• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Auto Rickshaw

Road Accident, 9Dead
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି, ୯ ମୃତ

ଅଟୋରେ ପ୍ରାୟ ୧୫ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ବହୁ ଯାତ୍ରୀ ଟ୍ରକ୍‌ ଚକା ତଳେ ଚାପି ହୋଇ ଯାଇଥିଲେ। ଆଉ କିଛି ଛିଟିକି ରାସ୍ତା ଉପରେ ପଡ଼ିଥିଲେ।

Driver installs cooler in his auto-rickshaw
ଅଟୋ ନୁହେଁ କାର୍‌ : ଲାଗିଛି କୁଲର...ଚାଲୁଛି ଟିଭି

ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍‌ ପୂରା କାର୍‌ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍‌

auto-rickshaw
ଅଟୋ ଚଳାଇ ପରିବାର ପୋଷୁଛି, ନିଜେ ପାଠ ବି ପଢୁଛି

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଟୋ ଚଳାଉଛନ୍ତି । ୨୦ ବର୍ଷର ଯୁବତୀ। ଯେତିକି ରୋଜଗାର ହେଉଛି ସେତିକିରେ ଚଳୁଛି ପରିବାର..

Auto-rickshaw Drivers
ହଇରାଣ ହେଲେଣି ଲୋକେ . . . ପ୍ରତ୍ୟାହାର ହେଲା ଅଟୋ ଆନ୍ଦୋଳନ

ପୋଲିସ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ହଟିଲା

Auto Rickshaw
ଆଜି ରାଜଧାନୀ ରାଜରାସ୍ତାରେ ଗର୍ଜିବେ ଅଟୋ ଡ୍ରାଇଭର

ଗତକାଲି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇନଥିଲେ ଅନଲାଇନ୍ ଅଟୋ ଡ୍ରାଇଭର । ଆଜି ଆନ୍ଦୋଳନରେ ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ସାମିଲ ହେବେ ।

_Man turns his rickshaw into mobile mini rooftop garden
ରିକ୍ସାକୁ ମିନି ଗାର୍ଡେନରେ ପରିଣତ କଲେ ଚାଳକ

ଗରମରୁ ମୁକ୍ତି ଦେଉଛି ଏହି ନିଆରା ରିକ୍ସା । ଚାଳକଙ୍କ ଏହି ଅଭିନବ ଉପାୟ ଦ୍ୱାରା ଯାତ୍ରୀମାନେ ଗ୍ରୀଷ୍ଣ ପ୍ରଭାବରୁ କିଛିମାତ୍ରାରେ ତ୍ରାହୀ ପାଇପାରୁଛନ୍ତି ।

Special Story | Woman Delivers In Auto-Rickshaw After Doctor Refuses To Attend Her In Ganjam
ଡାକ ଶୁଣିଲେନି ଡାକ୍ତର ବାବୁ; ଅଟୋ ଭିତରେ ପ୍ରସବ କଲେ ମହିଳା

ହଜିଗଲା ମାନବିକତା । ଗର୍ଭବତୀଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ । ମେଡିକାଲ ଫାଟକ ଆଗରେ ଅନ୍ଧାର ରାତିରେ ଗର୍ଭ ଯ଼ନ୍ତ୍ରଣାରେ ଛଟପଟ ଜନନୀ । ଶେଷରେ ଅଟୋ ଭିତରେ ପ୍ରସବ କରାଇଲେ ଦିଦି ।

Special Story | Woman Delivers In Auto-Rickshaw After Doctor Refuses To Attend Her In Ganjam
ହଜିଗଲା ମାନବିକତା... ଗର୍ଭବତୀଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ... ଅଟୋ ଭିତରେ ଡେଲିଭରୀ

ଜଣେ ଗର୍ଭବତୀ ରାତିରେ ଗର୍ଭଯନ୍ତ୍ରଣା ହେବାରୁ ଡାକ୍ତରଖାନା ଆସି ଗେଟ୍ ବାଡ଼େଇ ବାଡ଼େଇ ଡାକ୍ତରଙ୍କୁ ଡାକିଲେ। କିନ୍ତୁ ତାଙ୍କ କଥା କେହି ଶୁଣିଲେନି। ଶେଷରେ ସେ ଯେଉଁ ଅଟୋରେ ଯାଇଥିଲେ, ସେଇ ଅଟୋରେ ତାଙ୍କର ପ୍ରସବ ହେଇଗଲା। ମୁଖ୍ୟମନ୍ତ୍ରୀ ରାଜ୍ୟ ସାରା ବୁଲି ବୁଲି ସ୍ୱାସ୍ଥ୍ୟକାର୍ଡ ବାଣ୍ଟୁଛନ୍ତି। କିନ୍ତୁ ଏପଟେ ତାଙ୍କ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସ୍ଥିତି ଅତି ଦୁଃଖଦାୟକ।

Driver made record by driving auto on two wheels
ଦୁଇ ଚକରେ ଅଟୋ ଚଲେଇ ଗିନିଜ୍ ବୁକ୍ ଅଫ୍‌ ରେକର୍ଡରେ ଭାରତୀୟ ଯୁବକ

ଆପଣମାଣେ କ’ଣ କେବେ ଦୁ‍ଇ ଚକରେ ଅଟୋ-ରିକ୍ସା ଚାଲିବା ଦେଖିଛନ୍ତି କି? ଏହି ପ୍ରଶ୍ନ ଶୁଣି ଆପଣମାନେ ନିଶ୍ଚିତ କହିବେ ଯେ ଏହା କିପରି ସମ୍ଭବ? କିନ୍ତୁ ଏହି କଥା ସତ। ଚେନ୍ନାଇର ଜଣେ ବ୍ୟକ୍ତି ଏଭଳି ଚମତ୍କାର କରି ଗିନିଜ୍ ବୁକ୍‌ରେ ନିଜ ନାମକୁ ସାମିଲ୍ କରିଛନ୍ତି।