• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Upsc

ias
IAS Toppers from Allahabad University: ଆଇଏଏସ ଫ୍ୟାକ୍ଟ୍ରି ଭାବେ ହାସଲ କରିଥିଲା ପ୍ରସିଦ୍ଧି, ପୁନର୍ବାର ଗାଦି ହାତେଇଲା ଏହି ଶିକ୍ଷାନୁଷ୍ଠାନ

ପୂର୍ବରୁ ୧୯୮୨ ମସିହାରେ ଆଲ୍ହାବାଦ ବିଶ୍ବବିଦ୍ୟାଳୟର ଛାତ୍ର ପ୍ରଦୀପ ଶୁକ୍ଳା ୟୁପିଏସସି ଟପ୍ପର ରହିଥିଲେ। ଏହା ସହିତ ତାଙ୍କ ବନ୍ଧୁ ଏ କେ ବିଷ୍ଣୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଉଭୟ ଛାତ୍ର ପଦାର୍ଥ ବିଜ୍ଞାନ ରିସର୍ଚ୍ଚର ରହିଥିବା ବେଳେ ଅମରନାଥ ଝା ହଷ୍ଟେଲରେ ଅବସ୍ଥାନ କରୁଥିଲେ। ୟୁପିଏସସି ପାଇଁ ଉଭୟ ଗଣିତ ଓ ପଦାର୍ଥ ବିଜ୍ଞାନକୁ ନିଜର ବିଷୟ ଚୟନ କରିଥିଲେ।

UPSC Topper 2025
UPSC Topper 2025: ହର୍ଷିତା ଗୋୟଲଙ୍କ ସଂଘର୍ଷର କାହାଣୀ; କହିଲେ କିପରି ପ୍ରସ୍ତୁତି କରୁଥିଲେ ସିଭିଲ୍ ସର୍ଭିସେସ୍ ପରୀକ୍ଷା

ହର୍ଷିତା ଗୋୟଲ ଚଳିତ ବର୍ଷ UPSC ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କ୍-୨ ହାସଲ କରିଛନ୍ତି ଏବଂ ଶ୍ରେଷ୍ଠ ସ୍ଥାନ ମଧ୍ୟରେ ନିଜର ଯାଗା ସୃଷ୍ଟି କରିଛନ୍ତି। ତାଙ୍କୁ ତାଙ୍କ ପରିବାର, ବିଶେଷକରି ତାଙ୍କ ବାପାଙ୍କଠାରୁ ବହୁତ ସମର୍ଥନ ମିଳିଥିବା ସେ କହିଛନ୍ତି।

IAS ସ୍ୱପ୍ନ ସାକାର
UPSC Results: ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା

ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା । ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋଏଲ । ଆହ୍ଲାବାଦ୍ ବିଶ୍ବବିଦ୍ୟାଳୟରୁ BSC, ବନାରସ ହିନ୍ଦୁ ୟୁନିଭରସିଟିରୁ ପିଜି ପରେ ସିଭିଲ ସର୍ଭିସ ପାଇଁ ୭ ବର୍ଷର ସଂଘର୍ଷ।

IAS ସ୍ୱପ୍ନ ସାକାର
UPSC Civil Services Results 2024: ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା; ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋଏଲ

ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା । ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋଏଲ । ଆହ୍ଲାବାଦ୍ ବିଶ୍ବବିଦ୍ୟାଳୟରୁ BSC, ବନାରସ ହିନ୍ଦୁ ୟୁନିଭରସିଟିରୁ ପିଜି ପରେ ସିଭିଲ ସର୍ଭିସ ପାଇଁ ୭ ବର୍ଷର ସଂଘର୍ଷ।

Ritika Rath
How Ritika Rath Cracked Civil Services Exam: ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ପଛର ରାଜ୍ କହିଲେ ରିତିକା ରଥ

ପ୍ରଥମ ପରୀକ୍ଷା ସେମିତି ଦେଇ ଦେଇଥିଲେ, କେମିତି ପ୍ରଶ୍ନ ଆସୁଛି ଜାଣିବା ପାଇଁ । ତା ପରେ ସିରିୟସ୍ ହୋଇ ପ୍ରସ୍ତୁତି ଆରମ୍ଭ କରିଦେଲେ । ଭୁବନେଶ୍ୱରରେ କୋଚିଂ ନେଇଥିଲେ । ତାଙ୍କ ମତରେ, କୋଚିଂ ସେଣ୍ଟରରେ କେବଳ ବେସିକ୍ ନୋଟ୍ କରିବା ପାଇଁ ଭଲ । ଏହା ପରେ ନିଜକୁ ଅଧିକ ପ୍ରସ୍ତୁତ କରିବାକୁ ପଡ଼େ । ଏହି ପ୍ରସ୍ତୁତି ପାଇଁ ଅନଲାଇନରେ ସବୁ କିଛି ମିଳୁଛି । କୋଚିଂ ପାଇଁ ଭୁବନେଶ୍ୱର ଛାଡି ଦିଲ୍ଲୀ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରିତିକା ।

UPSC topper Shakti Dubey education qualification
UPSC Result 2024 : କେଉଁଠି ପଢୁଥିଲେ UPSC ଟପ୍ପର୍ ଶକ୍ତି ଦୁବେ

ଶକ୍ତି ଦୁବେ ଅଲ୍ ଇଣ୍ଡିଆ ରାଙ୍କ-୧ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପରେ ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ତେବେ ସେ କେଉଁଠି ପଢୁଥିଲେ ଆସନ୍ତୁ ଜାଣିବା।

Union Public Service Commission results announced
Union Public Service Commission results Announced: ପ୍ରକାଶ ପାଇଲା UPSC ରେଜଲ୍ଟ-୨୦୨୪; ଶକ୍ତି ଦୁବେ ଟପ୍ପର

ପ୍ରକାଶ ପାଇଲା ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ରେଜଲ୍ଟ-୨୦୨୪ । ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ହର୍ଷିତା ଗୋୟଲ ରହିଛନ୍ତି ।

Women Entrepreneurs Success Stories
Women Entrepreneurs Success Stories: UPSCରେ ବିଫଳ, ଜୀବନରେ ସଫଳ; ଏମିତି କାହାଣୀ ଆପଣଙ୍କ ଆଖିକୁ ଲୁହ ଆସିଯିବ

UPSC ପରୀକ୍ଷାରେ ସଫଳ ହୋଇନଥିଲେ ମଧ୍ୟ ନିଜ ଲକ୍ଷ୍ୟରୁ ଓହରି ନଥିଲେ । ଯାହା ତାଙ୍କୁ ଆଜି ସଫଳତା ଆଣି ଦେଇଛି। ଆସନ୍ତୁ ଜାଣିବା ସେମିତି ୨ ମହିଳାଙ୍କ କାହାଣୀ...

Free residential civil services coaching by odisha govt
Free UPSC Coaching: ଓଡ଼ିଶା ସରକାରଙ୍କ ଦ୍ୱାରା ମାଗଣା UPSC କୋଚିଂ ଆରମ୍ଭ; ଗ୍ରାଜୁଏସନ୍ ଥିଲେ ଫାଇଦା

ଓଡ଼ିଶା ସରକାର ୨୦୦ ଜଣ ମେଧାବୀ ପ୍ରାର୍ଥୀଙ୍କୁ ମାଗଣା ଆବାସିକ ସିଭିଲ୍ ସର୍ଭିସେସ୍(UPSC) କୋଚିଂ ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଛାତ୍ର ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (SAMS) ୱେବସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Success Story
Anshika Verma's Success Story: ପ୍ରଥମ ପ୍ରୟାସରେ ବିଫଳ ହେଲେ, କିନ୍ତୁ ଦ୍ଵିତୀୟ ପ୍ରୟାସରେ ପାଇଲେ ବଡ଼ ସଫଳତା

ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା  ଅଂଶିକା ବର୍ମା ପ୍ରଥମ ପ୍ରୟାସରେ ବିଫଳତାର ସ୍ୱାଦ ଚାଖିବା ପରେ ମଧ୍ୟ ହାର୍ ମାନି ନଥିଲେ । ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ମାତ୍ର ୨୪ ବର୍ଷ ବୟସରେ ଅଲ୍ ଇଣ୍ଡିଆ ରାଙ୍କ୍ (AIR)୧୩୬ ସହ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଏବେ ଉତ୍ତର ପ୍ରଦେଶରେ IPS ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।

Sandeep reddy vanga responds to vikas divyakirti on animal criticism
Sandeep Reddy Vanga: ୨-୩ ବର୍ଷ ପରିଶ୍ରମ କଲେ IAS ଅଫିସର୍ ହୋଇଯିବେ, କିନ୍ତୁ ଫିଲ୍ମ ନିର୍ମାତା ନୁହେଁ: ସନ୍ଦୀପ ରେଡ୍ଡୀ

ଫିଲ୍ମ 'ଆନିମଲ୍'ର ସମାଲୋଚନାକୁ ନେଇ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ପ୍ରତିକ୍ରିୟା। ନିର୍ଦ୍ଦେଶକ UPSC ମେଣ୍ଟର ବିକାଶ ଦିବ୍ୟକୀର୍ତ୍ତିଙ୍କୁ ଦେଇଛନ୍ତି ମୁହଁତୋଡ ଜବାବ। ସନ୍ଦୀପ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତା ହେବା ଅପେକ୍ଷା ଆଇଏଏସ୍ ହେବା ସହଜ।

Free UPSC Coaching
Free UPSC Coaching: ଭାରତରେ ଅଛି ୮ଟି ମାଗଣା UPSC କୋଚିଂ ସେଣ୍ଟର୍; ଜାଣନ୍ତୁ କେଉଁଠି…

ଅନେକ ରାଜ୍ୟ ସରକାର ଏବଂ ଶିକ୍ଷାନୁଷ୍ଠାନ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ପ୍ରାର୍ଥୀଙ୍କ ପାଇଁ UPSC ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରନ୍ତି। ଏଥିରେ ଆଡ୍‌ମିଶନ୍‌ କରି ଆପଣ ମାଗଣାରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ।

UPSC CSE Notification 2025 apply for 1129 post
UPSC CSE Notification 2025: IAS ପାଇଁ ସୁବର୍ଣ୍ଣ ସୁଯୋଗ; ପୂରଣ ହେବ ୧୧ ଶହରୁ ଅଧିକ ପଦବୀ

UPSCରେ CSE ଓ IFS ପଦବୀ ପୂରଣ ହେବ। ଏନେଇ UPSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Animesh Pradhan
IAS Animesh Pradhan Allotted Odisha Cadre: IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର; ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ପାଇଥିଲେ ୨ୟ ରାଙ୍କ୍

୨୦୨୩ ସିଭିଲ୍ ସର୍ଭିସ୍ ପରୀକ୍ଷୀରେ ଦ୍ବିତୀୟ ରାଙ୍କ ପାଇଥିବା ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସୋସିଆଲ୍ ମିଡିଆ ଏକ୍ସରେ ନିଜେ ଏନେଇ ପୋଷ୍ଟ କରିଛନ୍ତି ଅନିମେଶ। 

UPSC CDS Exam (I) 2025 Notification
UPSC CDS Exam (I) 2025 Notification: UPSCରେ ୪୫୭ଟି ପଦବୀ ପୂରଣ ହେବ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

UPSC ଏହାର ଅଫିସିଆଲ୍ ୱେବ’ସାଇଟରେ UPSC CDS (I) ପରୀକ୍ଷା ୨୦୨୫ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍‌ଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୪।

IAS
First Female IAS Officer: ଦେଶର ପ୍ରଥମ ମହିଳା IAS ଅଫିସର; ଯାହାଙ୍କୁ ଏକାସଙ୍ଗେ ମିଳିଥିଲା ଜଏନିଂ ଓ ସସ୍ପେନ୍‌ସନ୍‌ ଲେଟର୍ !

ସ୍ୱାଧୀନତା ପରେ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନ, ପ୍ରତିରକ୍ଷା ବିଭାଗ ଓ କ୍ରୀଡା ଜଗତ ପର୍ଯ୍ୟନ୍ତ ଅନେକ ମହିଳା ଦାୟିତ୍ୱ ନେଇଛନ୍ତି। ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ମହିଳା IAS ଅଧିକାରୀ ହୋଇଥିଲେ। ଆସନ୍ତୁ ଜାଣିବା ଦେଶର ପ୍ରଥମ ମହିଳା IAS ଅଧିକାରୀଙ୍କ ବିଷୟରେ ।

Indian Railways
Indian Railways: କେବେ ଆରମ୍ଭ ହେଲା ଭାରତୀୟ ରେଳ ସେବା ? କାହିଁକି କୁହାଯାଏ Indian Railways...

ଭାରତୀୟ ରେଳ ହେଉଛି ବିଶ୍ୱରେ ଏପରି ଏକ ନେଟୱାର୍କ, ଯେଉଁଥିରେ ପ୍ରାୟ ୧୫ ଲକ୍ଷ ଲୋକ କାମ କରନ୍ତି, ଯାହା ବିଶ୍ୱରେ ସର୍ବାଧିକ ରୋଜଗାର ଯୋଗାଇଥାଏ । ଦେଶରେ ପ୍ରାୟ ୬୬ ହଜାର କିଲୋମିଟର ବିଶିଷ୍ଟ ରେଳ ନେଟୱାର୍କ ଅଛି, ଏହା ଦୁନିଆର ତିନୋଟି ବୃହତ୍ତମ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ।

ବିନା UPSCରେ ବି ହୋଇପାରିବେ IAS ଅଫିସର୍
IAS Officer Without Qualifying UPSC: ବିନା UPSC ପରୀକ୍ଷାରେ ବି ହୋଇପାରିବେ IAS ଅଫିସର୍‌, ଜାଣନ୍ତୁ କିପରି...

UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS ହେବା ବ୍ୟତୀତ ଜଣେ ପରୀକ୍ଷାର୍ଥୀ ଅନ୍ୟ ଦୁଇଟି ଉପାୟରେ IAS ଅଧିକାରୀ ମଧ୍ୟ ହୋଇପାରିବେ ।

Dristi IAS
Drishti IAS: ଆଉ ଦିଲ୍ଲୀରେ ରହିବନି ଦୃଷ୍ଟି IAS କୋଚିଂ ସେଣ୍ଟର; ଏବେ ଏହିଠାରେ ହେବ କ୍ଲାସ୍...

ସିଭିଲ ସର୍ଭିସେସ୍ ପରୀକ୍ଷା (CSE)କୁ ଭାରତର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା ବୋଲି ବିବେଚନା କରାଯାଏ। ଅନେକ ପ୍ରାର୍ଥୀ ଗଠନମୂଳକ ମାର୍ଗଦର୍ଶନ ପାଇଁ କୋଚିଂ ସେଣ୍ଟର ଉପରେ ନିର୍ଭର କରନ୍ତି, ଯେଉଁଥିରେ ଦୃଷ୍ଟି IAS କୋଚିଂ ଅନ୍ୟତମ ଲୋକପ୍ରିୟ ଅନୁଷ୍ଠାନ । ନିକଟରେ ଦୃଷ୍ଟି IAS କୋଚିଂ ସେଣ୍ଟର ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର ହେବାନେଇ ଘୋଷଣା କରାଯାଇଛି।

Neha Byadwal
Neha Byadwal Success Story: ତରୁଣୀ IAS ଅଫିସରଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ, IAS ହେବାକୁ ଛାଡ଼ି ଦେଇଥିଲେ ଏହିସବୁ ଜିନିଷ

ଆଇଏଏସ୍ ହେବାର ଜିଦ୍ ତାଙ୍କୁ ଏମିତି ଘାରିଥିଲା ଯେ, ସେ ଯେତେବେଳେ ନିଜ ନିଷ୍ପତ୍ତି ଘରେ ଶୁଣାଇଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ୨୪ ବର୍ଷର ଏହି ସୁନ୍ଦରୀ ଝିଅଟି ଆହୁରି ଅନେକ ଅପ୍ରୀତିକର ନିଷ୍ପତ୍ତି ନେଇଥିଲା, ଯାହା ଆଜିର ପଥଭ୍ରଷ୍ଟ ଯୁବକ ଯୁବତୀ ଜାଣିବା ଦରକାର। ଆସନ୍ତୁ ପଢ଼ିବା ତରୁଣ ଲେଡି ଆଇଏଏସ୍ ଅଫିସର ନେହା ବଦବୱାଲଙ୍କ କୌତୁହଳପୂର୍ଣ୍ଣ ସଂଘର୍ଷମୟ କାହାଣୀ।

Simi Karan Success Story
Simi Karan Success Story: ଓଡ଼ିଆ ଝିଅଙ୍କ ସଂଘର୍ଷମୟ କାହାଣୀ; ରାଜ୍ୟରେ ସବୁଠୁ କମ୍ ବୟସରେ ପାଇଥିଲେ IAS...

ପ୍ରତି ସଫଳତା ପଛରେ ଥାଏ ସଂଘର୍ଷର କାହାଣୀ । ସେହି ସଂଘର୍ଷର ସୋପାନ ଅତିକ୍ରମ କରି, ୨୦୧୯ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତାର ସହ ୩୧ ରାଙ୍କ୍ ହାସଲ କରିଛନ୍ତି ସିମି କରନ ।

Meet India’s youngest female IAS officer
Success Story: ମାତ୍ର ୨୩ ବର୍ଷରେ ବନିଥିଲେ IAS, ଏବେ ଲୋକଙ୍କ ଅଫିସର

ଭାରତର ସର୍ବକନିଷ୍ଠ ମହିଳା ଆଇଏଏସ୍ ଅଧିକାରୀ ସ୍ମିତା ସଭରୱାଲ । UPSC ପରୀକ୍ଷାରେ କରିଥିଲେ କମାଲ୍ ।

Puja Khedkar
ମୋତେ ଅଯୋଗ୍ୟ ଘୋଷଣା କରିବାର କ୍ଷମତା UPSCର ନାହିଁ: ପୂଜା ଖେଡକର

ପୂଜା ଖେଡକର ଦିଲ୍ଲୀ ହାଇକୋର୍ଟରେ ଏକ ନୂଆ ଦାବି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ୟୁପିଏସସିର କ୍ଷମତା କିମ୍ବା ଅଧିକାର ନାହିଁ ବୋଲି ଖେଡକର ହାଇକୋର୍ଟଙ୍କୁ କହିଛନ୍ତି ।

UPSC
ଏହି ସରକାର କଲେ ବଡ଼ ଘୋଷଣା, UPSC Mains ପାସ୍‌ କଲେ ମିଳିବ ଲକ୍ଷେ ଟଙ୍କା

ତେଲେଙ୍ଗାନାର ସ୍ଥାୟୀ ବାସିନ୍ଦାମାନେ ହିଁ ସରକାର ଘୋଷଣା କରିଥିବା ଏହି ନୂଆ ଯୋଜନାର ଲାଭ ଉଠାଇ ପାରିବେ ।

Drishti IAS
ବନ୍ଦ ହୋଇଯିବ ଦ୍ରିଷ୍ଟି IAS ! ମୁଖାର୍ଜୀ ନଗର ଛାଡ଼ିବାକୁ କୋଚିଂ ସେଣ୍ଟର ସଜବାଜ

ମୁଖାର୍ଜୀ ନଗରରେ ବନ୍ଦ ହୋଇପାରେ ଜଣାଶୁଣା ସିଭିଲ ସର୍ଭିସ କୋଚିଂ ସେଣ୍ଟର ଦ୍ରିଷ୍ଟି ଆଇଏଏସ୍ ।