ଏହି ଭଡିଓ ପୋଷ୍ଟ ହେବାପରେ ୟୁଜର୍ସ ଏହାକୁ ନେଇ ଅନେକ ପ୍ରତିକ୍ରୟା ରଖିଛନ୍ତି। ଘର ଭିତରେ ଏପରି ଚାର୍ଜ କରିବା ଅନୁଚିତ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି।
ଅଲ୍ଟ୍ରାଭାଓଲେଟ୍ F77 ଇଲେକ୍ଟ୍ରିକ୍ ବାଇକ୍ ତିନୋଟି ବିକଳ୍ପରେ ଉପଲବ୍ଧ - ଏୟାରଷ୍ଟ୍ରାଇକ୍, ଲେଜର ଏବଂ ସାଡୋ ।
ନୂଆ ଟୋକ୍ନୋଲୋଜି ସହ ଏକାସାଙ୍ଗେ ୧୫ ମିଲିୟନ ଇ-ବାଇକ୍କୁ ବଜାରକୁ ଛାଡିବ ମାଟର୍ କମ୍ପାନୀ ।
ଏବେ ତେଲ ଦର ଯେତେ ବଢିଲେ ବି ଚିନ୍ତା ନାହିଁ । ପେଟ୍ରୋଲରେ ନୁହେଁ ବ୍ୟାଟେରୀରେ ଚାଲୁଛି ପଲସର୍ ବାଇକ ।୧୫ବର୍ଷ ପୁରୁଣା ଏହି ପଲସର୍କୁ ଇ ବାଇକରେ ପରିଣତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁରର ଅକ୍ଷୟ ଦାସ ।