ଚାନ୍ଦିନୀ ଫୁଫୁଗାଁରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ଭାଇ ସହ ଖେଳୁଥିଲା। ଏହିସମୟରେ ୫ଟି ବୁଲା କୁକୁର ଚାନ୍ଦିନୀ ନିକଟକୁ ଆସିଥିଲେ। ଅଚାନକ ଭାବେ ଗୋଟିଏ ବୁଲା କୁକୁର ଚାନ୍ଦିନୀକୁ କାମୁଡିବା ସହ ଆକ୍ରମଣ କରିଥିଲା।
ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିବାକୁ ନେଇ ଉଦବେଗ । ବନ୍ଧ୍ୟାକରଣ ସହ ନିୟନ୍ତ୍ରଣ ପାଇଁ ନିଆଯାଉଛି ବହୁ ପଦକ୍ଷେପ: ମନ୍ତ୍ରୀ ।
ବିଗତ କିଛି ଦିନରେ ଘରୋଇ ପୋଷା କୁକୁରଙ୍କ ଆକ୍ରମଣରେ ଅନେକ ଆହତ ହେବା ସହ କେତେଜଣଙ୍କ ଜୀବନ ଯାଇଥିବା ମାମଲା ସାମ୍ନାକୁ ଆସିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।
ଜଣେ ବ୍ୟକ୍ତିଙ୍କ ଶରୀରରେ ଯଦି କୁକୁରର ଗୋଟିଏ ଦାନ୍ତ ଦାଗ ରହିଥାଏ ତେବେ ତାଙ୍କୁ ୧୦ ହଜାର ଟଙ୍କା ମିଳିବ । ସେହିପରି ଗୋଟିଏରୁ ଅଧିକ ଦାନ୍ତ ଦାଗ ରହିଥିଲେ ପୀଡ଼ିତ ଜଣଙ୍କୁ ୨୦ ହଜାର ଟଙ୍କା ରାଜ୍ୟ ସରକାର ଦେବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅଢ଼େଇ ବର୍ଷର ଝିଅ ଜଳାନ୍ତକ ରୋଗରେ ପ୍ରାଣ ହରାଇଛି ।
ଗତ ମଙ୍ଗଳବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ବଡ଼ ଭାଇ ଭଉଣୀମାନେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ।
ଡେଲିଭରୀ ବୟ ସେଠାରେ ପହଞ୍ଚି କବାଟ ବାଡ଼େଇବା ମାତ୍ରେ ପୋଷା କୁକୁରଟି ତାଙ୍କ ଆଡ଼କୁ ମାଡ଼ି ଆସିଲା । କୁକୁରଟି ଉକ୍ତ ଡେଲିଭରୀ ବୟକୁ ଦେଖି କାମୁଡ଼ିବାକୁ ଗୋଡ଼ାଇଲା ।
କୋର୍ଟଙ୍କ ନିଷ୍ପତ୍ତି ନଆସିଲା ଯାଏଁ କୁକୁର ଆଉ ତପସ୍ୱିନୀ ସୋସାଇଟିକୁ ଫେରିପାରିବନି ।
ବୁଲା କୁକୁର ଆତଙ୍କ । କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁରେ ।
ଜାଗରଣରୁ ଫେରୁଥିବା ବେଳେ ଝୁଣି ପକାଇଲା କୁକୁର, କୁକୁର କାମୁଡ଼ାରେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି ।