ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ମିଳିଲା ନୂଆ ନିଯୁକ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ସଚିବ ଭାବେ କାମ କରିବେ । ଭୁବନେଶ୍ୱରରେ ତାଙ୍କର ଜନ୍ମ ଓ ସେ ଭୁବନେଶ୍ୱର ଡି ଏମ୍ ସ୍କୁଲର ଛାତ୍ର ଥିଲେ । ତାଙ୍କ ପୈତୃକ ଘର ଆଠଗଡ଼ରେ ।
ସରକାରକୁ ଆସୁ ଆସୁ ଜୁନ୍ ୨୨ରେ ସମସ୍ତ ନିଗମର ଅଧ୍ୟକ୍ଷ ପଦରେ ଥଇଥାନ ହୋଇଥିବା ବିଜେଡି ନେତାଙ୍କୁ ପଦରୁ ଅବ୍ୟାହତି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ । ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି ।
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କେନ୍ଦ୍ରର ବି ତାଗିଦ୍ । ତା’ ସତ୍ତ୍ୱେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନିୟମକୁ ଓଡ଼ିଶା ସହ ୭ ରାଜ୍ୟ କରିଛନ୍ତି ଫୁ । କାହିଁକି ହେଉଛି ରାଜ୍ୟ ପୋଲିସ ମୁଖିଆ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ?