ପ୍ରଥମ କରି ମହିଳାଙ୍କୁ ଏହି ପର୍ବରେ ସାମିଲ କରାଯିବ। ଜାପାନରେ ଲିଙ୍ଗଗତ ସମାନତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
ଦକ୍ଷିଣ ମଣିପୁର ସାଜିକ୍ ଚମ୍ପକ ଅଞ୍ଚଳର ଏହି ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ନୁହଁନ୍ତି।
ଦିଲ୍ଲୀ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ହୋମ୍ ଗାର୍ଡ (DGHG) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଦଶମ ପାଶ୍ କରିଥିଲେ ବି ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ। ଏନେଇ ଆବେଦନ ଆରମ୍ଭ ହୋଇଯାଇଛି।
କୁକୁର ହିଁ ହେଉଛି ମଣିଷର ବିଶ୍ୱସ୍ତ ବନ୍ଧୁ । ମଣିଷ ସହ କୁକୁର ସମ୍ପର୍କ କାହିଁ କେଉଁ କାଳରୁ । ଅନାବିଳ ସ୍ନେହ ଦ୍ୱାରା ପଶୁକୁ ମଧ୍ୟ ବାନ୍ଧି ଦିଆଯାଇପାରେ, ଏହା ପ୍ରମାଣ କରିସାରିଛି ମଣିଷ । ମଣିଷ ଓ କୁକୁରର ସଂପର୍କକୁ ନେଇ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଓସ୍କାର ନାମାଙ୍କନ ପାଇଁ ସାରା ବିଶ୍ୱରୁ ଅନେକ ଚଳଚ୍ଚିତ୍ର ପଠାଯାଇଥିଲା। ବର୍ତ୍ତମାନ ଏହାର ନାମାଙ୍କନ ତାଲିକା ବାହାରିଛି। କେତେକ ଚଳଚ୍ଚିତ୍ର ଭାରତରୁ ଓସ୍କାରକୁ ମଧ୍ୟ ପଠାଯାଇଥିଲା, ଯେଉଁଥିରୁ ଫିଲ୍ମ 'ଟୁ କିଲ୍ ଏ ଟାଇଗର୍' ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ନାମାଙ୍କନ ପାଇଛି।
ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ।
ବେଙ୍ଗାଲୁରୁରୁ ନିଖୋଜ ଜଣେ ୧୨ ବର୍ଷର ନାବାଳକ ଆଜି ହାଇଦ୍ରାବାଦର ଏକ ମେଟ୍ରୋ ଷ୍ଟେସନରୁ ଉଦ୍ଧାର ହୋଇଛି। ନିଖୋଜର ୩ଦିନ ପରେ ତାଙ୍କୁ ଉଦ୍ଧାର କରିଛି ପୋଲିସ। ନାବାଳକ ଷଷ୍ଠ ଶ୍ରେଣୀର ଛାତ୍ର। ଗତ ରବିବାର କୋଚିଂ ଆସି ଆଉ ଘରକୁ ଫେରି ନଥିଲେ।
ହ୍ରିତିକ୍ ରୋଶନ୍ଙ୍କ ଫିଲ୍ମ 'ଫାଇଟର୍' ରିଲିଜ୍ ପାଇଁ କେବଳ ଗୋଟିଏ ଦିନ ବାକି ଅଛି। ଏହି ସମୟରେ 'ଫାଇଟର୍'ର ନିର୍ମାତା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହ୍ରିତିକ ରୋଶନଙ୍କ ଏହି ଫିଲ୍ମକୁ ମଧ୍ୟ-ପୂର୍ବର ଅନେକ ଦେଶ ବ୍ୟାନ୍ କରିଛନ୍ତି।
କଥା କୁହା ଗଛ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମଣିଷଙ୍କ ପରି ଗଛ ମଧ୍ୟ କଥା କହେ । ଭାବ ଆଦାନପ୍ରଦାନ କରେ। ମଣିଷ ପରି ଗଛର ମଧ୍ୟ ଭାଷା ରହିଛି। ନିକଟରେ ଏପରି କିଛି ଗବେଷଣା କରି କହିଛନ୍ତି ଜାପାନର ଏକ ବୈଜ୍ଞାନିକ ଟିମ୍।
ଅଯୋଧ୍ୟାକୁ ଏବେ ଛୁଟୁଛି ଭକ୍ତଙ୍କ ସୁଅ। ସବୁରି ମୁହଁରେ ଜୟ ଶ୍ରୀରାମ। ପ୍ରଭୁଙ୍କ ଟିକିଏ ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ ଭକ୍ତ। ତେବେ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ନାଁ ରହିବ ‘ବାଲକ୍ ରାମ’ ।
ଆଜି ସକାଳେ ଅଯୋଧ୍ୟାକୁ ହନୁମାନ ଆସିଥିଲେ । ଏପରି ଘଟଣା ଘଟିଛି ଯାହା ବିଶ୍ୱାସକୁ ବଢ଼ାଇ ଦେଇଛି । ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିବାର ଚର୍ଚ୍ଚା ଚାଲିଛି ।
ବିବାହ ଉତ୍ସବ ଚାଲିଥିଲା । ଖୁସିରେ ମସଗୁଲ ଥିଲେ ସମସ୍ତେ । ନାଚ, ଗୀତରେ ମାତିଥିଲେ ଅତିଥି । ଠିକ ଏହି ସମୟରେ ଘଟିଲା ଅଘଟଣ । ଭୁଶୁଡ଼ିଗଲା ଷ୍ଟେଜ ।
ସିନ୍ଦୁରା ଫାଟିନଥିଲା.. ହାଡ଼ଥରା ଶୀତକୁ ବି ଖାତିର ନଥିଲା । ରାମଲାଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତସମୁଦ୍ର ।
ଆଜି ଭାରତରେ ପାଳନ ହେଉଛି ବାଳିକା ଦିବସ। ‘ବେଟି ବାଚାଓ, ବେଟି ପଢାଓ’ ପରି ଭାରତ ସରକାରଙ୍କ ବହୁଚର୍ଚ୍ଚିତ ଯୋଜନା ଚାଲିଛି। ଏତେ ସବୁ ଯୋଜନା ପରେ ବି ଭାରତରେ କ’ଣ ଝିଅମାନେ ସୁରକ୍ଷିତ? ଆସନ୍ତୁ ଏ ବିଷୟରେ ନଜର ପକେଇବା।
ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଦର୍ଶନର ଆଜି ପ୍ରଥମ ଦିନରେ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି। ଦର୍ଶନ ଅପେକ୍ଷାରେ ଆହୁରି ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରତ।
ଗର୍ଭଗୃହରେ ଉତ୍ତରପ୍ରଦେଶ ଗୃହ ସଚିବ ସଞ୍ଜୟ ପ୍ରସାଦ ଓ ସ୍ପେଶାଲ ପୋଲିସ ଡିଜି ପ୍ରଶାନ୍ତ କୁମାର ରହି ଦର୍ଶନ ବ୍ୟବସ୍ଥାର ନିୟନ୍ତ୍ରଣ କରୁଛନ୍ତି । ଭକ୍ତଙ୍କ ଦର୍ଶନ ସୁଚାରୁ ରୂପେ କରିବା ଲାଗି ମନ୍ଦିରରେ ପ୍ରାୟ ୮ ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।
୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ।
ବର୍ତ୍ତମାନ ପୂଜା ପାଉଥିବା ରାମ ଲାଲାଙ୍କ ମୂର୍ତ୍ତି କର୍ଣ୍ଣାଟକର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଥିବାବେଳେ, ଆଉ ଏକ ମୂର୍ତ୍ତି ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିଲେ।
ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ଚର୍ଚ୍ଚା ହେଉଛି ।
ମେଳା ବୁଲାଇନେବା ବାହାନାରେ ସାଙ୍ଗରେ ଆଣି ଦୁଷ୍କର୍ମ କରିଥିଲେ। ପରେ ହତ୍ୟା କରି ପଥରରେ ମୁହଁକୁ ଛେଚି ବିକୃତ କରିଦେଇଥିଲେ।
ଯେତେବେଳେ ଜଣେ ବ୍ୟକ୍ତି ଶେଷ ନିଶ୍ୱାସ ତ୍ୟାଗକରେ, ପ୍ରତ୍ୟେକ ଧର୍ମରେ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା ଅଛି, କିନ୍ତୁ ଏହାର ପଦ୍ଧତି ଭିନ୍ନ ହୋଇଥାଏ। କିନ୍ତୁ ଆପଣ କେବେ ଜୀବିତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ବିଷୟରେ ଶୁଣିଛନ୍ତି କି? ଆଜିକାଲି କିନ୍ତୁ ଜଣେ ମହିଳା ଅଛନ୍ତି ଯିଏ ଏକ ଅଜବ ଅନ୍ତିମ ସଂସ୍କାର
ଯୁବତୀଜଣକ ତାଙ୍କୁ ଖୋଜି ଖୋଜି ସେ କାମ କରୁଥିବା ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଗଲେ। ସେଠାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।
ମିଆଁମାର ସେନା ସେମାନଙ୍କ ସୈନିକଙ୍କୁ ନେଇ ଯାଉଥିବା ବେଳେ ଲିଙ୍ଗପୋଇ ବିମାନବନ୍ଦର ରନୱେରେ ଏହି ଅଘଟଣ ଘଟିଛି।
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମର୍ଜେନ୍ସୀ' ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଫିଲ୍ମର ନୂଆ ପୋଷ୍ଟରର ଝଲକ ଦେଖାଇଛନ୍ତି ଯେଉଁଥିରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି।