ଦାନ ଦେବାବେଳେ ହୁଣ୍ଡିରେ ପଡ଼ିଗଲା iPhone। ମନ୍ଦିର କର୍ତ୍ତୃପକ୍ଷ କହିଥିଲେ, ହୁଣ୍ଡି ହେଉଛି ଦେବତାଙ୍କର ସମ୍ପତ୍ତି। ସେଥିରେ ଯାହା ଥିବ ତାହା ଫେରସ୍ତ କରାଯାଇପାରିବ ନାହିଁ।
ଆଇଫୋନ୍ ପାଇଁ ହତ୍ୟା । ଅନ୍ଲାଇନ୍ରେ ଆଇଫୋନ୍ ମଗାଇଲେ । ଡେଲିଭରି ମଧ୍ୟ ହେଲା । କିନ୍ତୁ ଡେଲିଭରି ବୟ ଫୋନ୍ ଦେଇ ଟଙ୍କା ମାଗିବାରୁ ତଣ୍ଟି ଚିପି ମାରିଦେଲେ ।
ସବୁଠାରୁ ବଡ ସମସ୍ୟା ସେତେବେଳେ ହୁଏ ଯେତେବେଳେ ଚୋରି କିମ୍ବା ହଜିଯାଇଥିବା ଫୋନ୍ ସୁଇଚ୍ ଅଫ୍ ହୋଇଯାଏ। ତେବେ ନିଜ ଫୋନରେ ଏକ ସେଟିଂକୁ ଟର୍ନ୍ ଅନ୍ କରିଦିଅନ୍ତୁ। ଆପଣ ନିଜ ଫୋନକୁ ଟ୍ରାକ୍ କରିପାରିବେ।
ଏହି ଘଟଣା ମୁମ୍ବାଇରୁ ସାମ୍ନାକୁ ଆସିଛି । ଖାଲି ୨୧ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇଛନ୍ତି ତାହା ନୁହେଁ ।
ଆପଲ୍ ଷ୍ଟୋର ଖୋଲିବା ମାତ୍ରେ ଆଇଫୋନ୍ ୧୬ କିଣିବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।
ଗୋଟିଏ କି ଦୁଇଟି ନୁହେଁ ଲୁଟିନେଲେ ୧୫୦୦ରୁ ଅଧିକ ଆଇଫୋନ୍। ଡ୍ରାଇଭରକୁ ନିଶାଦେଇ ଲୁଟ୍ ପରେ ଛୁ ମାରିଛନ୍ତି ଲୁଟେରା ।
ବର୍ତ୍ତମାନ ଆଇଫୋନ୍ ଧରିବା ଏକ ପ୍ରକାର ଷ୍ଟାଟସ୍ ପାଲଟି ଗଲାଣି । ଆଇଫୋନ୍ ଥିଲେ ଲୋକେ ଆଜିକାଲି ସମ୍ମାନ ଦେଉଛନ୍ତି । ସମାଜରେ ଗୋଟେ ଅଲଗା ମର୍ଯ୍ୟାଦା ମିଳୁଛି ।
୧.୧.୧ ପୂର୍ବରୁ ଆପଲ ଭିଜନ୍ ଓଏସ୍, ୧୭.୪.୧ ପୂର୍ବରୁ ଆପଲ ଆଇଓଏସ୍ ଓ ଆଇପ୍ୟାଡ୍ ଓଏସ୍ ଭର୍ସନ୍ ଏବଂ ୧୬.୭.୭ ପୂର୍ବରୁ ଆପଲ ଆଇଓଏସ୍ ଓ ଆଇପ୍ୟାଡ୍ ଓଏସ୍ ଭର୍ସନ୍ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ଭାବନ୍ତୁ ତ, ଗୋଆ ଯାଇଥିବେ ବୁଲିବାକୁ । ଭରପୂର ମଜାମସ୍ତି କରୁଥିବେ । ଏହି ସମୟରେ କୌଣସି ଏକ କାରଣରୁ ଆପଣଙ୍କର ଆଇଫୋନଟି ଚୋରି ହୋଇଯିବ । ତେବେ ଆପଣ କ’ଣ କରିବେ କହିଲେ ।
ଅର୍ଥନୀତି କ୍ଷେତ୍ରରେ ବିଦାୟୀ ବର୍ଷ ଦେଇଛି ଅନେକ ତିକ୍ତ ଓ ମିଠା ଅନୁଭୂତି। ଅଭିବୃଦ୍ଧି କ୍ଷେତ୍ରରେ ଆମେରିକା ଓ ଚୀନ୍ ଭଳି ବିଶ୍ୱ ମହାଶକ୍ତିଙ୍କୁ ମାତ୍ ଦେଇଛି ଭାରତ। ଏଥିସହ ବିଦୀୟ ବର୍ଷରେ ସେୟାର ବଜାରଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ।
ପୂର୍ବରୁ ବଜାରରେ ଉପଲବ୍ଧ ଆଇଫୋନ୍ ଗୁଡ଼ିକ ଚାଇନାରେ ତିଆରି ହେଉଥିଲା । କିନ୍ତୁ ଆଗକୁ ଭାରତରେ ଏହା ତିଆରି ହେବ ।
ଧନୀଙ୍କ ଆଇଫୋନ ବର୍ତ୍ତମାନ ଭିକାରି ହାତରେ । ଦୋକାନ ଗଲେ, ଟଙ୍କା ଦେଲେ ଆଉ ଆଇଫୋନ କିଣିଲେ । ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପରିଥିବା ଆଇଫୋନକୁ କିନ୍ତୁ ସହଜରେ କିଣି ନେଇଛି ଜଣେ ଭିକାରି ।
ଭୁବନେଶ୍ୱରରେ ପୁଅ ଅପେକ୍ଷା ଝିଅଙ୍କ ପାଖରେ ଅଧିକ I-phone...ଜାଣନ୍ତୁ ଏହି ବ୍ୟକ୍ତି ଜଣକ କାହିଁକି ଏମିତି କହିଲେ?
ଆଜି ଆମେ ଆପଣଙ୍କୁ ଏମିତି କିଛି ଖବର କହିବୁ ଯାହା ଜାଣିଲେ ଆପଣ ଟିକେ ଅଟକି ଯିବେ । ଆଉ ଚିନ୍ତାରେ ପଡ଼ିବେ ।
ଆପଲ୍ ୱାଚ୍ ବ୍ୟବହାର କରି ଆପଣ ମେସେଜ ପଠାଇବା ସହ ଫୋନ୍ କଲ୍, କଣ୍ଟ୍ରୋଲ ମ୍ୟୁଜିକ୍ ସମେତ ଅନେକ ଫିଚରର ବ୍ୟବହାର କରିପାରିବେ।
ଭାରତରେ ଖୁବ୍ ଶୀଘ୍ର ପ୍ରଥମ ଅଫିସିଆଲ୍ ଆପଲ୍ ଷ୍ଟୋର୍ ଖୋଲିବାକୁ ଯାଉଛି। ଭାରତର ଏକ ବ୍ୟବସାୟିକ ହବ୍ରେ ଏହା ଖୋଲିବ ବୋଲି ଆପଲ୍ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି। ଗ୍ରାହକମାନେ ମୋବାଇଲ୍କୁ ବ୍ୟବହାର କରି କିଣିବାକୁ ନିଷ୍ପତ୍ତି ନେବେ।
ଖୁବ୍ଶୀଘ୍ର Apple ଏହାର iPhone 14 ଲଞ୍ଚ୍ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ଏକ ଲଞ୍ଚ୍ ଇଭେଣ୍ଟ ଆୟୋଜନ କରିବାକୁ ଯୋଜନା କରିଛି।
ଅନ୍ଲାଇନ୍ ଅର୍ଡର ପଡିଲା ମହଙ୍ଗା । ଅର୍ଡର ହୋଇଥିଲା ଫୋନ୍ ହେଲେ ଆସିଛି ୫ ଟଙ୍କିଆ ସାବୁନ୍ । ଅନ୍ଲାଇନ୍ରେ ଅଫର ଦେଖି କେରଳର ଜଣେ ବ୍ୟକ୍ତି ଆମାଜନରୁ ଆଇଫୋନ୍ ୧୨ ଅର୍ଡର କରିଥିଲେ ।