ଛାତ୍ରବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବା ବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ରେ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି।
ଯେଉଁମାନେ ଓଡ଼ିଶାରେ UG, PG, ବୈଷୟିକ/ବୃତ୍ତିଗତ ପାଠ୍ୟକ୍ରମ ପଢ଼ୁଥିବେ ସେମାନେ ‘ଓଡ଼ିଶା ମୁଖ୍ୟମନ୍ତ୍ରୀ ମେଧାବୀ ଛତ୍ର ପ୍ରୋତ୍ସାହନ ଯୋଜନା’ ପାଇପାରିବେ ।
ଜାଲ୍ ଜାତି ଓ ଆୟ ପ୍ରମାଣପତ୍ର ମାଧ୍ୟମରେ ଛାତ୍ରବୃତ୍ତି ହଡପ୍ । ନକଲି ବା ଭୂତ ଛାତ୍ରଛାତ୍ରୀଙ୍କ ନାଁ ରେ ସମଗ୍ର ରାଜ୍ୟରେ 3 କୋଟି 42 ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଛି।
ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଆରମ୍ଭ ହେବ ଫାଇନାନ୍ ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ।
ଅଭିଯୁକ୍ତ ଆଦିବାସୀ ଛାତ୍ରୀଙ୍କୁ ଟାର୍ଗେଟ୍ କରୁଥିଲା। ଛାତ୍ରବୃତ୍ତି ନାଁରେ ସ୍ୱର ବଦଳାଇ କଲ୍ କରି ନିଛାଟିଆ ଜାଗାକୁ ଡାକୁଥିଲା। ସେଠାରେ ପହଞ୍ଚିବା ପରେ ମାଡାମଙ୍କ ପୁଅର ପରିଚୟ ଦେଇ ବାଇକ୍ରେ ନେଇ ଦୁଷ୍କର୍ମ କରୁଥିଲା।
ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ନୂଆ କରି କଲେଜରେ ପାଠ ପଢ଼ୁଥିବା +2 ପିଲାଙ୍କୁ ମିଳିବନି ‘ନୂଆ-ଓ’ ଛାତ୍ରବୃତ୍ତି ! +3 ଓ ପିଜି ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତି ଆକାରରେ ବାର୍ଷିକ ଛାତ୍ରମାନଙ୍କୁ ୯ ହଜାର ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର ।
ଗୋଟିଏ ସମୟରେ ୧୫ଟି ଚିତ୍ରର ଫଟୋ ଆଙ୍କିବା ପ୍ରକୃତରେ ଏକ ଚମତ୍କାର କଳା ଠାରୁ ଢେର୍ ଅଧିକ।
୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ହାର ପୂର୍ବ ଥର ୨୦୧୫ ମସିହାରେ ବୃଦ୍ଧି କରାଯାଇଥିଲା ।
ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ ମାଗଣାରେ ଦିଆଯିବ । ଭିଡିଓରୁ ଜାଣନ୍ତୁ କେଉଁମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ |