• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tv Serial

Missing actor gurucharan singh was soon to get married
ବାହା ହୋଇଥାନ୍ତେ ‘ତାରକ୍‌ ମେହେଟା କା ଉଲ୍‌ଟା ଚଶ୍‌ମା’ର ସୋଡି; ହୋଇଗଲେ ନିଖୋଜ

ଲୋକପ୍ରିୟ ଟିଭି ଶୋ’ ‘ତାରକ୍‌ ମେହେଟା କା ଉଲ୍‌ଟା ଚଶ୍‌ମା’ର ଗୁରୁଚରଣ ସିଂହ ଓରଫ ସୋଡି ନିଖୋଜ ହୋଇଯାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଶୀଘ୍ର ବିବାହ କରିଥାନ୍ତେ ଏବଂ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ।

Nitish bharadwaj says his daughters said to him we disgusted to call you our father
‘ମହାଭାରତ’ର ‘ଶ୍ରୀକୃଷ୍ଣ’ଙ୍କ ଦୁଃଖ; ଝିଅ କହିଲେ ତୁମକୁ ବାପା ଡାକିବାକୁ ଘୃଣା ଲାଗୁଛି

‘ମହାଭାରତ’ର ଶ୍ରୀକୃଷ୍ଣ ଅର୍ଥାତ୍ ନୀତୀଶ ଭରଦ୍ୱାଜ ଲୋକଙ୍କୁ ବୁଝାଇଥିଲେ ଯେ ପରିବାର ଛଡା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। କୃଷ୍ଣ ଯାହାକୁ ଥରେ ନିଜର ବୋଲି ଗ୍ରହଣ କରିଦେଉଥିଲେ, ସେ ତାଙ୍କୁ ଜୀବନସାରା ସମର୍ଥନ କରୁଥିଲେ। କିନ୍ତୁ, ବାସ୍ତବ ଜୀବନରେ ନୀତୀଶ ଭରଦ୍ୱାଜ ଏହାକୁ ସାର୍ଥକ କରିବାରେ ଅସମର୍ଥ ହୋଇଛନ୍ତି।

Rituraj Singh
ହୃଦଘାତରେ ଆଖି ବୁଜିଲେ ‘ଅନୁପମା’ ସିରିୟଲ୍‌ର ଅଭିନେତା ଋତୁରାଜ ସିଂ

ଲୋକପ୍ରିୟ ଧାରାବାହିକ ଅନୁପମାରେ ଅଭିନୟ କରିଥିବା ଋତୁରାଜଙ୍କର ୫୯ ବର୍ଷ ବୟସରେ ଦେହାନ୍ତ ହୋଇଛି।

Tv show Srikrishna  actor sarvadaman d banerjee amazing fitness at 58
ରାମାନନ୍ଦ ସାଗରଙ୍କ ‘ଶ୍ରୀକୃଷ୍ଣ’ଙ୍କୁ ଦେଖିଲେ ଆପଣ ବି କହିବେ ‘କି ବଡୀ!’

ବର୍ତ୍ତମାନ ରାମାନନ୍ଦ ସାଗରଙ୍କ ‘ଶ୍ରୀକୃଷ୍ଣ’ଙ୍କୁ ୫୮ ବର୍ଷ ହେଲାଣି। ଏହା ଭିତରେ ତାଙ୍କ ଲୁକ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ଆଜି ବି ଫିଟ୍‌ନେସ୍ ପ୍ରତି ତାଙ୍କର ଆଗ୍ରହ ପୂର୍ବପରି ରହିଛି। ତାଙ୍କ ଜିମ୍ ୱାର୍କଆଉଟ୍‌ର ଫଟୋ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

Bhabiji ghar par hai actor Deepesh Bhan passes away
ଆଉ ନାହାନ୍ତି 'ଭାବିଜୀ ଘର ପର୍‌ ହୈ'ର ଏହି କଳାକାର

ଆର ପାରିରେ ଦୀପେଶ ଭାନ। 'ଭାବିଜୀ ଘର ପର୍‌ ହୈ'ରେ ମଲଖାନ୍‌ ଭୂମିକାରେ ଅଭିନୟ କରି ଲୋକଙ୍କୁ ବେଶ ହସେଇବାରେ ସେ ମାହିର ଥିଲେ। ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେମିତି ଏମିତି ହେଲା ଆସନ୍ତୁ ଜାଣିବା।

Meet Rudri (Jamine Rath) Of Tarang TV Serial Maya
ଚାନ୍ଦ ନୁହଁ, ଚାନ୍ଦ ପରି ରୂପ ତାଙ୍କର, ଜହ୍ନ ରାଇଜର ସେ ରାଜନନ୍ଦିନୀ

ଦେଖିବାକୁ ଯେମିତି ସୁନ୍ଦର, ଅଭିନୟ ବି ଦମଦାର୍। ଆମେ କାହା କଥା କହୁଛୁ, ତାହା ଆପଣ ତାହା ଜାଣି ସାରିଲେଣି କି? ଯଦି ଜାଣି ନାହାଁନ୍ତି ତେବେ ଦେଖି ନିଅନ୍ତୁ ଜହ୍ନ ରାଇଜର ସେ ରାଜନନ୍ଦିନୀକୁ.