• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pregnancy

Deepika and Ranveer announce pregnancy
ଖୁସି ଖବର ଦେଲେ ଦୀପିକା, ବିବାହର ୬ ବର୍ଷ ପରେ ବାପା ହେବେ ରଣବୀର...

ଗୁଡ୍ ନ୍ୟୁଜ୍ ଦେଲେ ଦୀପିକା ପାଦୁକୋନ ଓ ରଣବୀର ସିଂ । ବିବାହର ୬ ବର୍ଷ ପରେ ଗର୍ଭବତୀ ଥିବା ସ୍ପଷ୍ଟ କଲେ ଦୀପିକା ।

Pregnant Woman
ଚାଲାକ୍‌ ମହିଳା ! ୧୭ ଥର ଗର୍ଭବତୀ ବାହାନା କରି ସରକାରଙ୍କୁ ଲୁଟିଲେ ୯୮ ଲକ୍ଷ ଟଙ୍କା

ଅଫିସ୍‌ର କଲିଗ୍‌ମାନେ ଯାଞ୍ଚ ପରେ ଜାଣିବାକୁ ପାଇଲେ ଯେ, ମହିଳା ଜଣକ ଗର୍ଭବତୀ ଥିବାର କେବଳ ନାଟକ କରୁଛନ୍ତି । ପେଟରେ ତକିଆ ଦେଇ ପେଟ ଫୁଲିବାର କେବଳ ଅଭିନୟ କରୁଛନ୍ତି । ଏମିତିକି ଗର୍ଭବତୀଙ୍କ ଭଳି ଚାଲିବାର ନାଟକ ବି କରୁଥିଲେ ମହିଳା ।

ab de villiers u turn on anushka sharma pregnancy
ଡିଭିଲିୟର୍ସଙ୍କ ୟୁଟର୍ଣ୍ଣ; ଭୁଲରେ କହିଦେଇଥିଲେ, ଅନୁଷ୍କା ମାଆ ହେବେ ବୋଲି..

ବିରାଟ ବାପା ହେବା ନେଇ କହଥିବା କଥାରେ ୟୁଟର୍ଣ୍ଣ ମାରିଲେ ଡିଭିଲିୟର୍ସ । କହିଲେ ‘ମୁଁ ବଡ଼ ଭୁଲ କରିଛି । ତେଣୁ ମୁଁ  ମୋ ଫ୍ୟାନ୍‌ଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗୁଛି ।’

Delhi High Court
ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ

ଗର୍ଭଧାରଣ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୨୭ ସପ୍ତାହ ଗର୍ଭ ଧାରଣ ପରେ ଗର୍ଭପାତ ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ । ଏକ ସ୍ପର୍ଶକାତର ମାମଲାର ଶୁଣାଣି ବେଳେ ଏପରି ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

Supreme court
୨୬ ସପ୍ତାହ ପରେ ଆଉ ହୋଇପାରିବନି ଗର୍ଭପାତ: ସୁପ୍ରିମ କୋର୍ଟ

ଗର୍ଭଧାରଣର ୨୬ ସପ୍ତାହ ପରେ ଗର୍ଭପାତ ପାଇଁ ଅନୁମତି ମାଗିଥିଲେ ଜଣେ ମହିଳା ।ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଗର୍ଭପାତ ପାଇଁ ସେ ଅନୁମତି ମାଗିଥିଲେ ବୋଲି କୁହାଯାଇଛି ।

5 bollywood actress who got pregnant before marriage
ବଲିଉଡ୍‌ର ୫ ନାୟିକା, ଯିଏ ବିବାହ ପୂର୍ବରୁ ହୋଇଥିଲେ ଗର୍ଭବତୀ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କର ଗର୍ଭଧାରଣକୁ ଲୁଚାଇ ରଖିଥିଲେ, ଆଉ କେତେକ ଗର୍ଭଧାରଣ ବିଷୟରେ ଜାଣିବା ମାତ୍ରେ ଶୀଘ୍ର ବିବାହ କରିନେଇଥିଲେ। ତେବେ ଆସନ୍ତୁ ସେମିତି କିଛି ଅଭିନେତ୍ରୀମାନଙ୍କ ବିଷୟରେ ଜାଣିନେବା…

 48 hours after knowing of  pregnancy woman became mother
ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ମା’ ହେଲେ

ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଏମିତି ଝଟକା ଦେବା ପରି ଘଟଣା ଘଟିଛି ଆମେରିକାରେ।

joga
ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

ଭୁବନେଶ୍ୱର: ମହିଳାମାନେ ସାଧାରଣତଃ ଗର୍ଭାବସ୍ଥାରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସକାଳୁ ଉଠିଲେ ଅସୁସ୍ଥତା ଅନୁଭବ କରିବା, ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପ, ରକ୍ତହୀନତା, ରାତିରେ ନିଦ ଠିକ୍‌ ସେ ନହେବା ଓ ମୁଣ୍ଡ ବୁଲାଇବ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ତା’ ସହିତ ମହିଳାମାନେ ଚାପଗ୍ରସ୍ତ ରହିଥାନ୍ତି। ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜ ଶୀରର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ତେବେ ଯାଇ ଗର୍ଭରେ ଥିବା ଶିଶୁଟି ସୁସ୍ଥ […]