• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Deepfake Videos

Amit Shah
‘କଂଗ୍ରେସ ହତାଶ ହୋଇ ଭାଇରାଲ୍‌ କରୁଛି ଫେକ୍‌ ଭିଡିଓ’

ଅମିତ ଶାହ ଅଭିଯୋଗ କରିଛନ୍ତି, କଂଗ୍ରେସ ହତାଶ ହୋଇ ତାଙ୍କର ଓ ଅନେକ ବିଜେପି ନେତାଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନକଲି ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଛି ।

Ranveer Singh files FIR against social media account promoting his deepfake video
ଡିପ୍ ଫେକ୍‌ର ଶିକାର ହୋଇ ଅଭିଯୋଗ ଆଣିଲେ ରଣବୀର ସିଂହ; କହିଲେ…

ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ସେଲିବ୍ରେଟିମାନଙ୍କ ଡିପ୍ ଫେକ୍‌ ଭିଡିଓର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପୂର୍ବରୁ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ୍‌, ରଶ୍ମିକା ମନ୍ଦନାଙ୍କ ସମେତ ଅନେକ ସେଲିବ୍ରେଟିରଙ୍କ ଡିପ ଫେକ୍ ଭିଡିଓ ଭାଇରାଲ ହୋଇଥିଲା। ନିକଟରେ ରଣବୀର ସିଂହଙ୍କ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିଛି।

Deep fake Video
ଆମୀରଙ୍କ ପରେ ରଣବୀରଙ୍କ ପାଳି, ଭାଇରାଲ ହେଲା ଡିପଫେକ୍ ଭିଡିଓ

ରଣବୀର ସିଂହଙ୍କର ଏକ ଡିପଫେକ୍ ଭିଡିଓ ଭାଇରାଲ ହେଉଛି । ଆମୀର ଖାନଙ୍କ ପରେ ରଣବୀର ସିଂଙ୍କର ଏକ ରାଜନୈତିକ ଦଳକୁ ସମର୍ଥନ କରିବାର ଭିଡିଓ ଭାଇରାଲ ହୋଇଛି ।

Giorgia Meloni
ଇଟାଲୀ PM ଙ୍କ ଫେକ୍‌ ପର୍ଣ୍ଣ ଭିଡିଓ ଭାଇରାଲ ! ୯୦ ଲକ୍ଷ ଟଙ୍କା ଦାବି କଲେ ମେଲୋନି..

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଏବେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କ ଡିପଫେକ୍ ଭିଡିଓ କରାଯାଉଥିବା ଦେଖିବାକୁ ମିଳୁଛି। ଯାହା ଚିନ୍ତାର ବିଷୟ ପାଲଟିଛି। ଏପରିକି ଏଥିରୁ ବର୍ତ୍ତି ନାହାନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି।

CM Yogi Adityanath
DeepFake ର ଶିକାର ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ; ଭିଡିଓ ଭାଇରାଲ..

ଦେଶର ପ୍ରମୁଖ ନେତା ଏବେ ଡିପ୍‌ ଫେକ୍‌ ଭିଡିଓର ଶିକାର ହେଉଥିବାର ଦେଖିବାକୁ ମିଳିଛି। ଏମିତିକି ନାମୀଦାମୀ ଲୋକଙ୍କର ଡିପ୍‌ ଫେକ୍‌ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ଏଥିରୁ ବର୍ତ୍ତି ନାହାନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Deepfake video
ଭାଇରାଲ ହେଲା କୋହଲିଙ୍କ Deepfake ଭିଡିଓ; ଆଶ୍ଚର୍ଯ୍ୟ କରିବ ଏପରି ନକଲ !

ଭିଡିଓରେ ବିରାଟ ଅନଲାଇନ୍ ବେଟିଂ ଆପ୍‌ ଉପରେ କିଛି କହୁଥିବା ଦେଖିବାକୁ ମିଳୁଛି । କଥା କହିବାର ଶୈଳୀ ଓ ବିରାଟଙ୍କ ଚେହରାକୁ ନକଲ କରାଯାଇଛି ।

Deepfake Video Detector
ଆଉ ରହିବନି ଦ୍ୱନ୍ଦ୍ୱ ! ଏଣିକି ଧରାପଡ଼ିଯିବ ଡିପ୍‌ଫେକ୍‌ ଭିଡିଓ, ସରକାରଙ୍କ ବଡ଼ ପଦକ୍ଷେପ

ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ୍ ଡିପାର୍ଟମେଣ୍ଟ ଏନେଇ ଖୁବଶୀଘ୍ର ଏକ ଟୁଲ୍ ଆଣିବ। ତେବେ ଏହା ଉପରେ ବର୍ତ୍ତମାନ କାମ ଚାଲୁଥିବା ଜଣାପଡିଛି।

Sachin Tendulkar Deep Fake Video
ଡିପ୍‌ ଫେକ୍‌ର ଶିକାର ହେଲେ ସଚିନ୍, କହିଲେ ଖୁବ ଇରିଟେଡ୍‌ ଲାଗିଲାଣି...!

ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓ ବା କଣ୍ଟେଣ୍ଟ ସବୁବେଳେ ସତ ହୋଇନଥାଏ । ଆମକୁ ଭାବି ଚିନ୍ତି କାମ କରିବାକୁ ପଡ଼ିବ ।

Deep Fake
ଖୁବ୍‌ ଶୀଘ୍ର ବନ୍ଦ ହେବ ଡିପ୍‌ ଫେକ୍‌, ଆସିବ କଡ଼ା ନିୟମ..!

କିଛି ଦିନ ତଳେ ଅଭିନେତ୍ରୀ ରଶ୍ମିକା ମାନ୍ଧାନା, ସାରା ତେନ୍ଦୁଲକର, କାଜୋଲ, କ୍ୟାଟ୍ରିନା କୈଫଙ୍କ ଭିଜୁଆଲକୁ ନେଇ ଡିପ୍ ଫେକ୍ କରାଯାଇଥିଲା ।

PM Modi on Deepfake Videos
‘ଡିପଫେକ୍‌ ଏକ ବଡ଼ ସମସ୍ୟା, AI ର ଦୁର୍ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ’

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଡିପଫେକ୍ ଭିଡିଓ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଲୋକମାନଙ୍କୁ ଗଣମାଧ୍ୟମ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Rashmika mandanna deepfake video government issued advisory to social media companies
ରଶ୍ମିକା ମନ୍ଦନାଙ୍କ ‘ଡିପ୍ ଫେକ୍’ ଭିଡିଓ ଭାଇରାଲ୍ ପରେ ଆକ୍ସନ୍ ମୁଡକୁ ଆସିଛି କେନ୍ଦ୍ର ସରକାର

ରଶ୍ମିକା ମନ୍ଦନାଙ୍କ ‘ଡିପ୍ ଫେକ୍’ ଭିଡିଓ ଭାଇରାଲ୍ ପରେ ଆକ୍ସନ୍ ମୁଡକୁ ଆସିଛି କେନ୍ଦ୍ର ସରକାର। ସୋସିଆଲ୍ ମିଡିଆରେ ଏଭଳି ମିଛ ଓ ଆପତ୍ତିଜନକ ଭିଡିଓ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏକ ଆଡଭାଇଜରୀ ଜାରି କରାଯାଇଛି। ଯଦି, ସୋସିଆଲ୍ ମିଡିଆରେ ଏଭଳି ପୋଷ୍ଟ କରାଯାଇଛି ତୁରନ୍ତ ଡିଲିଟ୍ କରିବାକୁ କୁହାଯାଇଛି। ନହେଲେ ଅଭିଯୋଗ ହେବାର ୩୬ ଘଣ୍ଟା ଭିତରେ ଏହାକୁ ହଟାଇବ କେନ୍ଦ୍ର।

Woman who is in rashmika mandanna deepfake video reacts
ଡିପ୍‌ଫେକ୍ ଭିଡିଓରେ ଅପମାନିତ ହୋଇ ମୁହଁ ଖୋଲିଲେ ରଶ୍ମିକା ମନ୍ଦାନା

ଆଜିକାଲି ଭାରତୀୟ ତଥା ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏକ ନକଲି(ଡିପ୍‌ଫେକ୍) ଭାଇରାଲ ଭିଡିଓ ପାଇଁ ଚର୍ଚ୍ଚାରେ ଅଛନ୍ତି। ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଛି ଏବଂ ଅଭିନେତ୍ରୀ ନିଜେ ଏହାକୁ ନେଇ ନିଜର ତିକ୍ତତା ପ୍ରକାଶ କରିଛନ୍ତି।