଯାଏ, ପ୍ରିନ୍ସ ଚାର୍ଲସ ସାରା ବିଶ୍ୱର ୬.୬ ଅରବ ଏକର ଜମି ଓ ସମ୍ପତ୍ତିର ମାଲିକ ।
World Record: ଚାରି ମାସ କୁନି ଝିଅର ବିଶ୍ୱ ରେକର୍ଡ଼ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା କୁନି ଝିଅ । ଚିହ୍ନି ପାରୁଛି ୧୨୦ଟି ଜିନିଷ...
ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତା’ ପୂର୍ବରୁ ଏଥର ଦୀପୋତ୍ସବର ଆୟୋଜନ ସ୍ୱତନ୍ତ୍ର କରିବାକୁ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଚଳାଇଛନ୍ତି ।
ସମସ୍ତଙ୍କର ଜନ୍ମଦିନ ଗୋଟିଏ ଦିନରେ...କିପରି ସମ୍ଭବ..ଏ ଖବର ଅବିଶ୍ୱସନୀୟ ହେଉଥିଲେ ମଧ୍ୟ ସତ।
ଶାସ୍ତ୍ରୀୟ ନୃତ୍ୟ-ସଙ୍ଗୀତରେ ଭାରତର ଝିଅମାନଙ୍କ ସହ କେହି ବି ତୁଳନୀୟ ନୁହେଁ। ଜଣେ ଝିଅ ଆଉ ଏକ ପାଦ ଆଗକୁ ଯାଇ ଏମିତି କାମ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କେହି କରିପାରି ନାହାଁନ୍ତି। ଲଗାତର ୫ ଦିନ ନାଚି ସେ ବିଶ୍ୱକୁ ଚକିତ କରି ଦେଇଛନ୍ତି।
୧୦୦ ଘଣ୍ଟାରେ ୧୦୦ କିମିରୁ ଅଧିକ ରାସ୍ତା ତିଆରି କରିଦେଲା NHAI । ଏତେ କମ୍ ସମୟରେ ଏତେ ଅଧିକ କିମିର ରାସ୍ତା ହୋଇଥିବାରୁ ସବୁଆଡୁ ମିଳିଲା ପ୍ରଶଂସା
ପ୍ରତ୍ୟେକ ରବିବାର ଦିନ ଟିଭିରେ ‘ରାମାୟଣ’ ପ୍ରସାରିତ ହେଉଥିଲା । ତାହାସହ ଦୂରଦର୍ଶନରେ ଅନେକ ମେଗା ଧାରାବାହିକ ପ୍ରସାରିତ ହେଉଥିଲେ ମଧ୍ୟ ‘ରାମାୟଣ’ ପ୍ରତି ଲୋକଙ୍କ ଅତୁଟ ଭଲପାଇବା ରହିଥିଲା । ଯାହା ଆଜି ଯାଏଁ ବଜାୟ ରହିଛି ।
୧୮୩ ଫୁଟ୍ ଉଚ୍ଚର ଏଇ ମୂର୍ତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା। ଧ୍ୟାନମୁଦ୍ରାରେ ବସିଥିବା ମହାଦେବଙ୍କର ଜୋରଦାର ଚାଲିଛି ନିର୍ମାଣ କାମ। କାମ ପୂରା ସରିନଥିବା ବେଳେ ଏବେଠୁ ମହାଦେବଙ୍କ ଦର୍ଶନ କରିବାକୁ ଭକ୍ତଙ୍କର ଲାଗୁଛି ଭିଡ। ଦେଶର ଅନେକ ସ୍ଥାନରେ ମହାଦେବଙ୍କର ବଡବଡ ମୂର୍ତ୍ତି ପୂଜା ପାଉଥିବା ବେଳେ ଯାଜପୁରରେ ତିଆରି ହେଉଥିବା ମୂର୍ତ୍ତିର ଉଚ୍ଚତା ବହୁ ଅଧିକ ବୋଲି କୁହାଯାଉଛି।
ଶୋଇ ଶୋଇ ସଫଳତା। ଦୀର୍ଘ ସମୟ ଶୋଇଥିବାରୁ ହେଲେ ଚାମ୍ପିଅନସିପ୍ ବିଜେତା। ଯେଉଁ କାମ ପାଇଁ ଦିନେ ସମସ୍ତେ ଘୃଣା କରୁଥିଲେ ଆଜି ତାଙ୍କୁ ଏନେଇ ପ୍ରଶଂସାର ସୁଅ ଛୁଟିଛି। ଏନେଇ ସେ ମାଲାମାଲ୍ ମଧ୍ୟ ହୋଇଯାଇଛନ୍ତି।
ଭାରତୀୟ ଝିଅଙ୍କ ନାମରେ ନିଆରା ବିଶ୍ୱ ରେକର୍ଡ। ପାଠ ପଢି ସେ ରେକର୍ଡ ତିଆରି କରିଛନ୍ତି। ଗୋଟିଏ ଦିନରେ ଏତେ ସାର୍ଟିଫିକେଟ୍ ହାସଲ କରିଦେଲେ ଯେ ସେ ବିଶ୍ୱର ଏକ ନମ୍ବର ହୋଇଗଲେ। ଆସନ୍ତୁ ଜାଣିବା ଏହି ଝିଅ କିଏ ଓ କେଉଁଠିକାର।
ଭଗବାନ ଦ୍ୱାରା ଦିଆଯାଇଥିବା ଚେହେରା ଭଲ ଲାଗିଲା ନାହିଁ। ଚାହିଁଲେ ଏହାକୁ ପରିବର୍ତ୍ତନ କରିବା ପାଇଁ। ପ୍ଲାଷ୍ଟିକ୍ ସର୍ଜରୀ କରି ଫୁଲେଇ ଦେଲେ ଗାଲ ଆଉ କପାଳରେ ଉଠେଇଦେଲେ ଶିଙ୍ଗ।
ରେକର୍ଡ ସୃଷ୍ଟି କଲେ ରସିଦ୍ ଖାନ । ଗତକାଲି ମ୍ୟାଚରେ ନିଜର ଚମତ୍କାର ବୋଲିଂ ଦ୍ୱାରା ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ୍ ମଲିଙ୍ଗାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଯଦିଓ ଆଫଗାନିସ୍ତାନ ଗତକାଲି ପାକିସ୍ତାନ ଠାରୁ ମ୍ୟାଚ ହାରି ଯାଇଛି, କିନ୍ତୁ ଆଫଗାନିସ୍ତାନର ସ୍ପିନ ବୋଲର ରସିଦ୍ ଖାନ ଇତିହାସ ରଚିଛନ୍ତି । ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ଗତିରେ ୧୦୦ ୱିକେଟ ନେବାର ଇତିହାସ ରଚିଛନ୍ତି ।
ଆମେରିକାରେ ମାତ୍ର ଛଅ ମାସର ଶିଶୁ ୱାଟର ସ୍କିଙ୍ଗରେ ବିଶ୍ୱ ରେକର୍ଡ କରିଛି। ସୋସିଆଲ ମିଡିଆରେ ଏହି ଶିଶୁର ଭିଡିଓ ଦିନକୁ ଦିନ ବେଶ ଭାଇରାଲ ହେବାରେ ଲାଗିଛି। ଆମେରିକାର ଉଟାହ୍ ରାଜ୍ୟର ପାୱେଲ୍ ହ୍ରଦରେ ୬ ମାସର ରିଚ୍ ହମ୍ଫ୍ରିଜ୍କୁ ୱାଟର ସ୍କିଙ୍ଗ୍ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ସାରା ବିଶ୍ୱରେ ଶିଶୁଟିର ସାହାସିକତାକୁ ବେଶ ପ୍ରଶଂସା କରାଯାଇଛି।
ଜଣେ ବ୍ରିଟିଶ ନାଗରିକ ଗୋଟିଏ ଡାଳରେ ୮୩୯ ଟମାଟୋ ଫଳାଇ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡର ଷ୍ଟାନଷ୍ଟେଡ୍ ଆବଟ୍ସରେ ରହୁଥିବା ୪୩ ବର୍ଷିୟ ଡଗଲାସ୍ ସ୍ମିଥ୍ ମାର୍ଚ୍ଚ ମାସରେ ମଞ୍ଜି ବୁଣିଥିଲେ ଏବଂ ସେପ୍ଟେମ୍ବର ମାସରେ ଟମାଟୋ ଅମଳ କରିଛନ୍ତି । ଗୋଟିଏ ଡାଳରୁ ୮୩୯ ଟମାଟୋ ଫଳାଇବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ