ବଲୁଚ୍ ଲିବରେସନ୍ ଆର୍ମି ବି ବିଏଲ୍ଏ। ବଲୁଚିସ୍ତାନରେ ସକ୍ରିୟ ଥିବା ଚରମପନ୍ଥୀ ବା ଉଗ୍ରବାଦୀ ସଂଗଠନ। ଯାହାକୁ ପାକିସ୍ତାନ ଓ ଆମେରିକା କରିଛନ୍ତି ବ୍ୟାନ୍। ଏବେ ପାକିସ୍ତାନ ବେକରେ ଏମାନେ ସାଜିଛନ୍ତି କଣ୍ଟା। ଗରିଲା ଯୁଦ୍ଧ ଲଢୁଛି ବିଏଲ୍ଏ। ପାକିସ୍ତାନ ସେନା ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଆସୁଛି।
ଏଗ୍ରିମେଣ୍ଟ ଅନୁସାରେ, ନୂଆ ସରକାରରେ ପିଏମଏଲ-ଏନ୍ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ।
ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ ଶାହାବାଜ ସରିଫ୍ ।
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିସ ପରେ ନ୍ୟାସନାଲ ଆସେମ୍ବଲିଙ୍କୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ୍ ଆଲଭି
ଭଡ଼ାରେ ଲାଗିବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନ । ମେଳା, ମହୋତ୍ସବ, ବିବାହ ଓ ସମ୍ମିଳନୀ ସାଙ୍ଗକୁ ଅନୁଷ୍ଠିତ ହେବ ଫ୍ୟାସନ ସୋ ଏବଂ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମ।