ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ / ବିଭାଗ ଏବଂ ଗଣମାଧ୍ୟମ ଏବଂ ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ର ନିୟମ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।
ଭାରତରେ ପ୍ରଚଳିତ ହେଉଥିବା ଏକାଧିକ ମ୍ୟାଟ୍ରିମୋନିଆଲ ଆପକୁ ପ୍ଲେଷ୍ଟୋରରୁ ହଟାଇ ଦେଇଛି ଗୁଗଲ୍।
ସାଇବର ସିକ୍ୟୁରିଟି ରିସର୍ଚ୍ଚ ଫର୍ମ ESET ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି ମୋଟ୍ ୧୨ଆପ୍ ଚିହ୍ନଟ ହୋଇଛି ଯେଉଁଥିରେ VajraSpy ନାମକ ଏକ ମାଲୱେୟାର ରହିଛି।
କେତେକ ହିଂସାତ୍ମକ(ବିପଦପୂର୍ଣ୍ଣ) କାର୍ଯ୍ୟକଳାପକୁ ଲକ୍ଷ ରଖି ଗୁଗୁଲ ନିକଟରେ ଅନେକଗୁଡିଏ(୨୨ଟି) ଆପ୍କୁ ହଟେଇ ଦେଇଛି। କୁହାଯାଉଛି ଯେ ଡିଭାଇସ୍ ବ୍ୟବହାର ନ ହେଉଥିଲେ ବି ଏହି ଆପ୍ ବିଜ୍ଞାପନ ଚଲେଇବାକୁ ସକ୍ଷମ ହୁଅନ୍ତି। ଡିଭାଇସ୍ରୁ ଏସବୁକୁ ଡିଲିଟ୍ କରିବାକୁ ପଡିବ।
ବିଜ୍ଞାପନ ନାଁରେ ବ୍ୟାକ୍ଗ୍ରାଉଣ୍ଡରେ ଅନେକ ୱେବ୍ସାଇଟ୍ ପେଜ୍ ଖୋଲୁଥିଲା । ଯାହାଫଳରେ ୟୁଜର୍ସମାନଙ୍କର ମୋବାଇଲରୁ ଅଧିକ ବ୍ୟାଟେରୀ ସରିବା ସହ ବିଭିନ୍ନ ଜରୁରୀ ଆପ୍ ଉପରେ ଏହାର ପ୍ରଭାବ ପଡ଼ୁଥିଲା ।
ଗୁଗୁଲ୍କୁ ଚିଠି ଲେଖି ଅବଗତ କଲା କ୍ରାଇମବ୍ରାଞ୍ଚ EOW । ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗୁଲକୁ ଚିଠି ।
ୟୁକ୍ରେନ ବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ରୁଷ୍ର ଏୟାର ଷ୍ଟ୍ରାଇକ୍ ପୂର୍ବରୁ ଆଣ୍ଡ୍ରୋଏଡ ମୋବାଇଲ ବ୍ୟବହାରକାରୀଙ୍କୁ ଗୁଗଲ ପକ୍ଷରୁ ଆକ୍ରମଣ ସମ୍ପର୍କରେ ଏକ ଆଲର୍ଟ ପଠାଯିବ ।
ଚଳିତ ବର୍ଷ ଦୀପାବଳିରେ ଗୁଗଲ୍ ୟୁଜର୍ସ ମାନଙ୍କ ପାଇଁ ଉପହାର ଆଣିଛି । ପ୍ଲେ-ଷ୍ଟୋରରେ ସବ୍ସ୍କ୍ରିପ୍ସନ୍ର ଫିରେ ୧୫ ପ୍ରତିଶତ କମିଶନ୍ ହ୍ରାସ କରିବାକୁ ଗୁଗଲ୍ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଗୁଗୁଲ ଏବଂ ଆପଲ୍ ଏକାସାଙ୍ଗରେ ଅନେକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯାହା ଦ୍ୱାରା ଉପଭୋକ୍ତାମାନେ ଏହି ଆପ୍ସ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ। ସୂଚନା ଅନୁଯାୟୀ, ଉପଭୋକ୍ତାଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍ରେ ୮,୧୩,୦୦୦ ରୁ ଅଧିକ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।