• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: One Nation One Election

BJDs Stand On One Nation One Election
ବିଜେଡି ତଣ୍ଟିରେ ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ କଣ୍ଟା

ଏବେ ଦୋଛକିରେ ବିଜେଡି । ଅସ୍ପଷ୍ଟ ଆଭିମୁଖ୍ୟରୁ ଆହୁରି ଅଡୁଆ ଭିତରକୁ ଠେଲି ହେଇଯାଉଛି ଦଳ । ୱାନ୍ ନେସନ ୱାନ୍ ଇଲେକସନ୍ ବିଲକୁ ନେଇ ନବୀନ ଚୁପ୍, କିନ୍ତୁ ବିଧାନସଭାରେ ରାଜା ସ୍ୱାଇଁଙ୍କ ତୀବ୍ର ବିରୋଧ । ଏଭିତରେ ଜେପିସିରେ ସ୍ଥାନ ପାଇ ଗର୍ବିତ ବୋଲି ସାଂସଦ ମାନସ ମଙ୍ଗରାଜଙ୍କ ସୋସିଆଲ ମିଡିଆ ପୋଷ୍ଟ, ଦ୍ୱନ୍ଦ୍ୱକୁ ଅଧିକ ବଢ଼ାଇ ଦେଇଛି । 

BJD's Stand On One Nation One Election
BJD's Stand On One Nation One Election: ବିଜେଡି ତଣ୍ଟିରେ ଲାଗିଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ କଣ୍ଟା; ଦଳକୁ ଅକଳକୁ ଠେଲୁଛି ମୁଖିଆଙ୍କ ନୀରବତା

ୱାନ୍ ନେସନ୍ ୱାନ୍ ଇଲେକସନ୍ ପ୍ରସଙ୍ଗରେ ଦୁଇ ଫାଳ ବିଜେଡି। ଗୋଟିଏ ପଟେ ସଂସଦରେ ଷ୍ଟାଣ୍ଡକୁ ନେଇ ଦଳପତି ଚୁପ୍। ଏପଟେ ଆଭିମୁଖ୍ୟରେ ଅସ୍ପଷ୍ଟତାକୁ ନେଇ ବର୍ଷିଲେଣି ଏବେ ଯାଏଁ ମୁଖିଆଙ୍କ ନିଷ୍ପତ୍ତିକୁ ସୁରକ୍ଷା ଦେଇ ଆସୁଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। 

ଏକକ ନିର୍ବାଚନ ଜେପିସିରେ ବିଲ୍‌
Video: ଲୋକସଭାରେ ଆଗତ ହେଲା 'ୱାନ୍ ନେସନ୍ ୱାନ୍ ଇଲେକ୍ସନ' ବିଲ୍

ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବାକୁ, ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୪ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍, ୨୦୨୪ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର।

ଏକକ ନିର୍ବାଚନ ଜେପିସିରେ ବିଲ୍‌
One Nation One Election: ଏକକ ନିର୍ବାଚନ ପାଇଁ ପ୍ରଥମ ପାଦ, ଲୋକସଭାରେ ଆଗତ ହେଲା 'ୱାନ୍ ନେସନ୍ ୱାନ୍ ଇଲେକ୍ସନ' ବିଲ୍

ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବାକୁ, ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୪ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍, ୨୦୨୪ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର।

One nation One Election Bill
One Nation One Election Bill: ଲୋକସଭାରେ ଆଗତ ହେଲା ‘ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌’; କଂଗ୍ରେସର ଜୋରଦାର ବିରୋଧ

ବିଲ୍ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବିଲ୍‌ ଉପରେ ଚାଲିଛି ବିତର୍କ । ବିରୋଧୀ କଂଗ୍ରେସର ଜୋରଦାର ବିରୋଧ ।

One Nation, One Election
One Nation, One Election: ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ!

କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଖୁବ୍ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ଏହି ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ବିଲ୍। 

ଆସିବ ଏକକ ନିର୍ବାଚନ ବିଲ୍‌
One Nation One Election: ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଆସିପାରେ ୱାନ୍ ନେସନ୍‌-ୱାନ୍‌ ଇଲେକ୍ସନ ବିଲ୍

ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ସହ ଅତିକମରେ ୬ଟି ବିଧେୟକ ପାସ୍ ହେବ । ବିଜେପି ନେତୃତ୍ୱାଧୀନ NDA ପାଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ରହିଛି । କିନ୍ତୁ ସାମ୍ବିଧାନିକ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।

Narendra Modi On UCC
‘ୱାନ୍ ନେସନ୍ ୱାନ୍ ଇଲେକ୍ସନ ଦିଗରେ କାମ କରୁଛୁ, ଏହା ଦେଶକୁ ମଜଭୁତ କରିବ’

‘ଗୋଟିଏ ରାଷ୍ଟ୍ର ଗୋଟିଏ ପରିଚୟ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ସ୍ୱାସ୍ଥ୍ୟ ବୀମା’ର ସଫଳତା ପରେ ସରକାର ଏବେ 'ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ' ଏବଂ 'ଗୋଟିଏ ରାଷ୍ଟ୍ର, ଗୋଟିଏ ଧର୍ମନିରପେକ୍ଷ ସିଭିଲ୍ କୋଡ୍' ଲାଗୁ କରିବା ପରେ ଧ୍ୟାନ ଦେଉଛନ୍ତି ।

One Nation One Election
ୱାନ୍ ନେସନ୍ ୱାନ୍ ଇଲେକ୍ସନକୁ କ୍ୟାବିନେଟ୍ ମଂଜୁରୀ

ଦେଶରେ ଦୁଇଟି ପର୍ଯ୍ୟାୟରେ ହେଉ ନିର୍ବାଚନ। ପ୍ରଥମେ ଏକକାଳୀନ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ତାର ଶହେ ଦିନ ଭିତରେ ସମସ୍ତ ପୌରାଞ୍ଚଳ ଏବଂ ପଂଚାୟତ ନିର୍ବାଚନ କରାଯାଉ।

One Nation One Election
ୱାନ୍ ନେସନ୍ ୱାନ୍ ଇଲେକ୍ସନକୁ କ୍ୟାବିନେଟ୍ ମଂଜୁରୀ, ଶୀତ ଅଧିବେଶନରେ ଉପସ୍ଥାପନ ହେବ ବିଲ୍

ଦେଶରେ ଦୁଇଟି ପର୍ଯ୍ୟାୟରେ ହେଉ ନିର୍ବାଚନ। ପ୍ରଥମେ ଏକକାଳୀନ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ତାର ଶହେ ଦିନ ଭିତରେ ସମସ୍ତ ପୌରାଞ୍ଚଳ ଏବଂ ପଂଚାୟତ ନିର୍ବାଚନ କରାଯାଉ।

 One Nation One Election
ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ରିପୋର୍ଟକୁ ମଂଜୁର କରିଛି କେନ୍ଦ୍ର କ୍ୟାବିନେଟ । 

One Nation One Election
ଏଥର କ୍ୟାବିନେଟରେ ଆସିପାରେ ‘ୱାନ ନେସନ୍ ୱାନ୍ ଇଲେକସନ୍’ ରିପୋର୍ଟ

ଆସନ୍ତା ସପ୍ତାହେ ଓ ଦୁଇ ସପ୍ତାହ ଭିତରେ କେନ୍ଦ୍ର କ୍ୟାବିନେଟକୁ ଏହି ରିପୋର୍ଟ ପ୍ରଦାନ କରିବାକୁ ଆଇନ ମନ୍ତ୍ରଣାଳୟ ଯୋଜନା କରିଛି। ଗତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ସାରା ଦେଶରେ ଏକକାଳୀନ ନିର୍ବାଚନ ସମ୍ଭାବ୍ୟତା ଉପରେ ଆଲୋଚନା ପାଇଁ ୮ ଜଣିଆ କମିଟି ନିଯୁକ୍ତ କରିଥିଲେ।

One Nation One Election
ଏକକ ନିର୍ବାଚନ: ରାଷ୍ଟ୍ରପତିଙ୍କୁ ୧୮ ହଜାର ପୃଷ୍ଠାର ରିପୋର୍ଟ ପ୍ରଦାନ କଲେ ରାମନାଥ କୋବିନ୍ଦ

୧୮ ହଜାର ୬୨୬ ପୃଷ୍ଠାର ବିଶିଷ୍ଟ ଦୀର୍ଘ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । କମିଟି ଗଠନର ୧୯୧ ଦିନ ପରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛି ।

Cost Of One Nation, One Election
ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ: ପ୍ରତି ୧୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି

ଏକା ସଙ୍ଗରେ ନିର୍ବାଚନ ହେଲେ ୪୬ ଲକ୍ଷ ୭୫ ହଜାର ଶହେଟି ବାଲଟ୍ ୟୁନିଟ୍, ୩୩ ଲକ୍ଷ ୬୩ ହଜାର ୩ ଶହଟି କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬ ଲକ୍ଷ ୬୨ ହଜାର ୬ ଶହଟି ଭିଭିପାଟ୍ ଆବଶ୍ୟକ ପଡିବ।

One Nation One Election
ଏକା ସଙ୍ଗେ ନିର୍ବାଚନ ହେଲେ, ଲୋଡ଼ା ୩୦ ଲକ୍ଷ EVM ! ପ୍ରସ୍ତୁତ କରିବାକୁ ଲାଗିବ ଦେଢ଼ ବର୍ଷ

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଯଦି ଭାରତରେ ଏକକ ନିର୍ବାଚନ କରାଯାଏ ତେବେ ନିର୍ବାଚନ କମିଶନଙ୍କୁ ୩୦ ଲକ୍ଷ ଇଭିଏମ୍‌ ଆବଶ୍ୟକ ହେବ ।

‘One Nation, One Election’
ଆସନ୍ତା ୨୩ ରେ ‘ୱାନ ନେସନ ୱାନ ଇଲେକସନ’ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର ଆସିଥିବା ବେଳେ ବଡ଼ ସୂଚନା ଦେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୩ରେ ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ।

‘One Nation One Election’
‘ୱାନ୍ ନେସନ ୱାନ୍ ଇଲେକ୍ସନ୍’; ରାମନାଥଙ୍କୁ ଦାୟିତ୍ୱ ମିଳିବା ପରେ ବଢିଲା ଚର୍ଚ୍ଚା

‘ୱାନ୍ ନେସନ ୱାନ୍ ଇଲେକ୍ସନ୍’ କୁ ନେଇ ସବୁଠି ଚର୍ଚ୍ଚା । ମୋଦି ସରକାରର ତୃତୀୟ ସ୍ୱତନ୍ତ୍ର ଅଧିବେସନକୁ ନେଇ ସସ୍‌ପେନ୍ସ ବଢୁଛି । କାରଣ ଏଯାଏଁ ଏଜେଣ୍ଡା ଘୋଷଣା ହୋଇନି । ଦେଶରେ ଏକକ ନିର୍ବାଚନ ଲାଗି କେନ୍ଦ୍ର କସରତ କରୁଥିବା ବେଳେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ନେଇ ଆଲୋଚନା କରାଯାଇପାରେ ବୋଲି ସମ୍ୱିଧାନ ବିଶାରଦଙ୍କ ମତ । ଅନ୍ୟପଟେ ଆଗୁଆ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ବି ଝଡ଼ ଦେଖାଦେଲାଣି ।

One Nation-one Election
‘ୱାନ୍ ନେସନ ୱାନ୍ ଇଲେକ୍ସନ୍’; ରାମନାଥଙ୍କୁ ଦାୟିତ୍ୱ ମିଳିବା ପରେ ବଢିଲା ଚର୍ଚ୍ଚା

ସେପ୍ଟେମ୍ୱର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେସନ। ୱାନ ନେସନ ୱାନ୍ ଇଲେକସନ୍ ବା ଏକକ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା। ଖୋରାକ ଯୋଗାଇଲା କେନ୍ଦ୍ର ପକ୍ଷରୁ ଗଠିତ ଏ ସଂକ୍ରାନ୍ତୀୟ ସ୍ୱତନ୍ତ୍ର କମିଟି ।

One nation one election
ଜୋର୍‌ ଧରୁଛି ଆଗୁଆ ନିର୍ବାଚନ ଚର୍ଚ୍ଚା ! ଏକକ ନିର୍ବାଚନ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି

‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ।