• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sdm

SDM Kriti Raj
ନା ସିକ୍ୟୁରିଟି... ନା ଥିଲା କାରକେଡ୍‌... ମୁଣ୍ଡରେ ଓଢ଼ଣୀ ଟାଣି ହସ୍ପିଟାଲରେ ପହଞ୍ଚିଲେ SDM

ଫିରୋଜାବାଦ ସଦର SDM କୃତି ରାଜ ମାର୍ଚ୍ଚ ୧୨ରେ ଗୋପନୀୟ ଭାବେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ। ସେ ତାଙ୍କ କାରକୁ ଡାକ୍ତରଖାନଠାରୁ ବହୁ ଦୂରରେ ରଖି ଏକ ରୋଗୀ ବେଶରେ ଆସିଥିଲେ।

Sweeper Became SDM
ଦିନେ ଯେଉଁଠି ସୁଇପର ଥିଲେ ଆଜି ସେଇଠି ସବ୍‌ କଲେକ୍ଟର ହେଲେ

ଭାଗ୍ୟ ନୁହେଁ ନିଷ୍ଠା ହିଁ ବଦଳାଇ ଦେଲା ଝିଅଟିର ଭାଗ୍ୟ। ଦିନେ ଯେଉଁଠି ସେ ସୁଇପର ଭାବେ କାମ କରୁଥିଲେ, ଏବେ ଠିକ୍ ସେଇ ଜାଗାରେ ସେ ସବ୍‌-କଲେକ୍ଟର ଭାବେ ଚାକିରି କରୁଛନ୍ତି। ଯେଉଁ ହାତରେ ଝାଡ଼ୁ ଧରି ରାସ୍ତା ସଫା କରୁଥିଲେ, ଆଜି ସେହି ହାତରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ଉପରେ ଦସ୍ତଖତ କରୁଛନ୍ତି

Jodhpur
ସଫେଇ କର୍ମଚାରୀ ଥିଲେ,ଏବେ ସବ୍‌କଲେକ୍ଟର ହେଲେ

ସମୟ ଥିଲା ରାଜସ୍ଥାନର ଯୋଧପୁର ଅଂଚଳରେ ମୁହଁରେ କପଡ଼ା ବାନ୍ଧି ରାସ୍ତା ସଫା କରୁଥିଲେ। ସେତେବେଳେ ଏହି ମହିଳାଙ୍କ ଉପରେ କାହାର ଦୃଷ୍ଟି ପଡ଼ିନଥିଲା। କିନ୍ତୁ ଆଜି ସମସ୍ତ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। କାରଣ ନିଜର ପରିଶ୍ରମ ବଳରେ ସେ ନିଜର ଭାଗ୍ୟ ବଦଳାଇ ଦେଇଛନ୍ତି। ଏହାକୁ ହିଁ କୁହାଯାଏ ଭାଗ୍ୟ ପରିବର୍ତ୍ତନ, ଯଦି ମଣିଷ ମନ ଭିତରେ ଦୃଢ ସଂକଳ୍ପ ରୁହେ ତେବେ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କେହି ରୋକି ପାରିବେନି। ଏ କଥା ପୁଣି ଥରେ ପ୍ରମାଣିତ ହୋଇଛି।