ଗରିବ ପରିବାରର ଦୁଃଖ ଗଲା । ପୁଅକୁ ଫେସବୁକରେ ମିଳିଲା ଚାକିରି ।
ଜନ୍ମରୁ ସେ ଶାରୀରିକ ଓ ମାନସିକ ଭାବେ ଅକ୍ଷମ। କିନ୍ତୁ ତାଙ୍କର ଦୃଢ ଇଛାଶନ୍ତି ଓ ମନୋବଳ ଆଜି ତାଙ୍କୁ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଯୋଗକରି ସେ ପରିବାରର ଗର୍ବ ହୋଇଯାଇଛନ୍ତି।