• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ରାତ୍ରି ୧୦.୪୧ ଗତେ ବୃଷ,ତିଥି- ୫ମୀ ରାତ୍ରି ୧୧.୨୬ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୧୦.୪୧ ଗତେ ବିଛା ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ଦିବା ୦୪.୫୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭ ସମୟ:

ପ୍ରାତଃ-୦୫.୫୯ ରୁ ୦୭.୩୪

ଦିବା-୧୦.୪୪ ରୁ ୦୧.୦୭

ରାତ୍ରି- ୦୨.୪୪ ରୁ ୦୩.୩୩

ଅଧିକ ପଢ଼ନ୍ତୁ: ଗୃହର ସମ୍ମୁଖରେ ମନ୍ଦିର ଥିଲେ ନାନା ସମସ୍ୟାରେ ଘାଣ୍ଟି ହୋଇଥାଆନ୍ତି ଗୃହବାସୀ, ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ରାହୁକାଳ - ଦିବା ୦୧.୨୫ ରୁ ୦୨.୫୪

କାଳବେଳା- ଦିବା ୦୨.୫୪ ରୁ ୦୪.୨୩

ବାରବେଳା- ଦିବା ୦୪.୨୩ ରୁ ୦୫.୫୨

କାଳରାତ୍ରି- ରାତ୍ରି ୧୧.୫୫ ରୁ ୦୧.୨୬