ସତର୍କତା ଅବଲମ୍ବନ କରି ଏବଂ ସ୍ୱାସ୍ଥ୍ୟର ଯତ୍ନ ନେଇ ବ୍ରେନ୍ ଟ୍ୟୁମର୍ ବିପଦକୁ ହ୍ରାସ କରାଯାଇପାରିବ। ଯୋଗ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ବ୍ରେନ୍ ଟ୍ୟୁମର ଭଳି ରୋଗର ଆଶଙ୍କା କିଛି ପରିମାଣରେ ହ୍ରାସ ପାଇପାରିବ।
ଆଜିକାଲି ଫ୍ୟାଟି ଲିଭର ଏକ ସାଧାରଣ ସମସ୍ୟା ହେବାରେ ଲାଗିଛି, ଯାହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଏବଂ କମ୍ ଶାରୀରିକ କାର୍ଯ୍ୟକଳାପ। ତେବେ ଏମିତି ୫ଟି ସହଜ ଯୋଗାସନ ଅହି ଯାହା ଏହି ରୋଗର ଆଶଙ୍କାକୁ ଏଡାଦେଇପାରିବ।
ଦିନସାରା ବୃଦ୍ଧି ପାଉଥିବା ଏଞ୍ଜାଇଟି ଅଧିକ ଚିନ୍ତା କରିବାର କାରଣ ହୁଏ। ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା ଆରମ୍ଭ କରେ। ଏହାରେ ବ୍ୟକ୍ତି ସବୁକିଛିକୁ ଗମ୍ଭୀରତାର ସହିତ ନେବା ଆରମ୍ଭ କରେ, ଯାହା ଚାପ ସୃଷ୍ଟି କରେ। ତେବେ ଅଧିକ ଚିନ୍ତା କରିବାରୁ ରକ୍ଷା ପାଇବା ପାଇଁ କିଛି ପ୍ରଭାବଶାଳୀ ଯୋଗାସନ ବିଷୟରେ ଜାଣନ୍ତୁ।
ଯୋଗ ସାହାଯ୍ୟରେ ତମାଖୁ ନିଶା ଧୀରେ ଧୀରେ ଛାଡିହେବ। କିଛି ଯୋଗାସନ ଏବଂ ପ୍ରାଣାୟାମ ମନକୁ ଶାନ୍ତ କରିଥାଏ, ଚାପ କମ କରିଥାଏ ଏବଂ ନିକୋଟିନ୍ ଲାଳସାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ତମାଖୁ ଛାଡିବାରେ ସହାୟକ ହେଉଥିବା ଯୋଗାସନ ବିଷୟରେ।
ରାତିରେ ଶୋଇବା ପୂର୍ବରୁ କିଛି ଯୋଗ କରାଯାଇପାରିବ। ଏଥିପାଇଁ କେବଳ ପାଞ୍ଚରୁ ଦଶ ମିନିଟ୍ ସମୟ ଆବଶ୍ୟକ। ଏଠାରେ ସବୁ ଯୋଗାସନ ଓଜନ ହ୍ରାସ କରିବା ସହ ପିଠି ଏବଂ କଟି ଯନ୍ତ୍ରଣାରୁ ମୁକ୍ତି ଦେବ ଏବଂ ଶୀଘ୍ର ଗର୍ଭଧାରଣ କରିବାରେ ସାହାଯ୍ୟ କରିବ।
ଯୋଗ ଅଭ୍ୟାସ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । ଏମିତି ଏକ ପ୍ରାୟାଣାମ ଅଛି ଯାହାକୁ ଦୈନିକ ଅଭ୍ୟାସ କରିବା ଦ୍ୱାରା ୭ଟି ଲାଭ ମିଳେ । ଆସନ୍ତୁ ଏହି ପ୍ରାଣାୟାମ ବିଷୟରେ ଜାଣିବା ।
ଅନେକ ସମୟରେ ତଳିପାଦ ଯନ୍ତ୍ରଣା ଅଧିକ ଅସୁବିଧା ସୃଷ୍ଟି କରିପାରେ। ତଳିପାଦ ଯନ୍ତ୍ରଣା ହେତୁ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହେବା କଷ୍ଟ ହୋଇଯାଏ। ଗୋଡ଼ରେ ଯନ୍ତ୍ରଣା ହେତୁ ଶରୀରର ଓଜନ ଅଧିକ ଭାରୀ ଅନୁଭବ ହେବାକୁ ଲାଗେ। ଏପରି ସମସ୍ୟାରୁ ମୁକ୍ତି ପାଇବାର ଏକ ପ୍ରାକୃତିକ ଉପାୟ ହେଉଛି ଯୋଗ ଅଭ୍ୟାସ।
କିଛି ବ୍ୟାୟାମ ଏବଂ ସକ୍ରିୟ ଦିନଚର୍ଯ୍ୟା ଦ୍ୱାରା ପିଲାମାନଙ୍କ ଉଚ୍ଚତାକୁ ବଢାଯାଇପାରିବ। ତେବେ ଏଠାରେ ଆମେ ଆପଣଙ୍କୁ ୫ଟି ସହଜ ଏବଂ ପ୍ରଭାବଶାଳୀ ବ୍ୟାୟାମ ବିଷୟରେ କହିବୁ, ଯାହାକୁ ଦୈନିକ ମାତ୍ର ୧୫-୨୦ ମିନିଟ୍ ପାଇଁ କଲେ, ପିଲାମାନଙ୍କର ଉଚ୍ଚତା ବୃଦ୍ଧି ହୋଇପାରିବ।
କିଛି ଯୋଗ ଆସନ ଅଛି ଯାହା PCOD କିମ୍ବା PCOS ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। PCOD ଏବଂ PCOSର ଲକ୍ଷଣଗୁଡ଼ିକୁ କମାଇବା ପାଇଁ ଆସନ୍ତୁ କିଛି ପ୍ରଭାବଶାଳୀ ଯୋଗାସନ ବିଷୟରେ ଜାଣିବା।
ହସର ଗୁରୁତ୍ୱକୁ ବୁଝାଇବା ପାଇଁ, ପ୍ରତିବର୍ଷ ମେ ମାସର ପ୍ରଥମ ରବିବାରରେ ‘ବିଶ୍ୱ ହାସ୍ୟ ଦିବସ’ ପାଳନ କରାଯାଏ। ଏହି ବର୍ଷ ବିଶ୍ୱ ହାସ୍ୟ ଦିବସ ୪ ମେ ୨୦୨୫ରେ ପଡୁଛି। ତେବେ ଆସନ୍ତୁ ଜାଣିବା ହାସ୍ୟ ଯୋଗର ଆଶ୍ଚର୍ଯ୍ୟଜନକ ଲାଭ ଏବଂ ଏହାକୁ ଅଭ୍ୟାସ କରିବାର ସଠିକ୍ ଉପାୟ।
ଅଳସୁଆମୀ ହେଉ କି ସମୟ ଅଭାବ, ଏହି କାରଣରୁ ପ୍ରାୟ ଲୋକ ଯୋଗ କରିପାରୁ ନାହାଁନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଆପଣ ବିଛଣାରେ ଶୋଇ ମଧ୍ୟ କିଛି ଆସନ କରିପାରିବେ? ଆସନ୍ତୁ ଜାଣିବା…
ସୁସ୍ଥ ଜୀବନଶୈଳୀ ପାଇଁ ଲିଭରର କାର୍ଯ୍ୟକ୍ଷମତାକୁ ଉନ୍ନତ କରାଯାଇପାରେ। ଏହା ସହିତ, କିଛି ଯୋଗ ଆସନ ଅଭ୍ୟାସ କରିବା ଦ୍ଵାରା ପ୍ରାକୃତିକ ଉପାୟରେ ଲିଭରକୁ ଶକ୍ତିଶାଳୀ ରଖାଯାଇପାରେ। ନିୟମିତ ଯୋଗ ଅଭ୍ୟାସକୁ ଜୀବନଶୈଳୀର ଏକ ଅଂଶ କରି, ଫ୍ୟାଟି ଲିଭର୍ ରୋଗ ଭଳି ଗମ୍ଭୀର ଏବଂ ମାରାତ୍ମକ ରୋଗକୁ ରୋକାଯାଇପାରିବ।
ଏୟାର୍ ଯୋଗ ହେଉଛି ପାରମ୍ପରିକ ଯୋଗର ଏକ ନୂତନ ରୂପ। ଶରୀରକୁ ସାହାରା ଦେବା ପାଇଁ ଏହି ଯୋଗ ବାୟୁରେ ଝୁଲି କରାଯାଏ। ପାରମ୍ପରିକ ଯୋଗ ଅପେକ୍ଷା ଏହା ଅଧିକ ଉପଭୋଗ୍ୟ ହୋଇଥାଏ।
ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତେ ଘଣ୍ଟା ଘଣ୍ଟା ସ୍କ୍ରିନ୍କୁ ଚାହିଁ ରହୁଛନ୍ତି, ତାହା ଫୋନ୍ ହେଉ କି ଲାପଟପ୍ କିମ୍ବା ଟିଭି। ଏହା ଆଖି ଉପରେ ନକରାତ୍ମକ ପ୍ରଭାବ ପକାଉଛି। ଏମିତି କିଛି ଯୋଗ ଅଛି ଯାହା ମାଧ୍ୟମରେ ଆଖିଙ୍କୁ ସୁସ୍ଥ ରଖାଯାଇ ପାରେ
ଅଧିକ ସମୟ ଧରି ଡେସ୍କଟପ୍ରେ କାମ କରିବା ଫଳରେ ହାତଗୋଡ଼ ଉପରେ ଚାପ ପଡିବା ସହିତ ମଣିବନ୍ଧ (Wrist) ଯନ୍ତ୍ରଣା ବଢିଯାଏ। ଆସନ୍ତୁ ସେହିସବୁ ଯୋଗାସନ ବିଷୟରେ ଜାଣିବା। ଯେଉଁମାନେ ଦୀର୍ଘ ସମୟ ଧରି ଲାପଟପ୍ରେ କାମ କରୁଛନ୍ତି, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆଜିକାଲି ଗ୍ୟାସ୍ ଏବଂ ଏସିଡିଟି ଏକ ସାଧାରଣ ସମସ୍ୟା ହୋଇଗଲାଣି। ବେଳେବେଳେ ଏହା ଏତେ ଭୟଙ୍କର ହୋଇଯାଏ ଯେ ଘରୋଇ ଉପଚାର ମଧ୍ୟ କାମ କରେନି। ଯଦି ଏହି ସମସ୍ୟା ଆପଣଙ୍କୁ ବହୁତ କଷ୍ଟ ଦେଉଥାଏ ତେବେ କିଛି ସରଳ ଯୋଗ ଆସନ କରି ଆପଣ ଏହି ସମସ୍ୟାରୁ ମୁକୁଳି ପାରିବେ।
ବାଳକୃଷ୍ଣ ନିଜେ ଯୋଗ କରିବା ସହ ଗାନ୍ଧିନଗର ସମେତ ବହୁ ଅଂଚଳରେ ଯୋଗ ଶିକ୍ଷା ଦିଅନ୍ତି । ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଆସି ଯୋଗ ଶିକ୍ଷା ନିଅନ୍ତି । ୬୫ବର୍ଷ ବୟସରେ ବାଳକୃଷ୍ଣଙ୍କ ଶୀର୍ଷାସନ ଓ ସେହି ଅବସ୍ଥାରେ ପଦ୍ମାସନ ଦେଖି ସତରେ ଯେକେହି ଆଶ୍ଚର୍ଯ୍ୟ ହେବ ।
ଏମିତି କିଛି ଯୋଗାସନ ଅଛି ଯାହା ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଗ୍ରୀଷ୍ମ ସମୟରେ ଏହିସବୁ ଆସନ କଲେ ଶରୀର ଶୀତଳ ଅନୁଭବ କରେ। ତେବେ ଆସନ୍ତୁ ଏହିସବୁ ଯୋଗ ବିଷୟରେ ଜାଣିନେବା।
ଅନେକ ଲୋକ ଗ୍ୟାସ୍, ହାକୁଡି ଏବଂ ବଦହଜମୀ ଭଳି ସମସ୍ୟାରେ ପୀଡିତ। ଯଦି ଆପଣ ପେଟରେ ଭାରୀପଣ, ଗ୍ୟାସ୍ ଏବଂ ଦିନସାରା ହାକୁଡି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ କେବଳ ଯୋଗ ହିଁ ଆପଣଙ୍କୁ ସାହାଯ୍ୟ କରିପାରିବ।
ମହାଶିବରାତ୍ରୀର ପବିତ୍ର ଅବସରରେ, ଆସନ୍ତୁ କିଛି ଯୋଗାସନ ବିଷୟରେ ଜାଣିବା ଯାହା ଭଗବାନ ଶିବଙ୍କ ସହ ଜଡିତ। ଯଦି ଆପଣ ଏହି ଯୋଗାସନକୁ ନିୟମିତ କରନ୍ତି, ଏହା କେବଳ ଶରୀରକୁ ମଜବୁତ କରିବ ନାହିଁ ବରଂ ମାନସିକ ଶାନ୍ତି ମଧ୍ୟ ଦେବ।
ପ୍ରତିବର୍ଷ ୧୪ ଫେବ୍ରୁଆରୀରେ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଏ। ଏହି ଦିନ ପ୍ରେମୀଯୁଗଳଙ୍କ ପାଇଁ ଏକ ପର୍ବ ପରି ହୋଇଥାଏ। ଯଦି ଆପଣ ନିଜ ଲଭରଙ୍କ ବିଷୟରେ ମଧ୍ୟ ଚିନ୍ତା କରୁଛନ୍ତି, ତେବେ ସେମାନଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଜରୁରୀ। ତେବେ ଉଭୟ ନିଜ ପ୍ରେମକୁ ବଜାୟ ରଖିବା ପାଇଁ ଏକାଠି ଏହିସବୁ ଯୋଗ ଅଭ୍ୟାସ କରିପାରିବେ।
ମହିଳାମାନେ କେତେକ ପ୍ରକାରର କର୍କଟର ସମ୍ମୁଖିନ ହୋଇଥାନ୍ତି। ଏଭଳି ପରିସ୍ଥିତିରେ, କର୍କଟ ଦିବସ ଅବସରରେ, ମହିଳାମାନଙ୍କଠାରେ ହେଉଥିବା ଏହି ପ୍ରମୁଖ କର୍କଟ ବିଷୟରେ ଜାଣିବା ଏବଂ ଏନେଇ କେଉଁସବୁ ଯୋଗାସନ କଲେ ଫଳ ମିଳିବ ଜାଣିବା।
ସମସ୍ତେ ଲମ୍ବା ଏବଂ ମୋଟା ଚୁଟି ଚାହାଁନ୍ତି। କିନ୍ତୁ ଖରାପ ଜୀବନଶୈଳୀ ଏବଂ ପ୍ରଦୂଷଣ ଚୁଟି ଉପରେ ନକାରାତ୍ମକ ପ୍ରଭାବ ପକାଏ। ପ୍ରାୟତଃ ଲୋକମାନେ ଚୁଟି ଝଡ଼ିବା, ଚୁଟି ନ ବଢିବା ଏବଂ ଦୁର୍ବଳ ଓ ଶୁଖିଲା ଚୁଟିର ଅଭିଯୋଗ କରନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ଆସନ୍ତୁ କିଛି ସହଜ ଉପାୟ ଜାଣିବା।
ଯୋଗ ଛାତିର ମାଂସପେଶୀକୁ ମଜବୁତ କରେ ଏବଂ ଛାତିର ଆକାରକୁ ବଢାଇଥାଏ। ଏହା ସହିତ କାନ୍ଧ ଶକ୍ତିଶାଳୀ ହୁଏ ଏବଂ ଶ୍ୱାସକ୍ରିୟାରେ ଉନ୍ନତି ହୁଏ। ତେବେ ଆସନ୍ତୁ ଏହି ସବୁ ଯୋଗାସନ ବିଷୟରେ ଜାଣିନେବା।
ଯଦି ଆପଣ ଫିଟ୍ ଏବଂ ପାଇନ୍ ରହିବାକୁ ଚାହାଁନ୍ତି ତେବେ ନିଶ୍ଚିତ ଭାବରେ ଯୋଗ ଅଭ୍ୟାସ କରନ୍ତୁ। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ ଆପଣଙ୍କୁ ଅଲଗା ସମୟ ବାହାର କରିବାକୁ ପଡିବ ନାହିଁ। କେବଳ ଯିଆ-ଆସିବା ଏବଂ ଆପଣଙ୍କର ଦୈନନ୍ଦିନ କାମ କରିବା ଭିତରେ କିଛି ସହଜ ଯୋଗାସନ କରାଯାଇପାରିବ।