ଏହି ବିମାନ ମୁମ୍ବାଇରୁ ବାରାଣାସୀ ଯିବାର ଥିଲା । ବିମାନଟି ଉଡ଼ାଣ ଭରିବାର ଠିକ୍ ପୂର୍ବରୁ, ଜଣେ କ୍ରୁ ସଦସ୍ୟ ବିମାନରେ ଠିଆ ହୋଇଥିବା ଜଣେ ଯାତ୍ରୀଙ୍କୁ ଦେଖିଲେ ।
ଅଳ୍ପକେ ବର୍ତ୍ତିଲେ ଦୁଇଟି ଇଣ୍ଡିଗୋ ବିମାନ। ପରସ୍ପର ସହିତ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିମାନ ।
ଏହି ଘଟଣାର ତଦନ୍ତ ପାଇଁ ପୋଲିସ ନିକଟରେ ମୟଙ୍କ ଅଗ୍ରୱାଲ ତାଙ୍କ ମ୍ୟାନେଜରଙ୍କ ମାଧ୍ୟମରେ ଏକ ଅଭିଯୋଗ କରିଛନ୍ତି। ମୟଙ୍କଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।
ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଡିଜିସିଏର ନିର୍ଦ୍ଦେଶର ତର୍ଜମା କରାଯାଉଛି, ତା ପରେ ଉତ୍ତର ଦିଆଯିବ।
ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ଗୁଡ଼ିକରେ ଭାରତରେ ବିମାନ ସେବାର ଚାହିଦା ବଢିବ । ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏସବୁ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି।
ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧା ସଳଖ ବିମାନ ସେବା ଆରମ୍ଭ ହେବ ।
ପୁଣି ବିମାନରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ବ୍ୟକ୍ତି ମଦ ନିଶାରେ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି।
ପାକିସ୍ତାନରେ ଜରୁରୀ ଅବତରଣ କଲା ଭାରତୀୟ ବିମାନ। ଦୋହା ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ ପାକିସ୍ତାନର କରାଚି ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି।
ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନର ଇଞ୍ଜିନରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଦିଲ୍ଲୀ ଏୟାରପୋର୍ଟରେ ଏହି ଅଭାବନୀୟ ଘଟଣା ଘଟିଥିଲା।
ତାର ଭୁଲ କଣ ଥିଲା ? କାହିଁକି ସେ ତା ଅଧିକାରରୁ ବଞ୍ଚିତ ହେବ ? ହଁ ! ଭୁଲ କଣ ଥିଲା ? ଭୁଲ ଏହା, ଯେ ସେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଛି ? ଆଉ ସେଥିପାଇଁ ତାକୁ ଏଭଳି ଦଣ୍ଡ ମିଳିଛି । ଦିବଂଗତଙ୍କୁ ବିମାନରେ ନେବାକୁ ମନା କରିଦେଲା ଇଣ୍ଡିଗୋ ଏୟାରଲାଇନ୍ସ ।
ଦିବ୍ୟାଙ୍ଗ ବୋଲି ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ଅନୁମତି ଦେଲାନି ଇଣ୍ଡିଗୋ ଏୟାରଲାଇନ୍ସ।