• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: One Nation One Election

One Nation One Election
ଏକକ ନିର୍ବାଚନ: ରାଷ୍ଟ୍ରପତିଙ୍କୁ ୧୮ ହଜାର ପୃଷ୍ଠାର ରିପୋର୍ଟ ପ୍ରଦାନ କଲେ ରାମନାଥ କୋବିନ୍ଦ

୧୮ ହଜାର ୬୨୬ ପୃଷ୍ଠାର ବିଶିଷ୍ଟ ଦୀର୍ଘ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । କମିଟି ଗଠନର ୧୯୧ ଦିନ ପରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛି ।

Cost Of One Nation, One Election
ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ: ପ୍ରତି ୧୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି

ଏକା ସଙ୍ଗରେ ନିର୍ବାଚନ ହେଲେ ୪୬ ଲକ୍ଷ ୭୫ ହଜାର ଶହେଟି ବାଲଟ୍ ୟୁନିଟ୍, ୩୩ ଲକ୍ଷ ୬୩ ହଜାର ୩ ଶହଟି କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬ ଲକ୍ଷ ୬୨ ହଜାର ୬ ଶହଟି ଭିଭିପାଟ୍ ଆବଶ୍ୟକ ପଡିବ।

One Nation One Election
ଏକା ସଙ୍ଗେ ନିର୍ବାଚନ ହେଲେ, ଲୋଡ଼ା ୩୦ ଲକ୍ଷ EVM ! ପ୍ରସ୍ତୁତ କରିବାକୁ ଲାଗିବ ଦେଢ଼ ବର୍ଷ

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଯଦି ଭାରତରେ ଏକକ ନିର୍ବାଚନ କରାଯାଏ ତେବେ ନିର୍ବାଚନ କମିଶନଙ୍କୁ ୩୦ ଲକ୍ଷ ଇଭିଏମ୍‌ ଆବଶ୍ୟକ ହେବ ।

‘One Nation, One Election’
ଆସନ୍ତା ୨୩ ରେ ‘ୱାନ ନେସନ ୱାନ ଇଲେକସନ’ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର ଆସିଥିବା ବେଳେ ବଡ଼ ସୂଚନା ଦେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୩ରେ ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ।

‘One Nation One Election’
‘ୱାନ୍ ନେସନ ୱାନ୍ ଇଲେକ୍ସନ୍’; ରାମନାଥଙ୍କୁ ଦାୟିତ୍ୱ ମିଳିବା ପରେ ବଢିଲା ଚର୍ଚ୍ଚା

‘ୱାନ୍ ନେସନ ୱାନ୍ ଇଲେକ୍ସନ୍’ କୁ ନେଇ ସବୁଠି ଚର୍ଚ୍ଚା । ମୋଦି ସରକାରର ତୃତୀୟ ସ୍ୱତନ୍ତ୍ର ଅଧିବେସନକୁ ନେଇ ସସ୍‌ପେନ୍ସ ବଢୁଛି । କାରଣ ଏଯାଏଁ ଏଜେଣ୍ଡା ଘୋଷଣା ହୋଇନି । ଦେଶରେ ଏକକ ନିର୍ବାଚନ ଲାଗି କେନ୍ଦ୍ର କସରତ କରୁଥିବା ବେଳେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ନେଇ ଆଲୋଚନା କରାଯାଇପାରେ ବୋଲି ସମ୍ୱିଧାନ ବିଶାରଦଙ୍କ ମତ । ଅନ୍ୟପଟେ ଆଗୁଆ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ବି ଝଡ଼ ଦେଖାଦେଲାଣି ।

One Nation-one Election
‘ୱାନ୍ ନେସନ ୱାନ୍ ଇଲେକ୍ସନ୍’; ରାମନାଥଙ୍କୁ ଦାୟିତ୍ୱ ମିଳିବା ପରେ ବଢିଲା ଚର୍ଚ୍ଚା

ସେପ୍ଟେମ୍ୱର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେସନ। ୱାନ ନେସନ ୱାନ୍ ଇଲେକସନ୍ ବା ଏକକ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା। ଖୋରାକ ଯୋଗାଇଲା କେନ୍ଦ୍ର ପକ୍ଷରୁ ଗଠିତ ଏ ସଂକ୍ରାନ୍ତୀୟ ସ୍ୱତନ୍ତ୍ର କମିଟି ।

One nation one election
ଜୋର୍‌ ଧରୁଛି ଆଗୁଆ ନିର୍ବାଚନ ଚର୍ଚ୍ଚା ! ଏକକ ନିର୍ବାଚନ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି

‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ।