• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Building Collapsed In Mumbai
ଅଧରାତିରେ ଭୁଶୁଡ଼ିଲା ୪ ମହଲା କୋଠା

ମୁମ୍ବାଇର କୁର୍ଲା ନାଏକ ନଗରରେ ଗତକାଲି ମଧ୍ୟରାତ୍ରରେ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Yoga effects on digestive system
ପାଚନ ତନ୍ତ୍ରକୁ ସୁଧାରି ପାରିବ କି ଯୋଗାସନ? ପଢନ୍ତୁ…

ଆଜିର ଜୀବନଶୈଳିରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ପାଚନଜନିତ ସମସ୍ୟା ସାଧାରଣ ହୋଇଯାଇଛି। କେଉଁ ସବୁ ଯୋଗ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା…

Maharastra Political Crisis
ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ସାମୟିକ ଆଶ୍ୱସ୍ତ

କୋର୍ଟ ଏହି ପ୍ରସଙ୍ଗରେ ଉପବାଚସ୍ପତିଙ୍କ ସମେତ ସମସ୍ତ ପକ୍ଷକୁ ୫ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Shivsena in the way of plight
ମହଙ୍ଗା ପଡିଲା କିଙ୍ଗ୍ ମେକରରୁ କିଙ୍ଗ୍ ହେବା

ମହଙ୍ଗା ପଡୁଛି କି ଠାକରେ ପରିବାର ପାଇଁ କିଙ୍ଗ୍ ମେକରରୁ କିଙ୍ଗ୍ ହେବା? ଆଗରୁ ବାଲା ସାହେବ ଠାକରେ କିଙ୍ଗ୍ ମେକର ହୋଇ ଅନେକ ସରକାର ଗଢିଛନ୍ତି ଆଉ ଭାଙ୍ଗିଛନ୍ତି। ହେଲେ ଉଦ୍ଧବ କିନ୍ତୁ ପୂରା ଓଲଟା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଭିନ୍ନ ଭିନ୍ନ ବିଚାରଧାରା ଥିବା ଦଳ ସହ ମିଶି ଗଢିଥିଲେ ସରକାର। ଯାହା ଫଳରେ ଏବେ ଭଗ୍ନର ଦ୍ୱାରଦେଶରେ ଶିବସେନା।

Recruitment for civilian posts 10th 12th pass can apply online
ପ୍ରତିରକ୍ଷା ମନ୍ତ୍ରଣାଳୟରେ ଖାଲି ପଡିଛି ୪୫୮ ପଦବୀ, ତୁରନ୍ତ ଆବେଦନ କରନ୍ତୁ

ଆପଣ ୧୦ମ ଆଉ ୧୨ଶ ପାସ୍ କରି ଘରେ ଅଛନ୍ତି ଆଉ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି, ତେବେ ସୁବର୍ଣ୍ଣ ସୁଯୋଗ। ଏଇଠି ଅଛି ଚାକିରି…

‘bird apartment’
ପକ୍ଷୀଙ୍କ ପାଇଁ ରଙ୍ଗବେରଙ୍ଗୀ ଆପାର୍ମେଟଣ୍ଟ୍ : ୮୦ ଫୁଟ ଉଚ୍ଚ ମହଲରେ ମହଜୁଦ୍ ରହୁଛି ଖାଦ୍ୟଶସ୍ୟ

ମଣିଷ ନୁହେଁ ପକ୍ଷୀଙ୍କ ପାଇଁ ତିଆରି ହେଲା ଆପାର୍ମେଟଣ୍ଟ୍ । ଖାଇବେ, ପିଇବେ , ଶାନ୍ତିରେ ଆରାମ କରିବେ ।

Fake Viral Video On Fastag
ଫାସ୍‌ଟ୍ୟାଗ୍‌ରୁ ଗାଏବ ହୋଇପାରିବ କି ଟଙ୍କା..? ପିଆଇବି ଦେଲା ସୂଚନା

ଏହି ଭିଡିଓରେ ଯେଉଁ ଦାବି କରାଯାଇଛି, ସେ ନେଇ ପିଆଇବି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

Burger-Sandwich distributed as prasad in temple
ମନ୍ଦିରରେ ଲଡୁ-ମିଠା ନୁହେଁ ପ୍ରସାଦ ଭାବେ ମିଳୁଛି ସାଣ୍ଡ୍‌ୱିଚ୍-ବର୍ଗର

ମନ୍ଦିର ଏକ ପବିତ୍ର ସ୍ଥାନ। ଏହା ଭଗବାନଙ୍କ ବାସସ୍ଥାନ ବୋଲି ବିଶ୍ୱାସ କରାଯାଏ। ମନ୍ଦିର ଗଲେ ସମସ୍ତେ ପ୍ରସାଦ ପାଇ ଆସିଥାନ୍ତି। ଆପଣ ପ୍ରସାଦ ଭାବେ କେବେ ସାଣ୍ଡ୍‌ୱିଚ୍-ବର୍ଗର ଖାଇଛନ୍ତି କି। ହଁ… ଏହି ମନ୍ଦିରକୁ ଗଲେ ଏମିତି ପ୍ରସାଦ ପାଇବେ।

Traffic Police Destroys Modified Silencer
ସାଇଲେନ୍ସର ଉପରେ ଚଢ଼ିଲା ବୁଲ୍‌ଡୋଜର୍

ଗୋଟିଏ କି ଦୁଇଟି ନୁହେଁ ୬୩୧ ସାଇଲେନ୍ସର ଉପରେ ବୁଲଡୋଜର ଚଢ଼ାଇଛି ପ୍ରଶାସନ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଏଭଳି କିଛି ଘଟଣା ଦେଖିବାକୁ  ମିଳିଛି। 

Girl changed gender
ନିଆରା ପ୍ରେମ କାହାଣୀ : ପ୍ରେମ ବିବାହ କରିବା ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଯୁବତୀ

ପ୍ରୟାଗରାଜରେ ଦୁଇ ଜଣ ଯୁବତୀଙ୍କ ରୋଚକ ପ୍ରେମ କାହାଣୀ ସାମ୍ନାକୁ ଆସିଛି ।

Rahul Who Trapped In 80 Foot Deep Rorewell Discharged From Hospital
ରାହୁଲ ଆଖି ଆଗରେ ପୋତା ହେଲା ବୋର୍‌ୱେଲ୍‌, ୫ ଦିନ ୮୦ ଫୁଟ ଗଭୀର ଗାତ ଭିତରେ ଥିଲେ...

ଛତିଶଗଡ଼ ପିହରିଡ଼ରେ ଯେଉଁଠି ୮୦ ଫୁଟ ଗଭୀର ବୋରୱେଲ୍‌ ଭିତରୁ ରାହୁଲ ଉଦ୍ଧାର ହୋଇଥିଲା ଓ ରେସ୍କ୍ୟୁ ପାଇଁ ଖୋଳା ହୋଇଥିବା ସ୍ଥାନରେ  ଏବେ ମାଟି ପୋତା ଚାଲିଛି। 

Salman Khan sings Samantha Ruth Prabhu pushpa oo antava song
ସଲମାନ ଖାନଙ୍କ ଉପରେ ବି ଚଢିଲା 'ଉଁ ଅଣ୍ଟୱା'ର କ୍ରେଜ୍

ଆଜିକାଲି ସାଉଥ୍ ଫିଲ୍ମ ଓ ଗୀତ ପ୍ରତି ସମସ୍ତେ ପାଗଳ। ସାଉଥ୍ ଗୀତ ଆଜିକାଲି ସମସ୍ତଙ୍କ ମୁହଁରେ। ଏଥିରୁ ମଧ୍ୟ ତ୍ରାହୀ ପାଇ ନାହାନ୍ତି ସଲମାନ ଖାନ୍।

Coronavirus
ହଠାତ୍‌ ବଢ଼ିଲା କୋଭିଡ୍‌ ସଂକ୍ରମଣ, ଦିନକରେ ୧୭ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

 ଦିନକରେ ୪୫% କରୋନା ସଂମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୭ ହଜାର ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। 

Rakhi Sawant wear 50 thousand pound cost lehenga
୫୦ ହଜାର ପାଉଣ୍ଡର ଲେହେଙ୍ଗା ପିନ୍ଧି ବୟଫ୍ରେଣ୍ଡ୍ ସହ ନଜର ଆସିଲେ ରାଖୀ ସାୱନ୍ତ

ପୁଣି ଚର୍ଚ୍ଚାରେ ରାଖୀ ସାୱନ୍ତ। ସେ ଯେଉଁ ଲେହେଙ୍ଗା ପିନ୍ଧିଛନ୍ତି ତା’ର ଦାମ୍ ହେଉଛି ୫୦ ହଜାର ପାଉଣ୍ଡ୍‌। ଏହି ଲେହେଙ୍ଗା ପିନ୍ଧି ସେ ତାଙ୍କ ବୟଫ୍ରେଣ୍ଡ୍ ସହ ନଜର ଆସିଛନ୍ତି।

Sanjay Raut
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସମନ କଲା ଇଡି

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଝଟକା ।

MVA alliance lost majority as 38 members of the Shiv Sena Legislature Party withdrawn their support
ମହାରାଷ୍ଟ୍ର ରାଜନୀତିରେ ବଡ଼ ହଟଚମଟ: MVAକୁ ଝଟ୍‌କା ଦେଲା ଏକନାଥ ଗୋଷ୍ଠୀ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ଶିବସେନା ନେତା ଏକନାଥ ସିନ୍ଧେ, MVA(Maha Vikas Aghadi)କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। 

Alia Bhatt and Ranbir Kapoor announce pregnancy
ବିବାହର ୨ ମାସ ପରେ ଖୁସି ଖବର ଦେଲେ ଆଲିଆ

ମାଆ ହେବେ ଆଲିଆ ଭଟ୍ଟ । ସୋସିଆଲ୍ ମିଡିଆରେ ଶେୟାର କଲେ ଗୁଡ୍‌ ନ୍ୟୁଜ୍ ।

Special story
ପରିହାସର ଶିକାର ହେଲେ ପୁଟିନ୍‌ : ଫୁଙ୍ଗୁଳା ଦେହ ଦେଖି ତାଚ୍ଛଲ୍ୟ କଲେ ଜି-୭ର ନେତା

୨୦୦୯ରେ ଖୋଲା ଦେହରେ ଫଟୋ ଉଠାଇଥିଲେ ପୁଟିନ୍‌, ଆଉ ସେହି ଫଟୋ ପାଇଁ ସେ ଏବେ ସମାଲୋଚନାର ଶିକାର ହୋଇଛନ୍ତି ।

Blogger Ritika Singh Murder Case
ସ୍ତ୍ରୀର ହାତ ବାନ୍ଧି ୪ ମହଲାରୁ ତଳକୁ ଠେଲିଦେଲା ସ୍ୱାମୀ

ମହିଳା ସହଯୋଗୀଙ୍କ ସହ ମିଶି ସ୍ତ୍ରୀର ହାତ ବାନ୍ଧି ଚତୁର୍ଥ ମହଲାରୁ ଠେଲିଦେଲା ସ୍ୱାମୀ। ଖାଲି ଏତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତି ଯୁବତୀଙ୍କ ବୟଫ୍ରେଣ୍ଡ୍‌ର ମଧ୍ୟ ହାତ ବାନ୍ଧି ବାଥ୍‌ରୁମ୍‌ରେ ତାଙ୍କୁ ବନ୍ଦୀ କରି ଦେଇଥିଲେ।

Yashwant Sinha
ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ ଯଶୱନ୍ତ ସିହ୍ନା

ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ TRSର ସମର୍ଥନ

Gold, silver prices jump again; check latest rates in Bhubaneswar and Cuttack here
ପୁଣି ବଢ଼ିଲା ସୁନା ଦର; ଜାଣନ୍ତୁ ଆଜିର ରେଟ୍

ଆଜି ବି ବୃଦ୍ଧି ପାଇଛି ସୁନା ଦର, ଜାଣନ୍ତୁ ୧୦ ଗ୍ରାମ୍‌ ପିଛା କେତେ...

Special story
ମା ଅଙ୍ଗନୱାଡ଼ି କର୍ମୀ, ବାପା କୃଷକ : ପୁଅକୁ ମିଳିଲା ୧.୮ କୋଟି ପ୍ୟାକେଜର ଚାକିରି

ଗରିବ ପରିବାରର ଦୁଃଖ ଗଲା । ପୁଅକୁ ଫେସବୁକରେ ମିଳିଲା ଚାକିରି ।

Inspiring! This Gujarat civil engineer runs free classes on footpath for underprivileged kids
ଯୁବ ଇଞ୍ଜିନିୟରଙ୍କ ମହାନତା: ଫୁଟପାଥରେ ପିଲାଙ୍କୁ ପଢାଉଛନ୍ତି ପାଠ

ରାସ୍ତା କଡ଼ରେ ପିଲାଙ୍କୁ ପାଠ ପଢାଯାଉଛି । ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି ୯୫ରୁ ୧୦୦ ଜଣ ପିଲା...

PM Modi, Argentinian President Alberto Fernandez review full range of bilateral ties
G-7 ବୈଠକ ପାଇଁ ଜର୍ମାନୀର ମ୍ୟୁନିକରେ ପ୍ରଧାନମନ୍ତ୍ରୀ ମୋଦି

ଜି ସେଭେନ୍ ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି ।