• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ajay Devgn

Ajay Devgn
Ajay Devgn: ଘୁଞ୍ଚିଲା ରିଲିଜ ତାରିଖ, ଧଡ଼କ ୨ ସହ ହେବ ଟକ୍କର

ଟ୍ରେଡ ଏକ୍ସପର୍ଟ କହିଛନ୍ତି ଅଜୟଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ଅଛି। ଜୁଲାଇ ମାସ ଇଣ୍ଡଷ୍ଟ୍ରୀର ରୋଜଗାର ଭଲ ରହିଛି। 'ଜୁରାସିକ ଓ୍ଵାର୍ଲ୍ଡ: ରିବର୍ଥ', 'ମେଟ୍ରୋ...ଇନ ଦିନୋ', 'ସୁପରମ୍ୟାନ' ଏବଂ ଏବେ 'ସୈୟାରା'। ସମସ୍ତ ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି।

Maa poster released kajol eye contact with devil
Kajol: ସିନେମା ହଲ୍‌କୁ ଫେରୁଛନ୍ତି କାଜୋଲ; ସୈତାନ ସହ ହେବ ଘମାଘୋଟ୍ ଲଢେଇ

ଏବେ କାଜୋଲ ଖୁବ ଚର୍ଚ୍ଚାରେ। ତାଙ୍କର ଆଗାମୀ ଫିଲ୍ମ 'ମା' ଆସୁଛି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଆଗାମୀ ଫିଲ୍ମ 'ମା'ର ପୋଷ୍ଟର ରିଲିଜ୍‌ କରିଛନ୍ତି। ପୋଷ୍ଟର୍‌ରେ କାଜୋଲ ଏବଂ ଜଣେ ସୈତାନଙ୍କୁ ଦେଖିବାକୁ ମିଳିଛି।

Raid 2 Four Days Collection
Raid 2 Four Days Collection: ଭଲ ରୋଜଗାର କରୁଛି ‘ରେଡ୍ ୨’, ଜାଣନ୍ତୁ ୪ ଦିନରେ କେତେ ହେଲାଣି ଆୟ

ଅଜୟ ଦେବଗନ ଏବଂ ବାଣୀ କପୁରଙ୍କ ଫିଲ୍ମ ‘ରେଡ୍ ୨’ ଚାରି ଦିନରେ ବକ୍ସ ଅଫିସରେ କୋଟି କୋଟି ଟଙ୍କା ରୋଜଗାର କରିସାରିଲାଣି। ଜାଣନ୍ତୁ ୪ ଦିନରେ କେତେ କଲାଣି ରୋଜଗାର।

Manish malhotra hint Nysa devgan bollywood debut
Nysa Devgan: ମିଳିଲା ସୂଚନା; ଫିଲ୍ମରେ ଡେବ୍ୟୁ କରିବେ ଅଜୟଙ୍କ ଝିଅ ନିସା

ଅଜୟ ଦେବଗନ ଏବଂ କାଜୋଲଙ୍କ ଝିଅ ନିସା ଦେବଗନ ବର୍ତ୍ତମାନ ବଲିଉଡ୍‌ରୁ ଦୂରରେ ଅଛନ୍ତି। ତଥାପି, ପ୍ରଶଂସକମାନେ ତାଙ୍କୁ ଚଳଚ୍ଚିତ୍ରରେ ଦେଖିବାକୁ ଚାହାଁନ୍ତି। କାଜୋଲ ଏବଂ ଅଜୟ ଏ ବିଷୟରେ ଅନେକ ଥର କଥା ହୋଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ନିସାଙ୍କର ବଲିଉଡ୍‌ରେ ପ୍ରବେଶ କରିବାର କୌଣସି ଯୋଜନା ନାହିଁ।

Raid 2 advance booking movie will earn in crores on first day
Raid 2 Advance Booking: ‘ରେଡ୍-୨’ ଏବେଠୁ କଲାଣି କୋଟି କୋଟି ରୋଜଗାର୍; ଜାଣନ୍ତୁ କେବେ ରିଲିଜ୍

‘ରେଡ୍-୨’ ପ୍ରଥମ ଭାଗ ଅପେକ୍ଷା ବଡ଼ ଏବଂ ଅଧିକ ରୋମାଞ୍ଚକର ହେବାକୁ ଯାଉଛି। ଦେଖାଯାଉଛି ଯେ ‘ରେଡ୍-୨’ ପୂର୍ବରୁ ହିଁ ଦମଦାର ଓପେନିଂ ଆରମ୍ଭ କରିଦେଇଛି!

Tamannaah Bhatia's big fee She charges so much for a song
Tamannaah Bhatia: ତମନ୍ନା ଭାଟିଆଙ୍କ ମୋଟା ଫିସ୍; ଫିଲ୍ମ ନୁହେଁ, ଗୀତ ପାଇଁ ନିଅନ୍ତି ଏତେ…

ଅଜୟ ଦେବଗନଙ୍କ ଫିଲ୍ମ 'ରେଡ୍ ୨'ର ନୂଆ ଗୀତ 'ନଶା' ରିଲିଜ୍ ହୋଇଛି। ଯେଉଁଥିରେ ତମନ୍ନା ଭାଟିଆ ତାଙ୍କ ଡ୍ୟାନ୍ସରେ ପ୍ରଶଂସକଙ୍କ ହୋସ୍ ଉଡ଼ାଇ ଦେଉଥିବା ନଜର ଆସନ୍ତି। ପୂର୍ବରୁ ଅଭିନେତ୍ରୀ ଅନେକ ଗୀତରେ ଡ୍ୟାନ୍ସ କରିଛନ୍ତି। ତେବେ ଆସନ୍ତୁ ଜାଣିବା, ଏହି ଗୀତଗୁଡ଼ିକ ପାଇଁ ଅଭିନେତ୍ରୀ କେତେ ନେଇଛନ୍ତି।

International terrorist osama bin laden was huge fan of alka yagnik songs
Osama Bin Laden: ଓସାମା ବିନ୍ ଲାଡେନ୍‌ ଥିଲା ଗୀତ ପ୍ରିୟ; ଲୁଚି ଲୁଚି ଶୁଣୁଥିଲା ଏହି ଭାରତୀୟ ଗାୟିକାଙ୍କୁ

ନିଜ ଆତଙ୍କରେ ସାରା ବିଶ୍ୱକୁ ଆତଙ୍କିତ କରିଥିବା ଓସାମା ବିନ୍ ଲାଡେନ୍‌ ଜଣେ ଭାରତୀୟ ଗାୟିକାଙ୍କ ସ୍ୱର ଶୁଣିବାକୁ ପାଗଳ ହୋଇଯାଉଥିଲା। ସେ ତାଙ୍କ ଗୀତକୁ ନେଇ ଏତେ ମାତ୍ରାରେ ପାଗଳ ଥିଲେ ଯେ, ନିଜ କମ୍ପ୍ୟୁଟରରେ ତାଙ୍କର ୧୦୦ରୁ ଅଧିକ ଗୀତର ରେକର୍ଡ ରଖିଥିଲେ।

Vimal Pan Masala Ad
Vimal Pan Masala Ad: ବଢ଼ିଲା ଅଜୟ ଦେବଗନ,ଶାହରୁଖ ଏବଂ ଟାଇଗର ଶ୍ରଫଙ୍କ ଅଡ଼ୁଆ

ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।

The love stories of these stars were written on the sets of films
Valentines Day: ଫିଲ୍ମ ସେଟ୍‌ରୁ ଲେଖା ଏହି ତାରକାଙ୍କ ପ୍ରେମ କାହାଣୀ; କିଏ ସଫଳ, କିଏ ବିଫଳ

ପ୍ରେମ ଏବଂ ପ୍ରସ୍ତାବର ଏହି ଋତୁରେ ଆସନ୍ତୁ ବଲିଉଡର ସେହି ତାରକାମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିନେବା ଯେଉଁମାନଙ୍କ ପ୍ରେମ କାହାଣୀ ଫିଲ୍ମ ସେଟ୍‌ରୁ ଆରମ୍ଭ ହୋଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ସଫଳ ହୋଇଥିଲା ଆଉ ସେମାନେ ବିବାହ କରିଥିଲେ, ଆଉ କିଛି ଜଣଙ୍କ ପ୍ରେମ ଅଧାରେ ରହିଗଲା।

Singham again bhool bhulaiyaa 3 first day box office collection
Entertainment : ପ୍ରଥମ ଦିନରେ କିଏ ମାରିଲା ବାଜି… 'ସିଙ୍ଘମ ଏଗେନ୍' ନା 'ଭୁଲ୍ ଭୁଲୈୟା ୩'

ନଭେମ୍ବର ୦୧ରେ ଉଭୟ ଫିଲ୍ମ ବକ୍ସ ଅଫିସରେ 'ସିଙ୍ଘମ ଏଗେନ୍' ଏବଂ 'ଭୁଲ୍ ଭୁଲୈୟା ୩' ରିଲିଜ୍‌ ହୋଇଛି। ଉଭୟ ଫିଲ୍ମର ଦମଦାର ପ୍ରଶଂସକ ଅଛନ୍ତି। ତେବେ କେଉଁ ଫିଲ୍ମ ପ୍ରଥମ ଦିନ ଅଧିକ ରୋଜଗାର କରିଛି ? କିଏ କାହା ଉପରେ ଭାରି ପଡିଛି ? ଆସନ୍ତୁ ଜାଣିବା…

Ajay Devgn upcoming movie Naam
Ajay Devgn: ଅଜୟ ଦେବଗନ୍‌ଙ୍କ ଏହି ଫିଲ୍ମ ୨୪ ବର୍ଷ ପୂର୍ବେ ହୋଇଥିଲା, ଏବେ ପ୍ରଥମେ ରିଲିଜ୍ ହେବ

‘ସିଂଘମ୍ ଏଗେନ୍’କୁ ନେଇ ଅଜୟ ଦେବଗନ୍ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଏସବୁ ମଧ୍ୟରେ ଅଜୟ ଦେବଗନଙ୍କର ଆଉ ଏକ ଫିଲ୍ମ ହଠାତ୍ ଚର୍ଚ୍ଚାକୁ ଆସିଛି। ‘ସିଂଘମ୍ ଏଗେନ୍’ର ଠିକ ୨୧ ଦିନ ପରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

Singham again star cast fees revealed know whose payment highest
Star Cast Fees: ‘ସିଙ୍ଗମ୍ ଏଗେନ୍’ରେ ଖର୍ଚ୍ଚ ହୋଇଛି ୩୫୦ କୋଟି; କିଏ ନେଲେ ବଡ଼ ଫି, ଅକ୍ଷୟ ନା ଅଜୟ

ଗୋଟିଏ ଫିଲ୍ମ ଅନେକ ତାରକା ଏବଂ ତାହା ପୁଣି ସବୁ ସୁପର୍‌ଷ୍ଟାର୍। ଏହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ବାଧ୍ୟ କରିଛି। ‘ସିଙ୍ଗମ୍ ଏଗେନ୍’ ୩୫୦ କୋଟି ଟଙ୍କାର ବିପୁଳ ବଜେଟରେ ପ୍ରସ୍ତୁତ ହୋଇଛି। ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ କିଏ କେତେ ଟଙ୍କା ନେଇଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା।

Singham Again Trailer Out
Singham Again Trailer Out: ଆସିଲା ‘ସିଙ୍ଘମ୍ ଏଗେନ୍’ର ଟ୍ରେଲର୍; ଆକ୍ସନ୍, ଆକ୍ସନ୍ କେବଳ ଆକ୍ସନ୍

ନିର୍ମାତା ବହୁ ପ୍ରତୀକ୍ଷିତ ମଲ୍ଟି ଷ୍ଟାରର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ର ବିସ୍ଫୋରକ ଟ୍ରେଲର ରିଲିଜ୍ କରିଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସକମାନେ ଏହି ଫିଲ୍ମକୁ ବ୍ଲକବଷ୍ଟର ହେବ ବୋଲି କହିବା ଆରମ୍ଭ କରି ଦେଇଛନ୍ତି। ଆପଣ ବି ଦେଖିଲେ ଠିକ୍ ଏହା ହିଁ କହିବେ।

Rohit Shetty cop universe film Singham again earns 200 crore before release
‘ସିଂଘମ୍ ଏଗେନ୍’କୁ ନେଇ ବଡ଼ ଚର୍ଚ୍ଚା; ରୋଜଗାର କଲାଣି ୨୦୦ କୋଟି ଟଙ୍କା

‘ସିଂଘମ୍ ଏଗେନ୍’କୁ ଏବେ ଲୋକଙ୍କ ବଡ ଅପେକ୍ଷା। ରୋହିତ ଶେଟ୍ଟୀଙ୍କ କପ-ୟୁନିଭର୍ସର ଏହି ପଞ୍ଚମ ଫିଲ୍ମ, ଆକ୍ସନ୍-ଡ୍ରାମାରେ ଭରପୂର। ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଏହା ୨୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଜାଣନ୍ତୁ କେମିତି…

Press photographer pradeep bandekar dies at 70
ଚାଲିଗଲେ ସିନେ ଷ୍ଟାର୍‌ଙ୍କ ପ୍ରିୟ ମଣିଷ; ଦୁଃଖରେ ଭାସିଲା ବଲିଉଡ୍

ଫଟୋଗ୍ରାଫର ପ୍ରଦୀପ ବାନ୍ଦେକର ୭୦ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ANIରେ ପ୍ରଦୀପଙ୍କ ପୁଅ ପ୍ରଥମେଶ ତାଙ୍କ ଦେହାନ୍ତ ଦେଇ କହିଛନ୍ତି ଯେ ରବିବାର ସକାଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛି।

Sonakshi sinha out from 2012 sequel son of sardar
ବିବାହ ପରେ ଲାଗିଲା ପ୍ରଥମ ଝଟ୍‌କା; ସୋନାକ୍ଷୀଙ୍କ ସ୍ଥାନରେ ମୃଣାଳ ଠାକୁର୍

ଜହୀର ଏବଂ ସୋନାକ୍ଷୀ ବର୍ତ୍ତମାନ ନିଜ ବୈବାହୀକ ଜୀବନକୁ ଉପଭୋଗ କରୁଥିବା ବେଳେ ଟ୍ରୋଲ୍‌ର ଶିକାର ହେଉଛନ୍ତି। ସେମାନଙ୍କ ବିବାହକୁ 'ଲଭ୍ ଜିହାଦ୍' ବୋଲି କହି ଲୋକେ ଟ୍ରୋଲ୍‌ କରୁଛନ୍ତି। ତେବେ ସୋନାକ୍ଷୀ କିମ୍ବା ଜହୀର କେହି ବି ଟ୍ରୋଲ୍‌ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

tabu said romance is not just for youngs only
୫୦ ବର୍ଷରେ ରୋମାନ୍ସ କରିବେ ତବୁ; କହିଲେ ରୋମାନ୍ସ କେବଳ ଯୁବପିଢି ପାଇଁ ନୁହେଁ

'ଔରୋଁ ମେ କ୍ୟା ଦମ୍ ଥା'ର ଟ୍ରେଲର ଲଞ୍ଚ ସମୟରେ ତବୁ ଏବଂ ଅଜୟ ଦେବଗନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ସେମାନେ ୫୦ ବର୍ଷ ବୟସରେ ରୋମାନ୍ସକୁ ନେଇ ମତ ରଖିଥିଲେ। ତବୁ ଏହା ସ୍ପଷ୍ଟ କରିଛନ୍ତି ଯେ ରୋମାନ୍ସ କେବଳ ଯୁବପିଢି ଭିତରେ ସୀମିତ ନୁହେଁ।

Singham seen to play cricket onscreen will play the role of cricketer
ପରଦାରେ ଭିନ୍ନ ଢଙ୍ଗରେ ନଜର ଆସିବେ ଅଜୟ ଦେବଗନ୍; ଖେଳିବେ କ୍ରିକେଟ୍

କ୍ରିକେଟରଙ୍କ ଉପରେ ଆଧାରିତ ଏକ ଚଳଚ୍ଚିତ୍ରରେ ବଲିଉଡ୍‌ର ସିଙ୍ଘମ୍ ଅଜୟ ଦେବଗନ୍ ମୁଖ୍ୟ ଭୂମିକାରେ ନଜର ଆସିବେ। କ୍ରିକେଟରଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ କ୍ରିକେଟ୍ ଟିମ୍‌ର ପ୍ରଥମ ଦଳିତ ଖେଳାଳି ଭୂମିକାରେ ଭିନ୍ନ ଶୈଳୀରେ ଦେଖିବାକୁ ମିଳିବ।

Ajay devgn first glimpse from singham again revealed
‘ସିଙ୍ଘମ୍ ଏଗେନ୍’ରୁ ଅଜୟଙ୍କ ପ୍ରଥମ ଝଲକ; ଦେଖିଲେ ଲାଗିବ ‘ସୂର୍ଯ୍ୟବଂଶୀ’ର ବାଜୀରାଓ

ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ୍ ଏଗେନ୍’ର ସୁଟିଂ ଜମ୍ମୁ-କଶ୍ମୀରରେ ଚାଲିଛି। ଏହି ସମୟରେ ଫିଲ୍ମ ସହ ଜଡିତ ଅଭିନେତାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏହାକୁ ଦେଖି ଆପଣ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ମନେପଡିଯିବ।

Boney kapoor trolled for placing his hand on priyamani waist
Viral Video: ଛି… ଛି…! ବୋନି କପୁରଙ୍କ ଏ କି ଆଚରଣ; ପ୍ରିୟାମଣୀଙ୍କ ସହ କଲେ ଏମିତି ବ୍ୟବହାର

ବୋନି କପୁର ଓ ପ୍ରିୟାମଣୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ସମୟରେ ନିର୍ମାତା ଅଭିନେତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଯେତେବେଳେ ସେମାନେ ପାପାରାଜି ପାଇଁ ଏକାଠି ପୋଜ୍ ଦେଉଥିଲେ, ନିର୍ମାତା ଅଭିନେତ୍ରୀଙ୍କ କାନ୍ଧ ଏବଂ ଅଣ୍ଟାରେ ହାତ ରଖିଥିଲେ, ଯାହାକୁ ନେଟିଜେନ୍ସ ଆଦୌ ପସନ୍ଦ କରୁ ନାହାନ୍ତି।

Mukesh khanna rejects akshay kumar shah rukh khan as shaktimaan
ଶାହରୁଖ-ଅଜୟ-ଅକ୍ଷୟ-ଟାଇଗର୍‌ଙ୍କୁ ମୁକେଶ ଖାନ୍ନାଙ୍କ ଟାର୍ଗେଟ୍; ଶକ୍ତିମାନ ହେବାକୁ ଚେହେରା ନାହିଁ

‘ଶକ୍ତିମାନ’ ଚରିତ୍ର ସହିତ ଲୋକଙ୍କ ହୃଦୟରେ ମୁକେଶ ଖାନ୍ନା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯେତେବେଳେ ଏହି ଚରିତ୍ରକୁ ବଡ ପରଦାରେ ଆଣିବା ନେଇ ଆଲୋଚନା ହୋଇଥିଲା, ସେତେବେଳେ ଏହି ଭୂମିକା ପାଇଁ ରଣବୀର ସିଂହଙ୍କ ନାମ ଶୁଣିବା ପରେ ଅଭିନେତା କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ।

ajay devgn r madhavan film Shaitaan collected more than rs 14 crore
ବକ୍ସ ଅଫିସ୍‌ରେ ଛାଇଗଲେ ଅଜୟ ଦେବଗନ୍-ଆର୍‌. ମାଧବନ; 'ଶୈତାନ'ରେ ଦେଖେଇଲେ ଯାଦୁ

ଅଜୟ ଦେବଗନ୍ ଏବଂ ଆର୍‌. ମାଧବନଙ୍କ ସୁପର୍‌ନେଚୁରାଲ୍ ହରର୍ ଫିଲ୍ମ 'ଶୈତାନ' ମାର୍ଚ୍ଚ ୮ରେ ମହାଶିବରାତ୍ରୀ ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ଦମଦାର ରେସପନ୍ସ ମିଳୁଛି। ସମାଲୋଚକମାନେ ମଧ୍ୟ ଏହି ଫିଲ୍ମକୁ ଉଚ୍ଚ ପ୍ରଶଂସା କରୁଛନ୍ତି।

Singham again to pushpa-2 2024 movies release
ଆସୁଛି ଅନେକ ଫିଲ୍ମ: ଏହି ଦିନ ରିଲିଜ୍ ହେବ ‘ପୁଷ୍ପା-୨’, ‘ସିଙ୍ଗମ୍ ଏଗେନ୍’ ସହ ଲଢିବ

୨୦୨୪ ମସିହାରେ କେଉଁ ଫିଲ୍ମ, କେବେ ହେବ ରିଲିଜ୍ ଘୋଷାଣ ହୋଇଛି। ଅନେକ ବଡ ବଡ ଫିଲ୍ମର ରିଲିଜ୍ ଡେଟ୍ ପ୍ରକାଶା ପାଇଛି। ‘ପୁଷ୍ପା-୨’ ଏହିଦିନ ରିଲିଜ୍ ହେବ ବୋଲି କୁହାଯାଇଛି।

ajay devgn r madhavan starrer supernatural thriller shaitaan trailer release
Shaitaan Trailer: ରିଲିଜ୍ ହେଲା ଅଜୟ ଦେବଗନଙ୍କ ଫିଲ୍ମ ‘ଶୈତାନ’ର ଦମଦାର ଟ୍ରେଲର୍‌

ଅଜୟ ଦେବଗନ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ସୁପରନେଚ୍ୟୁରାଲ୍‌ ହରର୍ ଥ୍ରୀଲର ଫିଲ୍ମ ‘ଶୈତାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର୍‌ ରିଲିଜ କରିଛନ୍ତି, ଯାହା ଖୁବ୍ ଦମଦାର୍ ହୋଇଛି। ଟ୍ରେଲରରେ ଅଜୟ ତାଙ୍କ ପରିବାରକୁ ଏକ ଶୈତାନ ଶକ୍ତିରୁ ରକ୍ଷା କରୁଥିବା ଦେଖିବାକୁ ମିଳୁଛି।

ajay devgn r madhavan shaitaan new poster out
ଭୟଙ୍କର ରୂପ ନେଇ ଆସୁଛନ୍ତି ଅଜୟ ଦେବଗନ, ଆର୍. ମାଧବନ୍; ଏହି ଦିନ ରିଲିଜ୍

କିଛି ଦିନ ପୂର୍ବରୁ ଅଜୟ ଦେବଗନଙ୍କ 'ଶୈତାନ'ର ଟିଜର୍‌ ଲଞ୍ଚ କରାଯାଇଥିଲା, ଯାହାକୁ ବହୁତ ପସନ୍ଦ କରାଯାଇଥିଲା। ବର୍ତ୍ତମାନ ଅଜୟ ଦେବଗନ୍ 'ଶୈତାନ'ର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ସେ ଫିଲ୍ମର ସର୍ବଶେଷ ପୋଷ୍ଟରର ଝଲକ ମଧ୍ୟ ଦେଖାଇଛନ୍ତି।