ହାଇଦ୍ରାବାଦ ଏକ୍ସପ୍ରେସୱେର ଏକ ଭିଡିଓ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମାତାଲ୍ ବ୍ୟକ୍ତି ଏକ ବ୍ୟସ୍ତବହୁଳ ହାଇୱେରେ ଅତି ବିପଦଜ୍ଜନକ ଭାବେ ଓଟ ସବାରି କରୁଥିବାର ନଜର ଆସୁଛି ।
ଜର୍ମାନୀର ଲୁଫଥାନସା ଫ୍ଲାଇଟ ଫ୍ରାଙ୍କଫର୍ଟରୁ ଉଡାଣ ଭରିବାର କିଛି ଘଣ୍ଟା ପରେ ବୋମା ଧମକ ମିଳିବା ପରେ ହାଇଦ୍ରାବାଦରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ଏହି ବିମାନ ଜର୍ମାନୀକୁ ଫେରି ଯାଇଛି। ମଝି ଆକାଶରୁ ୟୁ-ଟର୍ଣ୍ଣ ମାରିଛି ବିମାନ।
ହାଇଦ୍ରାବାଦର ସମସାବାଦ ନିକଟରେ ଥିବା "ଦି ଇଣ୍ଡିଆ ହାଉସ" ଫିଲ୍ମ ସୁଟିଂ ସେଟରେ ପାଣି ଟାଙ୍କି ଫାଟିଯିବାରୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସିନେମାର ଅଭିନେତା ବର୍ତ୍ତି ଯାଇଥିବା ବେଳେ ୭ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି।
ହାଇଦ୍ରାବାଦରେ ଅନୁଷ୍ଠିତ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ୭୨ତମ ସଂସ୍କରଣରେ ଥାଇଲାଣ୍ଡର ୨୨ ବର୍ଷୀୟ ଓପାଲ ସୁଚାତାଙ୍କୁ ବିଶ୍ୱ ସୁନ୍ଦରୀ ଘୋଷଣା କରାଯାଇଛି। ଭାରତର ନନ୍ଦିନୀ ଗୁପ୍ତା ଟପ୍-୮ରେ ସ୍ଥାନ ପାଇନପାରି ଫାଇନାଲ ରେସରୁ ବାଦ ପଡିଥିଲେ।
ହାଇଦ୍ରାବାଦରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୧୭ ଜଣଙ୍କ ଜୀବନ ଯାଇଛି । ଚାରମିନାର ନିକଟ ବିଲ୍ଡିଂ ଯେତେବେଳେ ଜଳୁଥିଲା ସେତିକି ବେଳେ କିଛି ଛାତିଥରା ଦୃଶ୍ୟ ସାମନାକୁ ଆସିଥିଲା । ମା'ର ମମତାର କରୁଣ ଚିତ୍ର ସମସ୍ତଙ୍କୁ ସ୍ତବ୍ଧ କରିିଛି ।
ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ୧୭ଜଣ ଜୀବନ୍ତ ଦଗ୍ଧ। ଚାରମିନାର୍ ନିକଟ ଗୁଲଜାର୍ ହାଉସ୍ ରେ ଏହି ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ୭ ବର୍ଷରୁ କମ ୮ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେହିପରି କିଛି ବରିଷ୍ଠ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ହାଇଦ୍ରାବାଦର ଚାରମିନାର ନିକଟରେ ଭୟାବହ ଅଗ୍ନିକାଣ୍ଡ । ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା । ୧୦ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସଂକୀର୍ଣ୍ଣ ଟନେଲ ଭିତରକୁ ବଡ଼ ମେସିନ୍ ଯାଇପାରୁନଥିବାରୁ କେବଳ ଗୋଟିଏ ଛୋଟ ଏକ୍ସକାଭେଟର୍ ପଠାଯାଇଛି ଏବଂ ବାକି ଲୋକବଳ ଉପରେ ଆଶ୍ରା କରିବାକୁ ପଡ଼ିଛି । ଟନେଲ ଭିତରେ ଏତେ କାଦୁଅ ଜମା ହୋଇଛି ଯେ ଉଦ୍ଧାରକାରୀମାନେ ଆଗକୁ ଯିବା ପାଇଁ ରବର୍ ଟ୍ୟୁବ୍ ଓ କାଠ ପଟା ବ୍ୟବହାର କରୁଛନ୍ତି ।
ଶିବଲିଙ୍ଗ ନିକଟରେ ୨୫୦ ଗ୍ରାମ ଓଜନର ମାଂସ ଖଣ୍ଡ ମିଳିବାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା । ବୁଧବାର ମନ୍ଦିର ଭିତରକୁ ଆସି ପୂଜକ ପ୍ରଥମେ ଏହି ଘଟଣା ଦେଖିଥିଲେ।
ଶିବଲିଙ୍ଗ ନିକଟରେ ୨୫୦ ଗ୍ରାମ ଓଜନର ମାଂସ ଖଣ୍ଡ ମିଳିବାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା । ବୁଧବାର ମନ୍ଦିର ଭିତରକୁ ଆସି ପୂଜକ ପ୍ରଥମେ ଏହି ଘଟଣା ଦେଖିଥିଲେ।
ହାଇଦ୍ରାବାଦର ଟାପ୍ପାଚବୁତରା ଅଞ୍ଚଳରେ ରହିଥିବା ଜୀରା ହନୁମାନ ମନ୍ଦିର ପରିସରରେ ଏଭଳି ଘଟଣା ଦେଖବାକୁ ମିଳିଥିଲା। ବୁଧବାର ମନ୍ଦିର ମଧ୍ୟକୁ ଆସିବା ବେଳକୁ ପୂଜକ ପ୍ରଥମେ ଏଭଳି ଘଟଣା ଦେଖିଥିଲେ। ସେ ମନ୍ଦିର କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ।
ସମ୍ପତ୍ତି ପାଇଁ ନିଜ ଜେଜେଙ୍କୁ ୭୦ ଥର ଛୁରୀ ଭୁଷି ହତ୍ୟା କରିଛି ନାତି। ଜେଜେ ହେଉଛନ୍ତି ହାଇଦ୍ରାବାଦର ଜଣେ ବିଜିନେସ ଟାଇକୁନ। ଅନ୍ୟ ପକ୍ଷରେ ନାତି ଜଣଙ୍କ ଆମେରିକାରୁ ଶିକ୍ଷା ଲାଭ କରି ପ୍ରତ୍ୟାବର୍ତ୍ତନ କରିଛି। ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ନାତି ଜେଜେକୁ ହତ୍ୟା କରିଥିବା ପ୍ରକାଶ କରିଛି ପୋଲିସ।
ସଇତାନ ସାଜିଲା, ଜହ୍ଲାଦ ପାଲଟିଗଲା ସ୍ବାମୀ। କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି।
କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି। ପୋଲିସ୍ ଆଗରେ ହତ୍ୟାକାରୀ ସ୍ବାମୀ ସବୁ ମାନିଛି।
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ । ବଚସାରୁ ସ୍ତ୍ରୀକୁ ମାରି କୁକର୍ରେ ରାନ୍ଧିଲା ସଇତାନ ସ୍ବାମୀ । ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା। ପୋଲିସ ଆଗରେ ସତ ମାନିଲା।
ଡାକ୍ତରଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଏ। ଏହାକୁ କାମରେ କରି ଦେଖାଇଛନ୍ତି ହାଇଦ୍ରାବାଦର ଏକ ଡାକ୍ତରୀ ଟିମ। ୧୩ ମିନିଟରେ ୧୩ କିମି ଯାତ୍ର କରି ବଞ୍ଚାଇଛନ୍ତି ବହୁମୂଲ୍ୟ ଜୀବନ।
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଷ୍ଟାର୍ ଅନୁଷ୍କା ଶର୍ମାଙ୍କ କଥା ଯେତେବେଳେ ଆସେ ସେତେବେଳେ ଆହୁରି ଚର୍ଚ୍ଚା ବଢି ଯାଇଥାଏ । ଆମେ ଆପଣଙ୍କୁ କହୁଛୁ ‘ୱାନ୍-୮’ ରେଷ୍ଟୁରାଣ୍ଟ କଥା। ହାଇଦ୍ରବାଦ୍ରେ ଥିବା ‘ୱାନ୍-୮’ ରେଷ୍ଟୁରାଣ୍ଟକୁ ଯାଇଥିଲେ ଜଣେ ଗ୍ରାହକ। ପରେ ସୋସିଆଲ ମଡ଼ିଆରେ ସେୟାରେ କଲେ ଏମିତି କଥା ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।
ଅଲ୍ଲୁ ଅର୍ଜୁନ ଗିରଫ ହୋଇ ବେଲରେ ଆସିଛନ୍ତି। ସେ ଜାମିନରେ ଆସିବା ପରେ ମାମଲା ଥମନି। ବରଂ ବିବାଦ ଆହୁରି ବଢ଼ିବାରେ ଲାଗିଛି। ତେଲଙ୍ଗାନା ବିଧାନସଭାରେ ଅଲ୍ଲୁଙ୍କ ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ। ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିବା ୬ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।
ହାଇଦ୍ରାବାଦର ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରେ ଅପ୍ରତ୍ୟାଶିତ ଭାବେ ଗୋଟିଏ ରାତି କାଟିବା ପରେ ଆଜି ନିଜ ବାସଭବନରେ ଧନ୍ୟବାଦ ମୁଦ୍ରାରେ ସମସ୍ତଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଛନ୍ତି ସାଉଥ ସେନସେସନ୍ ଅଲ୍ଲୁ ଅର୍ଜୁନ ।
ହାଇଦ୍ରାବାଦର ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରେ ଅପ୍ରତ୍ୟାଶିତ ଭାବେ ଗୋଟିଏ ରାତି କାଟିବା ପରେ ଆଜି ନିଜ ବାସଭବନରେ ଧନ୍ୟବାଦ ମୁଦ୍ରାରେ ସମସ୍ତଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଛନ୍ତି ସାଉଥ ସେନସେସନ୍ ଅଲ୍ଲୁ ଅର୍ଜୁନ ।
ସବୁଦିନ ପରି ରେଡି ହୋଇ ଟିଫିନ ବକ୍ସ ନେଇ ସ୍କୁଲକୁ ଯାଇଥିଲେ ବିରେନ୍ । ଯେମିତି ପଢିବା କଥା ପାଠ ବି ପଢିଲେ । ମଧ୍ୟାହ୍ନ ବିରତିରେ ଘରୁ ଆଣିଥିବା ଟିଫିନ୍ ଖୋଲି ଖାଇବା ଆରମ୍ଭ କଲେ । ଠିକ୍ ସେତିକି ବେଳେ ତଳେ ପଡିଗଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
ହସ୍ପିଟାଲ ଭିତରେ ପୁଣି ଲଜ୍ଜା । ପୁଣି ଜଣେ ମହିଳା ଜୁନିଅର ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ ।
ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ମାଇଲ୍ ଡିଜାଇନିଂ ଅପରେସନ୍ କରାଉଥିଲେ। ଶେଷରେ ୨୮ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି।
ହାଇଦ୍ରାବାଦର ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ରାମଙ୍କ ପାଇଁ ଚରଣପାଦୁକା ଧରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁ ରାସ୍ତାରେ ପ୍ରଭୁ ଶ୍ରୀରାମ ରାମେଶ୍ୱର ଯାଇଥିଲେ, ସେହି ରାସ୍ତା ଦେଇ ଚଲ୍ଲା ଶ୍ରୀନିବାସ ଅଯୋଧ୍ୟା ବାହାରିଛନ୍ତି ।
ପୁରା ଘଟଣାଟି ହେଲା, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି । ତେଣୁ ଆକବରଉଦ୍ଦିନଙ୍କୁ ଏହାର ନିୟମ କାନୁନ ମଧ୍ୟରେ ରହି ଭାଷଣ ଦେବାକୁ କହିଥିଲେ ପୋଲିସ ଅଧିକାରୀ । ଯାହାଫଳରେ ସେ ରାଗିଯାଇଥିଲେ ।