ମୋହମ୍ମଦ ହିଦାୟତୁଲ୍ଲାହ ଦେଶର ପ୍ରଥମ ମୁସଲିମ ପ୍ରଧାନ ବିଚାରପତି । ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ହେଁ ସେ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡିଥିଲେ । ୫ ବର୍ଷ ସମ୍ପର୍କରେ ରହିବା ପରେ ତାଙ୍କୁ ସେ ବିବାହ କରିଥିଲେ । ଭିନ୍ନ ଧର୍ମରେ ବିବାହ କରିଥିଲେ ହେଁ ଖୁବ ଭଲରେ କଟିଥିଲା ତାଙ୍କର ଦାମ୍ପତ୍ୟ ଜୀବନ । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା ।
ଦିଲ୍ଲୀ ଆୟକର ବିଭାଗର ସିନୟର ଷ୍ଟାଣ୍ଡିଂ କାଉନସେଲ୍ ଭାବେ ସେ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସହକାରୀ ସରକାରୀ ଓକିଲ ଭାବେ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ ।
ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି। ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି। ମାମଲାକୁ ଗୁରୁତ୍ବର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ସେନା ଅଧିକାରୀ ।
‘ହେଲୋ, ମୁଁ CJI କହୁଛି, ମୁଁ କନ୍ନଟ ପ୍ଲେସ୍ରେ ଫସି ଯାଇଛି । ମୋତେ କାର୍ ଭଡ଼ା ୫୦୦ ଟଙ୍କା ପଠାଇ ପାରିବ ? ’ ଏମିତି କହି ଟଙ୍କା ମାଗିଲେ ସାଇବର ଠକ...
ଯଦି ପାରୁଛ ଗୋଟିଏ ଦିନ ଆସି ଏଠାରେ ବସ । ଜାଣିବ କେମିତି ରହୁଛି ଏଠି ଚାପ । ଏମିତି କହି ଶୁଣାଣି ବେଳେ ରାଗି ଗଲେ ସିଜେଆଇ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ।
ଆଜି ସୁପ୍ରିମକୋର୍ଟରେ NEET-UG ସମ୍ବନ୍ଧୀୟ ଆବେଦନର ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା ।
ବାପା ତାଙ୍କର ସୁପ୍ରିମ କୋର୍ଟର ରୋଷେୟା। ସୁଖ ସ୍ୱାଚ୍ଛନ୍ଦ୍ୟର ପରିଧି ହୁଏତ ତାଙ୍କ ପାଇଁ ସ୍ୱଳ୍ପ। ତଥାପି ସେ ସ୍ୱପ୍ନ ଦେଖିଛନ୍ତି। ଆକାଶରେ ଉଡିବାର ଦମ୍ଭ ବାନ୍ଧିଛନ୍ତି। ପାଠ ପଢିଛନ୍ତି, ଭଲ ପଢିଛନ୍ତି। ଯେଉଁଥିପାଇଁ ଉଚ୍ଚ ଶିକ୍ଷା ଲାଗି ବିଦେଶରୁ ପାଇଛନ୍ତି ସ୍କଲାରସିପ୍। ଆଉ ଏ ଖୁସିକୁ ଦ୍ବିଗୁଣିତ କରିଛି ଦେଶର ପ୍ରମୁଖ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଆଶିର୍ବାଦ। ଯାହା ଏବେ ଚର୍ଚ୍ଚାର ବିଷୟା ପାଲଟିଛି।
ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଭୁବନେଶ୍ୱର କୋର୍ଟ ପରିଦର୍ଶନ । ଭୁବନେଶ୍ୱର କୋର୍ଟର ସମସ୍ୟା ଆବଶ୍ୟକତା ସମ୍ପର୍କରେ ଅବଗତ କରାଗଲା ।
ସାରା ଦେଶରେ ଥିବା ପୋଲିସ୍ ଷ୍ଟେସନରେ ମାନବିକ ଅଧିକାରର ଉଲ୍ଲଂଘନ ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରି ଏନ. ଭି. ରମନ୍ନା । ପୋଲିସ୍ ନିର୍ଯାତନା ସମେତ ହେପାଜରେ ନିର୍ଯାତନା ସମାଜରେ ପ୍ରଚଳିତ ପ୍ରଥା ପରି ରହିଛି