/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643443293.jpg)
Coronavirus
ଦେଶରେ ପୁଣି କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି। ଦିନକରେ ୪୫% କରୋନା ସଂମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୭ ହଜାର ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଦିନକରେ ମହାମାରୀ ୨୧ ଜଣଙ୍କ ଜୀବନ ନେଇଛି।
Advertisment
ଦେଶରେ ଏବେ ଆକ୍ଟିଭ କେସ୍ ସଂଖ୍ୟା ୧ ଲକ୍ଷ ପାଖାପାଖି ପହଞ୍ଚିଛି। ସେହିପରି ପଜିଟିଭିଟି ରେଟ୍ ୪.୩୯%କୁ ବୃଦ୍ଧି ପାଇଛି। ରବିବାର ୧୧ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୧୭ ହଜାରରୁ ଅଧିକ ପଜିଟିଭ୍ ବାହାରିବା ଚିନ୍ତା ବଢ଼ାଇଛି।
India reports 17,073 fresh COVID19 cases & 21 deaths today; Active caseload at 94,420 pic.twitter.com/NBcPK0kcl7
— ANI (@ANI) June 27, 2022
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)