• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Relationship Tips

extra marital affairs even after marriage
Relationship Tips: ବିବାହ କରି ବି ଲୋକେ କାହିଁକି ରଖନ୍ତି ଅତିରିକ୍ତ ବୈବାହିକ ସମ୍ପର୍କ; ଜାଣନ୍ତୁ ୬ କାରଣ

ଅନେକ ଲୋକ ବିବାହ କରିଥିଲେ ବି ବାହାର ଶାରିରୀକ ସମ୍ପର୍କ ରଖନ୍ତି। ବିବାହ ପରେ ମଧ୍ୟ ଲୋକେ କାହିଁକି ଅତିରିକ୍ତ ବୈବାହିକ ସଂପର୍କ ରଖିବାକୁ ପସନ୍ଦ କରନ୍ତି ଆସନ୍ତୁ ଏହାର କିଛି ମୁଖ୍ୟ କାରଣ ଉପରେ ନଜର ପକାଇବେ।

Pink flag in relationship is warning sign
Relationship Tips: ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହେଉନି କି ଝଗଡା… ଭାଙ୍ଗିପାରେ ସଂପର୍କ

ଗୋଲାପୀ ପତାକା ସମ୍ପର୍କରେ ଥିବା ସମସ୍ୟାର ପ୍ରତୀକ। ଯଦି ଦମ୍ପତି ଠିକ୍ ସମୟରେ ଏହାକୁ ବୁଝିପାରନ୍ତି, ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିବାରୁ ରକ୍ଷା କରାଯାଇପାରିବ। ଏହା କ’ଣ ଆସନ୍ତୁ ଜାଣିବା…

Why are women nowadays adopting the principle of no marriage
Relationship Tips: ଆଜିକାଲି ମହିଳାମାନେ ଚାହୁଁ ନାହାନ୍ତି ବିବାହ; ଜାଣନ୍ତୁ ଏହା ପଛର ୫ କାରଣ

ଆଜିକାଲି ଖୁସିର ଅର୍ଥ ହେଉଛି ଆଜିର ଆଧୁନିକ ମହିଳାମାନେ ଆଉ ବିବାହକୁ ଆବଶ୍ୟକ ବୋଲି ଭାବୁ ନାହାନ୍ତି। ତେବେ ଏହା ନୁହେଁ ଯେ ସେମାନେ କୌଣସି ବାଧ୍ୟହୋଇ ଏହି କାମ କରୁଛନ୍ତି। ଏହି ଟ୍ରେଣ୍ଡ୍ ପଛରେ କିଛି ମୁଖ୍ୟ କାରଣ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ।

These 5 types of people ruin the life of married women
Challenges Married Women Face: ବିବାହିତ ମହିଳାଙ୍କ ଜୀବନକୁ ନଷ୍ଟ କରିଦିଅନ୍ତି ଏହି ୫ ପ୍ରକାରର ଲୋକ; ଏମାନଙ୍କୁ କିପରି ଜାଣିବେ…

ଏମିତି ୫ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ବିବାହିତ ମହିଳାଙ୍କ ଜୀବନରେ ଗ୍ରହଣ ପରି ଆସନ୍ତି ଆଉ କେବେ ଯାଆନ୍ତି ନାହିଁ। ଉଚିତ ସମୟରେ ଏପରି ଲୋକଙ୍କୁ ଚିହ୍ନିବା ଆଉ ସେମାନଙ୍କ ଠାରୁ ଦୂରେଇ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଏମାନେ ଜୀବନର ରାସ୍ତାରେ କଣ୍ଟା ହୋଇଯିବେ। ଆସନ୍ତୁ ସେମାନଙ୍କୁ ଜାଣିବା…

Why you should marry your friend
Relationship Tips: ସାଙ୍ଗକୁ ବିବାହ କରିବାର ୪ ବଡ ଫାଇଦା; ହୁଏନି ଝଗଡା କି ଛାଡପତ୍ର

ସାଙ୍ଗକୁ ବିବାହ କରିବାର ଅନେକ ଲାଭ ଅଛି। ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଏଭଳି ବିବାହରେ ଛାଡପତ୍ର ବହୁତ କମ ହୋଇଥାଏ, କାରଣ ଏହି ସମ୍ପର୍କରେ କୌଣସି ଛଳନା ନ ଥାଏ କିମ୍ବା ପାର୍ଟନର୍‌ଙ୍କୁ କେହି ଜଜ୍ କରନ୍ତି ନାହିଁ।

These things often become the reason for fights between couples
Relationship Tips: ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କାହିଁକି ହୁଏ ଝଗଡ଼ା; ଜାଣନ୍ତୁ ଏହା ପଛରେ ଥିବା ୫ କାରଣ

ଆଜିକାଲି କୌଣସି ନା କୌଣସି କାରଣରୁ କମ ଦିନ ଭିତରେ ବୈବାହୀକ ଜୀବନରେ ମତଭେଦ ଦେଖାଯାଉଛି। ଅନେକ ସମୟରେ ଏହା ମଧ୍ୟ ଭାଙ୍ଗିଯାଉଛି। ଏମିତି ହେବାର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ନାହିଁ।

Relationship Tips For Mother in law:
Relationship Tips: ଆପଣଙ୍କ ବୋହୂ କଥା ମାନୁନି କି… ଗ୍ରହଣ କରନ୍ତୁ ଏହି ୪ ଉପାୟ, ହେଇଯିବ ସମାଧାନ

ବେଳେବେଳେ ଶାଶୁ-ବୋହୂ ମତଭେଦ ଏମିତି ବଢିଯାଏ ଯେ ବୋହୂ ଶାଶୁଘରେ ରହିବାକୁ ପସନ୍ଦ କରେ ନାହିଁ। ଯଦି ଆପଣଙ୍କ ବୋହୂ ଶାଶୁ ଘରେ ରହିବାକୁ ଚାହୁଁ ନାହାଁନ୍ତି କିମ୍ବା ଶାଶୁ-ଶଶୁରଙ୍କ କଥା ମାନୁ ନାହାନ୍ତି, ତେବେ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ସମ୍ପର୍କକୁ ଭାଙ୍ଗିବା ଠାରୁ ରକ୍ଷା କରାଯାଇ ପାରିବ। ଆସନ୍ତୁ ଜାଣିବା।

Eight bad habits of children that make parents age faster
Relationship Tips: କେବେ ବି କରନ୍ତୁ ନାହିଁ ଏହି ୮ଟି ଭୁଲ୍; ବାପାମାଆ ଶୀଘ୍ର ବୁଢା ହୋଇଯିବେ

ଯଦି ପିଲାମାନେ ଜିଦ୍‌ଖୋର, ଅମାନିଆ କିମ୍ବା ଅନ୍ୟମାନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୁଅନ୍ତି, ସେତେବେଳେ ବାପାମାଆଙ୍କ ମାନସିକ ଏବଂ ଶାରୀରିକ ଚାପ ବଢିଯାଏ। ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ, ଯେଉଁ କାରଣରୁ ସେମାନେ ଅକାଳରେ ବୃଦ୍ଧ ଦେଖାଯିବା ଆରମ୍ଭ କରନ୍ତି।

Oversharing is not good in a relationship
Relationship Tips: ପାର୍ଟନର ସହ କରନ୍ତୁ ନାହିଁ ଏମିତି ଶେୟାର୍; ଭାଙ୍ଗିଯିବ ସଂପର୍କ

ଅନେକ ସମୟ ଲୋକମାନେ ନିଜ କଥାକୁ ଅଧିକ ଶେୟାର କରିବାର ଅଭ୍ୟାସରେ ପଡିଯାଆନ୍ତି ଯାହା ନିଜ ପାର୍ଟନରଙ୍କୁ ବିରକ୍ତ କରେ ଏବଂ ଏହି ଅଭ୍ୟାସ ସମ୍ପର୍କକୁ ମଧ୍ୟ ଭାଙ୍ଗିପାରେ। ଓଭର ଶେୟାର କରିବାରେ ଅନେକ ଅସୁବିଧା ଅଛି। ତେବେ ନିଜ ପାର୍ଟନର ସହିତ କ’ଣ ନ କରିବେ ଆସନ୍ତୁ ଜାଣିବା।

Chanakya Niti
Chanakya Niti: ବୁଦ୍ଧିମାନ ସ୍ୱାମୀ ସ୍ତ୍ରୀକୁ କେବେ କୁହନ୍ତିନି ଏହି ୪ କଥା

ବୁଦ୍ଧିମାନ ସ୍ୱାମୀ ନିଜ ସ୍ତ୍ରୀକୁ ଭୁଲରେ ବି ୪ଟି କଥା କହିବା ଅନୁଚିତ୍ । ନହେଲେ ବୈବାହିକ ଜୀବନ ଅଶାନ୍ତି ଓ କଳହରେ କଟିବ।

7 signs tell that your love partner wants to marry you
Relationship Tips: ଆପଣ ପ୍ରେମରେ ପଡିଛନ୍ତି କି… ଜାଣନ୍ତୁ ଆପଣଙ୍କ ପାର୍ଟନର୍ ବିବାହ କରିବାକୁ ଚାହୁଛନ୍ତି କି ନାହିଁ

ଯଦି ଆପଣ ପ୍ରେମରେ ପଡିଛନ୍ତି ଆଉ ବିବାହ କରିବାକୁ ଚାହୁଁଛନ୍ତି ତେବେ ବିଳମ୍ବ କରିବା ଉଚିତ୍ ନୁହେଁ, କାରଣ ସବୁକିଛି ପାଇଁ ଏକ ଉପଯୁକ୍ତ ସମୟ ଥାଏ। ବେଳେବେଳେ କିଛି ଲୋକ ଏହାକୁ ଖୋଲାଖୋଲି ଭାବରେ କହିବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆପଣ ନିଜ ଲଭ୍ ପାର୍ଟନର୍‌ଙ୍କ କିଛି ସଙ୍କେତରୁ ବୁଝିପାରିବେ ଯେ ସେ ଆପଣଙ୍କୁ ବିବାହ କରିବାର ମୁଡ୍‌ରେ ଅଛନ୍ତି।

Relationships Questions For Couples
Relationship Tips: ବୈବାହିକ ଜୀବନକୁ ରୋମାଣ୍ଟିକ୍ କରିବା ନେଇ ନିଜ ପାର୍ଟନର୍‌ଙ୍କୁ ପଚାରନ୍ତୁ ଏହି ୫ ପ୍ରଶ୍ନ

ଆଜି ଆମେ ଆପଣଙ୍କୁ ଏମିତି ୫ଟି କଥା କହିବି ଯାହା ବିଷୟରେ ଆପଣ ନିଜ ପାର୍ଟନର ସହିତ ଖୋଲାଖୋଲି ଭାବେ କଥା ହେବା ଉଚିତ। ଏହି ପ୍ରଶ୍ନଗୁଡ଼ିକ ଆପଣଙ୍କ ସମ୍ପର୍କକୁ ବୃଢ କରିବାରେ ସାହାଯ୍ୟ କରିବ।

Mistakes to Avoid in Long Distance Relationships
Relationships Tips: ଆପଣଙ୍କ ପାର୍ଟନର ଦୂରରେ ରହୁଛନ୍ତି କି… କରନ୍ତୁ ନାହିଁ ଏହି ୭ ଭୁଲ୍, ହୋଇପାରେ ଛାଡପତ୍ର

ଏମିତି ୭ଟି ଭୁଲ୍ ଅଛି ଯାହା ଦୂରରେ ଥିବା ସମ୍ପର୍କକୁ ଦୁର୍ବଳ କରିପାରେ ଓ ପରେ ଛାଡପତ୍ର ମଧ୍ୟ ହୋଇପାରେ। ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ ଦୂରରେ ରହୁଛନ୍ତି ଆଉ ଆପଣ ସଂପର୍କକୁ ଦୃଢ କରିବାକୁ ଚାହୁଁଛନ୍ତି ତେବେ ଏହି ଭୁଲ ଜାଣନ୍ତୁ ଆଉ କରନ୍ତୁ ନାହିଁ।

Disadvantages of modern dating trends know its emotional impact
Relationship Tips: ଏଭଳି ସଂପର୍କ କେବଳ ଫ୍ଲର୍ଟିଂ ଆଉ ଟାଇମ୍ ପାସ୍; ଜାଣିବା ପାଇଁ ଟିପ୍ସ

ଅନେକ ଯୋଡି ପରସ୍ପର ସହ କଥାବାର୍ତ୍ତା କରିବା କିମ୍ବା ଏକାଠି ସମୟ ବିତାଇବା ପରିବର୍ତ୍ତେ ଟେକ୍ସଟ୍ ଉପରେ ସମ୍ପର୍କ ବଜାୟ ରଖିବା ଆରମ୍ଭ କରିଛନ୍ତି। ଏହାକୁ “ଟେକ୍ସଟେସନ୍‌ସିପ୍” କୁହାଯାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଭାବପ୍ରବଣ ହୋଇ ଫସି ରହିଥିବାର ଅନୁଭବ କରନ୍ତି। ଆସନ୍ତୁ ଏହାର ଲକ୍ଷଣଗୁଡିକ ଜାଣିବା।

These 5 things is not normal in relationship talk openly with your partner
Relationships Tips: ଆପଣଙ୍କ ବୈବାହିକ ସଂପର୍କରେ ଏହି ୫ ଘଟଣା ନାହିଁ ତ… ହୋଇପାରେ ବିଚ୍ଛେଦ

ବୈବାହିକ ସଂପର୍କରେ ଏମିତି କିଛି ଘଟଣା ଆସେ ଯାହାକୁ ଆମେ ଅତି ସାଧାରଣ ବୋଲି ମନେକରୁ। ତେବେ ଏହି ଘଟଣାଗୁଡ଼ିକୁ ଅଣଦେଖା କରିବା କେବଳ ଆପଣଙ୍କ ମଧ୍ୟରେ ଦୂରତା ବଢାଇବ ନାହିଁ, ଏହା ସମ୍ପର୍କର ମୂଳଦୁଆକୁ ମଧ୍ୟ ଦୁର୍ବଳ କରିଦେବ, ପରେ ବିବାହ ବିଚ୍ଛେଦ ମଧ୍ୟ ହୋଇପାରେ।

Five common mistake men make that destroys their marriage
Relationship Tips: ଅଧିକାଂଶ ବିବାହରେ କାହିଁକି ଛାଡପତ୍ର; ଜାଣନ୍ତୁ ପୁରୁଷଙ୍କ ୫ ସାଧାରଣ ଭୁଲ

ଅନେକଙ୍କ ବୈବାହିକ ଜୀବନ ସଫଳ ହେଉଥିବା ବେଳେ ଅନ୍ୟମାନେ ସମୟର ପରୀକ୍ଷାରେ ବିଫଳ ହେବା ଦେଖାଯାଏ। ତେବେ ଏଠାରେ ଏମିତି କିଛି ସାଧାରଣ ତ୍ରୁଟି ରହିଛି ଯାହାକୁ ପୁରୁଷମାନେ ପ୍ରାୟତଃ ସେମାନଙ୍କ ଅଜାଣତରେ କରନ୍ତି ଏବଂ ଯାହା ସେମାନଙ୍କର ବିବାହକୁ ବର୍ବାଦ କରିଦିଏ।

How much age gap is right between husband and wife
Relationship Tips: ବିବାହରେ ପୁଅ କାହିଁକି ଝିଅ ଠାରୁ ବଡ଼ ହେବା ଉଚିତ; କ’ଣ କୁହେ ବିଜ୍ଞାନ…

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏହି ବୟସ ପାର୍ଥକ୍ୟ କେବଳ ଏକ ସାମାଜିକ ପ୍ରଥା ନୁହେଁ, ଏହା ପଛରେ ବୈଜ୍ଞାନିକ ଯୁକ୍ତି ମଧ୍ୟ ରହିଛି। ବିଜ୍ଞାନ ଅନୁଯାୟୀ ମଧ୍ୟ ବିବାହରେ ପୁଅ ଝିଅ ମଧ୍ୟ ବୟସର ପାର୍ଥକ୍ୟ ରହିବା ଉଚିତ।

Man do household chores attract women
Relationship Tips: ଆପଣ ନିଜ ବୈବାହିକ ଜୀବନକୁ ରୋମାନ୍ସରେ ପରିପୂର୍ଣ୍ଣ କରିବାକୁ ଚାହାଁନ୍ତି କି; କରନ୍ତୁ ଏହି କାମ

ଯଦି ଆପଣ ନିଜ ପତ୍ନୀଙ୍କଠାରୁ ଅଧିକ ପ୍ରେମ ପାଇବାକୁ ଚାହୁଁଛନ୍ତି, ତେବେ ଏଥି ପାଇଁ କ’ଣ କରିବେ? ବୈଜ୍ଞାନିକମାନେ ଏହାର ରହସ୍ୟ ଆବିଷ୍କାର କରିଛନ୍ତି। ଜାଣନ୍ତୁ ପତ୍ନୀଙ୍କୁ ଅଧିକ ଆକର୍ଷଣ କରିବାକୁ ହେଲେ କ’ଣ କରିବାକୁ ହେବ…

How to strengthen friendships over time
Relationship Tips: ସାରା ଜୀବନ ଆପଣଙ୍କ ବନ୍ଧୁତାକୁ ଦୃଢ ରଖିବାକୁ ଚାହାନ୍ତି କି… ଆପଣାନ୍ତୁ ଏହି ୫ ଉପାୟ

ଏମିତି କିଛି ଟିପ୍ସ ଅଛି ଯାହା ସାହାଯ୍ୟରେ ଜଣେ ଜୀବନସାରା ପାଇଁ ନିଜ ସାଙ୍ଗମାନଙ୍କ ସହିତ ଏକ ଦୃଢ ସଂପର୍କ ବଜାୟ ରଖିପାରିବେ। ଏହି ପଦ୍ଧତିଗୁଡ଼ିକ ସହଜ ଏବଂ ସମ୍ପର୍କ ବଜାୟ ରଖିବାରେ ମଧ୍ୟ ବହୁତ ସାହାଯ୍ୟ କରେ। ତେବେ ଆସନ୍ତୁ ଏମିତି ୫ଟି ଉପାୟ ବିଷୟରେ ଜାଣିବା।

International Day of Older Persons 2024 tips on caring for elderly parents at home
International Day of Older Persons 2024: ଆପଣ ଯଦି ଜଣେ ଚାକିରିଆ ବ୍ୟକ୍ତି, ତେବେ ଜାଣନ୍ତୁ କିପରି ନିଜ ବୃଦ୍ଧ ବାପାମାଆଙ୍କ ଯତ୍ନ ନେବେ

ବୃଦ୍ଧ ବ୍ୟକ୍ତି ହେଉଛନ୍ତି ଦେଶର ମୂଳଦୁଆ। ତେଣୁ ସେମାନଙ୍କ ଯତ୍ନ ନେବା ଜରୁରୀ। ଯଦି ଆପଣଙ୍କ ଘରେ ବୃଦ୍ଧ ବାପାମାଆ ଅଛନ୍ତି ତେବେ ସେମାନଙ୍କ ଯତ୍ନ ନେବା ଜରୁରୀ। ଆପଣ ଯଦି ଚାକିରି କରିଛନ୍ତି ଆଉ ସେମାନଙ୍କ ଯତ୍ନ ପାଇଁ ଯଥେଷ୍ଟ ସମୟ ନାହିଁ ତେବେ ଏହାକୁ କିପରି କରିବେ, ଜାଣନ୍ତୁ କିଛି ଉପଯୋଗୀ ଟିପ୍ସ।

Why don’t girls express their feelings first
Relationship Tips: ଝିଅମାନେ କାହିଁକି ପ୍ରଥମେ ନିଜ ପ୍ରେମ ପ୍ରକାଶ କରିବାକୁ ଚାହାନ୍ତି ନାହିଁ… ଜାଣନ୍ତୁ କ'ଣ ଥାଏ ଭୟ

ଅଧିକାଂଶ ଝିଅ ପ୍ରଥମେ ନିଜ ପ୍ରେମ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି। ସେମାନେ ଭାବନ୍ତି ଯେ ଏହା କେବଳ ପୁଅମାନଙ୍କ ଦାୟିତ୍ୱ। ତେବେ ଏହାର କାରଣ କ’ଣ ଯେଉଁଥିପାଇଁ ଝିଅମାନେ ପ୍ରଥମେ ନିଜ ପ୍ରେମ ପ୍ରକାଶ କରିବାକୁ ଚାହାଁନ୍ତି ନାହିଁ। ଆସନ୍ତୁ ଜାଣିବା…

How to avoid conflict and resolve matter for make strong bonding with neighbor
Relationship Tips: ମାନନ୍ତୁ ଏହି ୫ ଟିପ୍ସ; ପଡୋଶୀଙ୍କ ସହ କେବେ ବି ହେବନି ଝଗଡ଼ା

ଅସୁବିଧା ସମୟରେ ପ୍ରଥମେ ପଡୋଶୀ ହିଁ କାମରେ ଆସିଥାନ୍ତି। କିନ୍ତୁ ଏହା ସେତେବେଳେ ହିଁ ସମ୍ଭବ ହେବ ଯେତେବେଳେ ଆପଣଙ୍କର ମଧ୍ୟ ଏକ ଭଲ ଏବଂ ଆନ୍ତରିକ ସମ୍ପର୍କ ଥିବ। ତେଣୁ ନିଜ ପଡୋଶୀମାନଙ୍କ ସହିତ ସବୁବେଳେ ଏକ ଭଲ ସଂପର୍କ ରଖିବା ଜରୁରୀ।

Five tips how to win easily heart of a girl
Relationship Tips: ଆପଣ କୌଣସି ଝିଅର ହୃଦୟ ଜିତିବାକୁ ଚାହାନ୍ତି କି… ମାନନ୍ତୁ ଏହି ୫ ଟିପ୍ସ, ହେଇଯିବ ସହଜ

ପ୍ରାୟତଃ ଦେଖାଯାଏ ଯେ ପୁଅମାନେ ଝିଅମାନଙ୍କ ହୃଦୟ ଜିତିବା ପାଇଁ କଠିନ ପରିଶ୍ରମ କରନ୍ତି, ଯେଉଁଥିରେ କେତେକ ପୁଅ ସଫଳ ହେଉଥିବା ବେଳେ ଅନେକ ବିଫଳ ହୁଅନ୍ତି। ଆପଣ ଏହା ମଧ୍ୟ ଜାଣନ୍ତି ଯେ ଝିମାନଙ୍କର ହୃଦୟ ଜିତିବା ଏକ ସହଜ କଥା ନୁହେଁ, ଏଥିପାଇଁ ବହୁତ କିଛି କରିବାକୁ ପଡିଥାଏ।

Open communication in marriage is important for successful relationship
Relationship Tips: ବୈବାହିକ ଜୀବନକୁ ମଜବୁତ ରଖିଥାଏ ଏହି ଉପାୟ; ନଚେତ ଭାଙ୍ଗିଯାଏ ସଂପର୍କ

ବୈବାହିକ ଜୀବକୁ ଉନ୍ନତି କରିବା ପାଇଁ ମଧ୍ୟ ଖୋଲା କଥାବାର୍ତ୍ତା ଖୁବ ଉପଯୋଗୀ ହୋଇଥାଏ। ଯଦି ଆପଣ ନିଜ ପାର୍ଟନର୍‌ଙ୍କ ସହିତ ବିନା ଦ୍ୱିଧାରେ ଖୋଲା କଥାବାର୍ତ୍ତା କରିବାକୁ ସକ୍ଷମ, ଏହା ନିଶ୍ଚିତ ଯେ ଆପଣଙ୍କ ବୈବାହିକ ଜୀବନ ସୁରୁଖୁରୁରେ ଚାଲିବ।

Relationship Tips
Relationship Tips: ବାପାଙ୍କ ସହ ସବୁବେଳେ ରଖିବାକୁ ଚାହାନ୍ତି କି ଭଲ ସଂପର୍କ; ତାଙ୍କୁ କୁହନ୍ତୁ ଏହି ୫ କଥା

ବାପା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର । ଏହା ସତ୍ତ୍ୱେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଭାବନା ଏବଂ ସମ୍ବେଦନାର ଅଭାବ ଦେଖିବାକୁ ମିଳେ। ଏହାକୁ ଏଡାଇବା ପାଇଁ ଏମିତି କିଛି କଥା ଅଛି ଯାହାକୁ ପ୍ରତ୍ୟେକ ପୁଅ ନିଜ ବାପାଙ୍କୁ ଠିକ୍ ସମୟରେ କହିବା ଉଚିତ।