• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Operation Rahul

Rahul Who Trapped In 80 Foot Deep Rorewell Discharged From Hospital
ରାହୁଲ ଆଖି ଆଗରେ ପୋତା ହେଲା ବୋର୍‌ୱେଲ୍‌, ୫ ଦିନ ୮୦ ଫୁଟ ଗଭୀର ଗାତ ଭିତରେ ଥିଲେ...

ଛତିଶଗଡ଼ ପିହରିଡ଼ରେ ଯେଉଁଠି ୮୦ ଫୁଟ ଗଭୀର ବୋରୱେଲ୍‌ ଭିତରୁ ରାହୁଲ ଉଦ୍ଧାର ହୋଇଥିଲା ଓ ରେସ୍କ୍ୟୁ ପାଇଁ ଖୋଳା ହୋଇଥିବା ସ୍ଥାନରେ  ଏବେ ମାଟି ପୋତା ଚାଲିଛି। 

Rahul
ଆଜି ହସ୍ପିଟାଲରୁ ଘରକୁ ଫେରିବ ମୃତ୍ୟୁଞ୍ଜୟୀ ବାଳକ ରାହୁଲ

ମେଡିକାଲରୁ ଡିସଚାର୍ଜ ପରେ ଜିଲ୍ଲାପାଳଙ୍କୁ ଭେଟିବ ରାହୁଲ । ରାହୁଲକୁ ସ୍ୱାଗତ ପାଇଁ ଗାଁରେ ବ୍ୟାପକ ଆୟୋଜନ ହୋଇଛି । ୧୦୮ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଥିଲା ରାହୁଲ ।

Rahul Sahu
ରାହୁଲ ଯିବ ପୁରୀ, ଦେଖିବ ରଥଯାତ୍ରା !

ରାହୁଲକୁ ଦେଖିଲେ ଲାଗୁଛି ଯେମିତି ମେଡିକାଲ ବେଡ ଉପରେ ବସି ରହି ସବୁ ପଛ କଥାକୁ ଭୁଲିଯିବାକୁ ଚାହୁଁଛି ।

Chhattisgarh Borewell Mishap Know Rahul Health Condition
କେମିତି ଅଛି ମୃତ୍ୟୁ ବିଜୟୀ ରାହୁଲ ? ଆସିଲା ଆଶ୍ୱସ୍ତିକର ଖବର...

ଚିକିତ୍ସାଧିନ ଅବସ୍ଥାରେ ଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ଏବେ ରାହୁଲଙ୍କୁ ନେଇ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାହୁଲ ଏବେ ହସୁଛି, ଖେଳୁଛି, ମୋବାଇଲ୍‌ରେ ଭିଡ଼ିଓ ଦେଖି ଖୁସି ହେଉଛି।

Rahul’s family, neighbours awaits his return from hospital
ପାତାଳପୁରରୁ ବାହାରି ଏବେ ହସ୍ପିଟାଲ୍‌ ବେଡ୍‌ରେ ମୃତ୍ୟୁ ବିଜୟୀ ରାହୁଲ

ପାତାଳପୁରରୁ ବାହାରି ଏବେ ମେଡିକାଲ ବେଡ୍‌ରେ ମୃତ୍ୟୁ ବିଜୟୀ ରାହୁଲ ସାହୁ। ନର୍କର ଛାତି ଚିରି ଯିଏ ବଞ୍ଚିକି ଫେରିଛନ୍ତି ସେହି ରାହୁଲଙ୍କୁ କିନ୍ତୁ ଏବେ ଖୋଜୁଛନ୍ତି ଆତ୍ମୀୟ। ମା’, ବାପା, ଜେଜେମା’ ସମସ୍ତେ ଖୋଜୁଛନ୍ତି।

NDRF Commandant On Rahul Rescue Operation
‘ଶେଷ ୭୨ ଘଣ୍ଟା ଆମେ ଖାଇବା ଛାଡ଼ି ଦେଇଥିଲୁ, ଶୋଉ ନଥିଲୁ’

ରାହୁଲ ସହ ଆମର ଭାବଗତ ସମ୍ପର୍କ ଏତେ ବଢ଼ିଥିଲା ଯେ, ଆମେ ଖାଉନଥିଲୁ। ଶେଷ ୭୨ ଘଣ୍ଟା ପ୍ରାୟ ଆମେ ଖାଦ୍ୟ ଛାଡ଼ି ଦେଇଥିଲୁ। ଆଦୌ ଶୋଉ ନଥିଲୁ। ଏଭଳି କିଛି କହିଛନ୍ତି NDRF କମାଣ୍ଡାଣ୍ଟ।

Rahul's rescue operation to be made into a documentary film
ଆସୁଛି ଫିଲ୍ମ: କେମିତି ୮୦ ଫୁଟ ଗାତ ଭିତରରେ ପଡ଼ିଲା ରାହୁଲ ? କହିବ ଏହି ଫିଲ୍ମ...

ରାହୁଲଙ୍କୁ ସୁରକ୍ଷିତ ଭାବେ ୧୦୪ ଘଣ୍ଟାର ଅପରେସନ୍ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ। ରାହୁଲ ବୋର୍‌ୱେଲ୍‌ ଗାତରେ ଫସିବା ପରେ ଘଟିଥିବା ଘଟଣାବଳୀ ଓ ଏହାର ସଂଘର୍ଷକୁ ଲୋକଙ୍କୁ ଅବଗତ କରାଯିବ।

Special story
 ରାହୁଲ ଉଦ୍ଧାର ପଛର ରିଅଲ୍ ହିରୋ ଜିତେନ୍ଦ୍ର, ଅପରେସନ୍‌ ଜିନ୍ଦେଗୀରେ ଜଗନ୍ନାଥ ଭକ୍ତଙ୍କ ବଡ଼ ହାତ

ରାହୁଲଙ୍କୁ ଉଦ୍ଧାର ବେଳେ ଜଗନ୍ନାଥଙ୍କ ନାଁ ନେଇଥିଲେ ଛତିଶଗଡ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା

Special story
ରାହୁଲ ରେସ୍କ୍ୟୁରେ ଦେଶୀ ଯୁଗାଡ଼: ଅନ୍ୟ ଜଣେ ପିଲାର ଗୋଡ଼ରେ ଦଉଡ଼ି ବାନ୍ଧି ଗାତ ଭିତରକୁ ଛାଡ଼ିଥିବା କହିଲେ ଜିଲ୍ଲାପାଳ

ଶେଷ ପର୍ଯ୍ୟାୟ ଖନନ ବେଳେ ରାହୁଲ ଉପରେ ପଥର ଖଣ୍ଡ ପଡ଼ିବାର ଆଶଙ୍କା ଥିଲା । କେମିତି ସେଥିରୁ ତାକୁ ସୁରକ୍ଷା ଦେଇହେବ, ସେଥିପାଇଁ ଏକ ଦେଶୀ ଯୁଗାଡରେ ଆଇଡିଆ ଜୁଟିଥିଲା

Know The Health Condition Of Rahul After Rescued
ଜାଣନ୍ତୁ, କେମିତି ଅଛି ରାହୁଲର ସ୍ୱାସ୍ଥ୍ୟାବସ୍ଥା ?

ବିଳାସପୁରର ଏକ ଘରୋଇ ହସ୍ପିଟାଲରେ ରାହୁଲର ଚିକିତ୍ସା ଜାରି ରହିଛି। ବିଶେଷଜ୍ଞ ଡାକ୍ତରମାନେ ତାର ଚିକିତ୍ସା ଜାରି ରଖିଛନ୍ତି। ଆଜି ରାହୁଲର ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା କରାଯାଉଛି।

My son rescued on Snana Purnima it was blessing of Mahaprabhu Jagannath says Rahul's father
‘ଜଗନ୍ନାଥ ମୋ ପୁଅକୁ ବଞ୍ଚାଇଲେ’

ଯେଉଁ ଦିନ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଚାଲିଥିଲା, ସେହିଦିନ ହିଁ ମୋ ପୁଅକୁ ମହାପ୍ରଭୁ ଜଗନ୍ନାଥ ଆସି ଗାତ ଭିତରୁ ଉଦ୍ଧାର କରିକି ଆଣିଦେଲେ। ୮୦ଫୁଟ ଗଭୀର ବୋରୱେଲ୍‌ ଭିତରୁ ୧୦୪ ଘଣ୍ଟା ପରେ ୧୦ ବର୍ଷର ବାଳକ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି।

CM meets Rahul
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଣାମ କଲେ ରାହୁଲର ମାଆ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନିଜର କୋହ ସମ୍ଭାଳି ପାରିନଥିଲେ ରାହୁଲଙ୍କ ମା'

Rahul Suffers With Skin Infection After He Was Rescued
‘ରାହୁଲ ଶରୀରରେ ଇନ୍‌ଫେକ୍ସନ, ହୋଇପାରେ ନିମୋନିଆ’

ଅନେକ ସମୟ ଧରି ପାଣିରେ ରହିବାରୁ ରାହୁଲର ଚର୍ମ ସଂକ୍ରମିତ ହୋଇଛି। ଶରୀରର ଅନେକ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ପାଣି ଭିତରେ ରହିଥିବାରୁ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଛି।

Special story
ହସ୍ପିଟାଲରେ ରାହୁଲ ପିଇଲା ସୁପ୍‌ : ସୋଡିୟମ ସ୍ତର ହ୍ରାସ ପାଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି କହିଲେ ମୁଖ୍ୟ ଚିକିତ୍ସାଧିକାରୀ ।

Rahul rescue operation: NDRF Inspector Mahabir Mohanty shares experience
‘ରାହୁଲକୁ ଦେଖିବା ପରେ ଖୁସିରେ କାନ୍ଦି ପକାଇଲୁ’

କେମିତି ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା ? କେମିତି ଥିଲା ରେସ୍କ୍ୟୁ ଅପରେସନ୍‌ ? ବୋରୱେଲ୍‌ ଭିତରୁ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କାର୍ଯ୍ୟରେ ରେସ୍କ୍ୟୁ ଟିମ୍‌ରେ NDRF ଇନ୍ସପେକ୍ଟର ମହାବୀର ମହାନ୍ତି ସାମିଲ ହୋଇଥିଲେ।

Chhattisgarh boy trapped in 80-foot-deep borewell rescued after 104 hours
୧୦୪ ଘଣ୍ଟା ସାପ ଓ ବେଙ୍ଗ ସହ ଥିଲେ...ତଥାପି ବିଚଳିତ ହୋଇନଥିଲେ ରାହୁଲ

ରାହୁଲକୁ ଉଦ୍ଧାର ସମୟର ଟିକ୍‌ନିଖି ତଥ୍ୟ ଜିଲ୍ଲାପାଳଙ୍କ ଠାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ଉଦ୍ଧାର ବେଳେ ବୋର୍‌ୱେଲ୍‌ ଭିତରେ ଏକ ସାପ ଏବଂ ଏକ ବେଙ୍ଗ ମଧ୍ୟ ରାହୁଲ ସହ ଥିଲା ବୋଲି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

Operation Zindagi- Rescuers successfully rescue Rahul from bore well
ନୂଆ ଜୀବନ ପାଇଲା ରାହୁଲ: ପଥର ଚଟାଣ କାଟି ୧୦୪ ଘଣ୍ଟା ପରେ ବୋର୍‌ୱେଲ୍‌ ଭିତରୁ ହେଲା ଉଦ୍ଧାର

ସଫଳ ହେଲା ଅପରେସନ୍ ‘ଜିନ୍ଦେଗୀ’। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍‌ ଗର୍ତ୍ତ ଭିତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କରାଯାଇଛି। 

Chhattisgarh Borewell Incident
 ଜୀବନ ଯୁଦ୍ଧରେ ରାହୁଲର 'ମହାବିଜୟ'

୧୦୦ ଘଣ୍ଟାର ଯୁଦ୍ଧକାଳୀନ ଅପରେସନ ସଫଳ।

Chhattisgarh Borewell Incident
ରାହୁଲକୁ ଉଦ୍ଧାର ପାଇଁ ସାମିଲ ହେଲା ସ୍ଥଳ ସେନା

ସବୁ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ସେନା ପ୍ରସ୍ତୁତ