ସ୍କୁଲ ଯିବା ବେଳେ ୩ ଜଣଙ୍କୁ ଚାପି ଦେଇ ପଳାଇଲା ଟ୍ରକ। କେନ୍ଦୁଝର ଯୋଡା ଥାନା DAV ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଡିଏଭି ସ୍କୁଲର ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ହୋଇଛି।
ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଡାକ୍ତରଙ୍କ ଚଞ୍ଚକତା ନେଇ ସାଂଘାତିକ ଦିଗ ସାମ୍ନାକୁ ଆସିଛି । ଅଭିଯୁକ୍ତ ନାବାଳର ରକ୍ତ ନମୂନା ପରୀକ୍ଷା ବେଳେ ବଡ଼ ଧରଣର ଚଞ୍ଚକତା କରାଯାଇଥିବା ଅଭିଯୋଗରେ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
ଇନଫୋସିଟି ଥାନା ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ପାଟି ଚୁପ୍ ... ମାମଲା ନେଇ ମୁହଁ ଖୋଲୁନି କମିଶନରେଟ ପୋଲିସ ... ପୋଲିସର ନୀରବତା ଦେଖି ତାଜୁବ ଅଭିଯୋଗକାରୀ ... ଗତ ଜାନୁଆରୀ ୩୧ରେ ଇନଫୋସିଟି ଥାନା ହିଟ୍ ଆଣ୍ଡ ରନ୍ ମାମଲାରେ ତଦନ୍ତ ଆଗକୁ ବଢିନଥିବା ଅଭିଯୋଗ ହୋଇଛି..
କନଷ୍ଟେବଲଙ୍କୁ ଧକ୍କା ଦେଇ ଫେରାର୍ ମାରିଲା କାର୍ ଡ୍ରାଇଭର । ଚେକ୍ ପୋଷ୍ଟରେ ଥିବା ଏକ ଗାଡ଼ି ନିକଟରେ ଛିଡ଼ା ହୋଇ ଚେକିଂ କରୁଥିଲେ କନଷ୍ଟେବଲ ।
ସୂଚନା ଅନୁସାରେ ବିକାଶ୍ ପାଲ୍ ଚଲାଉଥିବା କାର୍ ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା।
ଶରଣାର୍ଥୀ ଶିବିର ବାହାରେ ବସ୍ ଷ୍ଟପେଜ୍ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଏସ୍ୟୁଭି କାର୍ ମାଡ଼ିଯିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଗାଡ଼ି ଧକ୍କାରେ ଜଣେ ଛିଟିକି ହୋଇ କିଛି ଦୂରରେ ପଡ଼ିଥିବା ବେଳେ ଆଉ ଜଣେ କାର୍ ଛାତ ଉପରେ ଯାଇ ପଡ଼ିଥିଲେ। ଏଭଳି ସ୍ଥିତିରେ କାର୍କୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭର ସେମିତି ଗାଡ଼ି ଚଲାଇ କିଛି କି.ମି. ପର୍ଯ୍ୟନ୍ତ ଯାଇଥିଲେ।
ନିଶାରେ ଉବୁଟୁବୁ ଜଣେ କଣ୍ଟେନର ଡ୍ରାଇଭର ଏକ କାର୍କୁ ରାସ୍ତାରେ ୪ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି।ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଦ୍ରୁତ ଗତିରେ ଏକ କାର୍ ଆସି ରାସ୍ତାକଡ଼ରେ ରଖା ଯାଇଥିବା ବାଇକ୍କୁ ଧକ୍କା ଦେଇ ୩ କି.ମି.ରୁ ଅଧିକ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଯଦିଓ ଏହି ଘଟଣାରେ ବାଇକ୍ ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ହେଲେ ବାଇକ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
ସିସିଟିଭି ଫୁଟେଜ ଖୋଲୁଛି ନୂଆ ନୂଆ ରହସ୍ୟ, ପୁରା ତଦନ୍ତରେ ପୋଲିସର ୧୮ଟି ଟିମ୍ ନିୟୋଜିତ
ଜଣେ ଡେଲିଭରୀ ବୟଙ୍କ ଗାଡ଼ିକୁ ଏକ କାର୍ ଧକ୍କା ଦେବା ସହ ତାଙ୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। ସାରା ଦେଶରେ ନୂଆବର୍ଷ ସେଲିବ୍ରେସନ୍ ଚାଲି ଥିବାବେଳେ ଦିଲ୍ଲୀରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା।
ଦିଲ୍ଲୀ ସୁଲତାନପୁରୀରେ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ଖୁଲାସା ହୋଇଛି।
ଦିଲ୍ଲୀ ସୁଲତାନପୁରୀର କଞ୍ଜାୱାଲା ଅଞ୍ଚଳରେ ହୋଇଥିବା ଭୟଙ୍କର ଦୁର୍ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଦୁର୍ଘଟଣା ବେଳେ ଅଞ୍ଜଳି ସିଂଙ୍କ ସହ ତାଙ୍କର ସାଙ୍ଗ ଥିଲେ।
ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଦ୍ରୁତ ବେଗରେ ଏକ ଟ୍ରକ୍ ଆସି ଡିଭାଇଡର୍ ଉପରେ ଶୋଇଥିବା ୬ ଜଣ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।