• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hit And Run Case

Car hit several people on Wednesday
ସାମନାକୁ ଆସିଲା ଗାଜିପୁର ହିଟ୍ ଆଣ୍ଡ ରନ୍ ମାମଲାର ଭିଡିଓ; ହଠାତ୍ ଧକ୍କା ଦେଇ ଚମ୍ପଟ ମାରିଲା

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

Police
ପୋଲିସର ନୀରବତାରେ ତାଜୁବ ଅଭିଯୋଗକାରୀ

ଇନଫୋସିଟି ଥାନା ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ପାଟି ଚୁପ୍ ... ମାମଲା ନେଇ ମୁହଁ ଖୋଲୁନି କମିଶନରେଟ ପୋଲିସ ... ପୋଲିସର ନୀରବତା ଦେଖି ତାଜୁବ ଅଭିଯୋଗକାରୀ ... ଗତ ଜାନୁଆରୀ ୩୧ରେ ଇନଫୋସିଟି ଥାନା ହିଟ୍ ଆଣ୍ଡ ରନ୍ ମାମଲାରେ ତଦନ୍ତ ଆଗକୁ ବଢିନଥିବା ଅଭିଯୋଗ ହୋଇଛି..

Delhi Hit And Run Case
ରାସ୍ତାରେ ଗାଡ଼ି ଅଟକାଇ ଚେକିଂ କରୁଥିଲେ କନଷ୍ଟେବଲ୍‌, ଫୁଲ୍‌ ସ୍ପିଡ୍‌ରେ ଆସି ଧକ୍କା ଦେଲା ଏସୟୁଭି କାର୍‌...

କନଷ୍ଟେବଲଙ୍କୁ ଧକ୍କା ଦେଇ ଫେରାର୍ ମାରିଲା କାର୍ ଡ୍ରାଇଭର । ଚେକ୍‌ ପୋଷ୍ଟରେ ଥିବା ଏକ ଗାଡ଼ି ନିକଟରେ ଛିଡ଼ା ହୋଇ ଚେକିଂ କରୁଥିଲେ କନଷ୍ଟେବଲ ।

Hit and Run
ରାଜଧାନୀ ହିଟ୍‌ ଆଣ୍ଡ ରନ୍ ମାମଲା: ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କଲା ପୋଲିସ

ସୂଚନା ଅନୁସାରେ ବିକାଶ୍ ପାଲ୍ ଚଲାଉଥିବା କାର୍ ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା।

8 dead after car plows into crowd outside migrant shelter in Texas
ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ, ଫୁଲ୍‌ ସ୍ପିଡ୍‌ରେ ଆସି ଲୋକଙ୍କ ଉପରେ ମାଡ଼ିଗଲା କାର୍‌...

ଶରଣାର୍ଥୀ ଶିବିର ବାହାରେ ବସ୍‌ ଷ୍ଟପେଜ୍‌ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଏସ୍‌ୟୁଭି କାର୍‌ ମାଡ଼ିଯିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

Man Dies In Delhi Hit-And-Run
ଫୁଲ୍‌ ସ୍ପିଡ୍‌ରେ କାର୍‌ରେ ଆସି ଧକ୍କା ଦେଲେ, ୩ କି.ମି. ଯାଏ ସେମିତି କାର୍‌ ଛାତ ଉପରେ ପଡ଼ିଥିଲେ ଯୁବକ...

ଗାଡ଼ି ଧକ୍କାରେ ଜଣେ ଛିଟିକି ହୋଇ କିଛି ଦୂରରେ ପଡ଼ିଥିବା ବେଳେ ଆଉ ଜଣେ କାର୍‌ ଛାତ ଉପରେ ଯାଇ ପଡ଼ିଥିଲେ। ଏଭଳି ସ୍ଥିତିରେ କାର୍‌କୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭର ସେମିତି ଗାଡ଼ି ଚଲାଇ କିଛି କି.ମି. ପର୍ଯ୍ୟନ୍ତ ଯାଇଥିଲେ।

Container driver dragged the car for 4 kms
ନିଶାରେ ଉବୁଟୁବୁ ଡ୍ରାଇଭର: ଫୁଲ୍‌ ସ୍ପିଡ୍‌ରେ ଆସିଲେ, ଫିଲ୍ମ ଷ୍ଟାଇଲରେ କାର୍‌କୁ ଘୋଷାଡ଼ି ନେଇ ପଳାଇଲେ...

ନିଶାରେ ଉବୁଟୁବୁ ଜଣେ କଣ୍ଟେନର ଡ୍ରାଇଭର ଏକ କାର୍‌କୁ ରାସ୍ତାରେ ୪ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି।ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Speeding Car drags bike for 3 kms in Gurugram video goes viral
Viral Video: ଫୁଲ୍‌ ସ୍ପିଡ୍‌ରେ ଆସି ବାଇକ୍‌କୁ ଧକ୍କା ଦେଇ ୩ କି.ମି.ଘୋଷାଡ଼ି ନେଲା କାର୍‌...

ଦ୍ରୁତ ଗତିରେ ଏକ କାର୍‌ ଆସି ରାସ୍ତାକଡ଼ରେ ରଖା ଯାଇଥିବା ବାଇକ୍‌କୁ ଧକ୍କା ଦେଇ ୩ କି.ମି.ରୁ ଅଧିକ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଯଦିଓ ଏହି ଘଟଣାରେ ବାଇକ୍‌ ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ହେଲେ ବାଇକ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

Delhi Car Horror
ଦିଲ୍ଲୀ ସୁଲତାନପୁରୀ ହିଟ୍ ଆଣ୍ଡ ରନ୍ ମାମଲା : ୫ ଅଭିଯୁକ୍ତଙ୍କ ସହ ଆଉ ଦୁଇ ଜଣଙ୍କ ରହିଛି ସମ୍ପୃକ୍ତି

ସିସିଟିଭି ଫୁଟେଜ ଖୋଲୁଛି ନୂଆ ନୂଆ ରହସ୍ୟ, ପୁରା ତଦନ୍ତରେ ପୋଲିସର ୧୮ଟି ଟିମ୍ ନିୟୋଜିତ

Delivery Boy Dies After Car Hits, Drags Him For 500 Metres
ଆଉ ଏକ ଛାତିଥରା ଦୁର୍ଘଟଣା: ଗାଡ଼ିକୁ ଧକ୍କା ଦେବା ପରେ Swiggy ବୟଙ୍କୁ ୫୦୦ ମିଟର ଘୋଷାଡ଼ି ନେଲା କାର୍‌...

ଜଣେ ଡେଲିଭରୀ ବୟଙ୍କ ଗାଡ଼ିକୁ ଏକ କାର୍‌ ଧକ୍କା ଦେବା ସହ ତାଙ୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। ସାରା ଦେଶରେ ନୂଆବର୍ଷ ସେଲିବ୍ରେସନ୍‌ ଚାଲି ଥିବାବେଳେ ଦିଲ୍ଲୀରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା।

Anjali's Friend Describes About Delhi Car Horror Case
‘ସେ ଚିତ୍କାର କରୁଥିଲେ, ଡ୍ରାଇଭର ଏହା ଜାଣିଥିଲେ...’ କାଳରାତିର କାହାଣୀ କହିଲେ ଅଞ୍ଜଳିଙ୍କ ସାଙ୍ଗ

ଦିଲ୍ଲୀ ସୁଲତାନପୁରୀରେ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ଖୁଲାସା ହୋଇଛି।

CCTV Shows Delhi Woman Was With Friend But Fled After Accident
ସାମ୍ନାକୁ ଆସିଲା CCTV ଫୁଟେଜ୍‌: ରାସ୍ତା ଉପରେ ଛଟପଟ ହେଉଥିଲେ ଅଞ୍ଜଳି, ଛୁ’ ମାରିଥିଲା ସାଙ୍ଗ...

ଦିଲ୍ଲୀ ସୁଲତାନପୁରୀର କଞ୍ଜାୱାଲା ଅଞ୍ଚଳରେ ହୋଇଥିବା ଭୟଙ୍କର ଦୁର୍ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଦୁର୍ଘଟଣା ବେଳେ ଅଞ୍ଜଳି ସିଂଙ୍କ ସହ ତାଙ୍କର ସାଙ୍ଗ ଥିଲେ।

20-yr-old Dies After Being Dragged By Car For Over 4 Kms
ଦିଲ୍ଲୀରେ ମହିଳାଙ୍କୁ ୪ କିମି ଘୋଷାଡ଼ି ନେଲା ଚଳନ୍ତା କାର

ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।

4 Killed As Speeding Truck Mowed Down Them While Sleeping On Road Divider
ଫୁଟ୍‌ଫାଥ୍‌ରେ ଶୋଇଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୪ ମୃତ

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ  ଦ୍ରୁତ ବେଗରେ ଏକ ଟ୍ରକ୍ ଆସି ଡିଭାଇଡର୍‌ ଉପରେ ଶୋଇଥିବା ୬ ଜଣ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।