ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚିତ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗ ଉପନିର୍ଦ୍ଦେଶକ ଡା କଞ୍ଚନ ୱାନେରେ କହିଛନ୍ତି ଯେ ଚିକିତ୍ସା ସେବା ସହକାରୀ ନିର୍ଦ୍ଦେଶକ ଡାକ୍ତର ପ୍ରମୋଦ ଗାଭାଇଙ୍କ ଅଧୀନରେ ତଦନ୍ତ ଆରମ୍ଭ ହୋଇଛି।
ଭାବନ୍ତୁ ତ, ଗୋଆ ଯାଇଥିବେ ବୁଲିବାକୁ । ଭରପୂର ମଜାମସ୍ତି କରୁଥିବେ । ଏହି ସମୟରେ କୌଣସି ଏକ କାରଣରୁ ଆପଣଙ୍କର ଆଇଫୋନଟି ଚୋରି ହୋଇଯିବ । ତେବେ ଆପଣ କ’ଣ କରିବେ କହିଲେ ।
ଜାକ୍ତର ଜଣକ ମେଡିକାଲ ପରିସରରେ ଉଲଗ୍ନ ହୋଇ ବୁଲିବା ସହ ବୁଲି ବୁଲି ପରିଶ୍ରା କରୁଛନ୍ତି। ବାଥରୁମ୍ ଡୋର୍ ଖୋଲା ଥିବା ସତ୍ତ୍ୱେ ସେ ହାତରେ ଏକ କପଡ଼ା ଧରି ଉଲଗ୍ନ ହୋଇ ବୁଲୁଛନ୍ତି।
ମଦ ନିଶାରେ କ୍ଲାସକୁ ଆସିଥିଲେ ଶିକ୍ଷକ। ପିଲାମାନଙ୍କୁ ସ୍କୁଲ ଛୁଟି କହିବା ସହ ଘରକୁ ବିଦା କରିଦେଇଥିଲେ।
ଦଶପଲ୍ଲା ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତ୍ରୁଟି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଚଲାଉ ନଥିଲେ ଡ୍ରାଇଭର୍ । ଦୁର୍ଘଟଣା ବେଳେ ଅନ୍ୟ ଜଣେ କର୍ମଚାରୀ ଟ୍ରକକୁ ଚଲାଉଥିଲେ ତା ପୁଣି ମଦ ପିଇ ।
ବରଯାତ୍ରୀ ନୁହଁନ୍ତି, ବରଂ ନିଜେ ବର ଏତେ ପିଇଦେଲାଯେ, ଭୁଲିଗଲା ନିଜ ବାହାଘର । ଆଉ ବରର ମଦ ପିଇବାକୁ ନେଇ ବିବାହ ନକରିବାକୁ ରୋକ୍ଠୋକ୍ ମନା କରିଦେଇଛି କନ୍ୟା ।
ପିଲାଙ୍କ ପଢେଇବାକୁ ଆସିଥିଲେ ସାର୍। ପ୍ୟାଣ୍ଟ ପକେଟରେ ହାତ ପୁରାଇ ମଦ ବାହାର କଲେ ମହିଳା।
ବିବାହ ଉତ୍ସବରେ ଯୋଗଦେବାକୁ ଥିବା ଅତିଥିଙ୍କ ପାଇଁ କିଛି ବିଶେଷ ସୂଚନା ଦେଇଛନ୍ତି ବର-କନ୍ୟା ପକ୍ଷ । ଛପା ଯାଇଥିବା ବିବାହ କାର୍ଡରେ ଅତିଥିମାନେ ମଦ୍ୟପାନ କରି ବିବାହ କାର୍ଯ୍ୟରେ ଯୋଗଦେବାକୁ ବାରଣ କରାଯାଇଛି।