/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି- ୨ୟା ରାତ୍ରି ୧୨.୦୯ ଗତେ ୩ୟା । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୧.୨୨ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୨.୦୯ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ
ଦିବା- ୧୦.୩୧ ରୁ ୦୧.୦୮
ରାତ୍ରି- ୦୮.୧୬ ରୁ ୧୦.୪୪
ରାତ୍ରି- ୧୨.୨୩ ରୁ ୦୨.୦୨
ରାତ୍ରି- ୦୨.୫୧ ରୁ ୦୪.୩୦
ଅଶୁଭ ସମୟ
ରାହୁକାଳ- ଦିବା ୦୯.୦୪ ରୁ ୧୦.୩୧
କାଳବେଳା- ପ୍ରାତଃ ୦୬.୦୯ ରୁ ୦୭.୩୭
ଦିବା ୦୪.୨୦ ରୁ ୦୫.୪୮
ବାରବେଳା- ଦିବା ୦୧.୨୬ ରୁ ୦୨.୫୩
କାଳରାତ୍ରି- ସନ୍ଧ୍ୟା ୦୫.୪୮ ରୁ ୦୭.୨୦
ନିଶାନ୍ତ ୦୪.୩୬ ରୁ ୦୬.୦୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)