ପଞ୍ଜାବ ଉପନିର୍ବାଚନରେ ୭ ହଜାର ଭୋଟ୍ରେ ଆପ୍ର ଗୁରମେଲ ସିଂହଙ୍କୁ ପରାସ୍ତ କରିଛନ୍ତି ଅକାଳି ଦଳର ପ୍ରାର୍ଥୀ ସିମରନଜିତ୍। ସେହିପରି ଉତ୍ତରପ୍ରଦେଶର ରାମପୁର ଓ ଆଜମଗଡ଼ ଆସନରେ ବିଜେପିର ବାଜିମାତ୍ ।
ଚଳନ୍ତା କାର୍ରେ ଜଣେ ମହିଳା ଓ ତାଙ୍କର ୬ ବର୍ଷର ଝିଅଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କୌଶଳକ୍ରମେ ମହିଳା ଜଣକ ଘଟଣାସ୍ଥଳରୁ ଖସି ଥାନାରେ ଅଭିଯୋଗ କରିଥିଲେ।
କୁକୁର ପାଇଁ ବିଳାସପୂର୍ଣ୍ଣ ପାର୍ଟି। ଜନ୍ମଦିନ ପାଳି ୧୦୦ କେଜିର କେକ୍ କାଟିଲେ। ୪ ହଜାରରୁ ଅଧିକ ଲୋକ ଏଠାରେ ଯୋଗଦେଇଥିଲେ।
ପଇଡ ପାଣିର ବ୍ୟବହାର ତ ଏମିତି ଅନେକ ଅଛି। କିନ୍ତୁ ଆପଣ ହୁଏତ କମ ଜାଣିଥିବେ ଯେ ଫେସିଆଲ୍ ପାଇଁ ପଇଡ ପାଣି ବଡ ବଡ କସ୍ମେଟିକକୁ ମଧ୍ୟ ଟାର୍ଗେଟ୍ କରିପାରେ।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର, ତିଥି – ୧୪ ଶୀ ଅହୋରାତ୍ର, ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର , ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି ।
ସୁପ୍ରିମ କୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର କ୍ଷମତା ଲଢେଇ । ବିଦ୍ରୋହୀ ବିଧାୟକ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇ ଦୁଇଟି ଆବେଦନ କରାଯାଇଛି ।
ଅଗ୍ନିପଥ ଯୋଜନାରେ ୩୦ଟି ସ୍ଲଟ୍ ପାଇଁ ଆଜି ସୁଦ୍ଧା ବାୟୁସେନା ୫୬ ହଜାର ୯୬୦ଟି ଆବେଦନପତ୍ର ଗ୍ରହଣ କରିସାରିଥିବା ସୂଚନା...
ଭାରତକୁ ଗଣତନ୍ତ୍ରର ମାଆ ବୋଲି ବର୍ଣ୍ଣନା କରି ପ୍ରତି ଭାରତୀୟଙ୍କ ଡିଏନ୍ଏରେ ଲୋକତନ୍ତ୍ର ଅଛି ବୋଲି ମୋଦି କହିଛନ୍ତି।
ଶରୀରକୁ ଶକ୍ତିଶାଳୀ କରିବାକୁ ସମସ୍ତେ ଜିମ୍କୁ ପସନ୍ଦ କରନ୍ତି। ବିଶେଷଜ୍ଞଙ୍କ ମତରେ ଯୋଗ ବି ଶରୀରକୁ ଶକ୍ତିଶାଳୀ କରିପାରେ। ଜାଣନ୍ତୁ କେଉଁ ଯୋଗ କରିବେ।
ଗୌହାଟୀ ହୋଟେଲରେ ପୁଣି ଶକ୍ତି ପ୍ରଦର୍ଶନ
ଆପଣ ୧୦ମ ପାଶ କରି ସରକାରୀ ଚାକିରି କରିବାକୁ ଚାହାନ୍ତି କି। ତେବେ ପୋଷ୍ଟ୍ ଅଫିସ୍ରେ ଏହି ସୁଯୋଗ ଅଛି। ୨୪ଟି ପୋଷ୍ଟ୍ ପାଇଁ ବାହାରିଛି ଆବେଦନ ଫର୍ମ।
ଟ୍ରୋଲ୍ ହେଉଛନ୍ତି ପୁଷ୍ପା ଷ୍ଟାର୍ ଅଲୁ ଅର୍ଜୁନ୍। ତାଙ୍କୁ ଲୋକେ ରାସ୍ତା କଡ ଚୋର, ଭିକାରୀ ଆଉ ବୁଢା ବୋଲି କହୁଛନ୍ତି। ହେଲେ, କାହିଁକି? ପଢନ୍ତୁ…
ରଣଜୀ ଟ୍ରଫିରେ ଇତିହାସ ରଚିଲା ମଧ୍ୟପ୍ରଦେଶ....ଫାଇନାଲ୍ରେ ୪୧ ଥରର ଚାମ୍ପିଅନ୍ ମୁମ୍ବାଇକୁ ୬ ୱିକେଟରେ ହରାଇ ପ୍ରଥମ ଟାଇଟଲ୍ ହାସଲ୍ କଲା ଏମ୍ପି ଟିମ୍...
ବିଦ୍ୟୁତ ଜାମୱାଲ୍ଙ୍କୁ ହ୍ରିତିକ ରୋଶନ, ଟାଇଗର ଶ୍ରଫ୍ଙ୍କ ସହ ତୁଳନା କରାଯିବାରୁ ପ୍ରତିକ୍ରିୟା ଦେଲେ ବିଦ୍ୟୁତ। ସେ କହିଲେ…
ବିଧାୟକଙ୍କ ଘର ଆଗରେ କମାଣ୍ଡୋଙ୍କ ସହ ପୋଲିସ କର୍ମୀ ମୁତୟନ କରାଯାଇଛି
ଇସ୍ତଫା ଦେଲେ ଚର୍ଚ୍ଚିତ ଆଇପିଏସ୍ ଅଧିକାରୀ ବସନ୍ତ ରଥ
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଗହଣକୁ ଯାଇଥାନ୍ତି ମହାପ୍ରଭୁ । ଯାତ୍ରାରେ ସାମିଲ ହୋଇ ସୌଭାଗ୍ୟପ୍ରାପ୍ତି କରିଥାନ୍ତି ଶ୍ରଦ୍ଧାଳୁ ।
ଚାକିରି ଡ୍ରଗ୍ସ ଇନ୍ସପେକ୍ଟର, ହେଲେ ଘରେ ବିଡ଼ା ବିଡ଼ା ନୋଟ୍। ରେଡ୍ ବେଳେ କୋଟି କୋଟି ଟଙ୍କା ଜମିର କାଗଜପତ୍ର, ସୁନା ଓ ରୁପା ଅଳଙ୍କାର, ୪ଟି ଲକ୍ଜୁରି କାର୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।
ଅଗ୍ନିପଥ ଯୋଜନାରେ ସେନାର ସମସ୍ତ ତିନି ବାହିନୀରେ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇବାକୁ ଥିବା ଅଗ୍ନିବୀରଙ୍କ କାର୍ଯ୍ୟକାଳର ଅବଧି କିନ୍ତୁ ସ୍ଥିରିକୃତ ।
ୟୁଜିସି ନିଟ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜାଣନ୍ତୁ କେବେ ହେବ ପରୀକ୍ଷା...
ଇଂଲଣ୍ଡ ଓ ଭାରତ(ENG vs IND) ମଧ୍ୟରେ ଟେଷ୍ଟ୍ ମ୍ୟାଚ୍ ପୁର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା ଲାଗିପାରେ। ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ରୋହିତ ଶର୍ମା(Rohit Sharma) କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସରକାରକୁ ବଞ୍ଚାଇ କିଭଳି ସଙ୍କଟର ସମାଧାନ କରାଯିବ ସେନେଇ ଠାକରେଙ୍କ ନେତ୍ୱତ୍ୱରେ ବସୁଛି ଘନଘନ ବୈଠକ ।
ରୁଷିଆର ଲୁହାନସ୍କ ଅଂଚଳରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଏକ ମିସାଇଲ ବୁମେରାଂ ପାଲଟି ପୁଣି ଫେରି ଆସିଛି ।
ଦୁର୍ନୀତି ଅଭିଯୋଗରେ ଗିରଫ IAS ଅଧିକାରୀଙ୍କ ଘରୁ ପୁଳା ପୁଳା ସୁନା ଓ ରୁପା ମିଳିଛି। IAS ଅଧିକାରୀ ସଞ୍ଜୟ ପୋପଲିଙ୍କ ଘରୁ ୧୨ କିଲୋ ସୁନା, ୩ କିଲୋ ରୁପା, ୪ଟି ଆପଲ୍ ଆଇଫୋନ୍ ସମେତ ୨ଟି ସାମସଙ୍ଗ୍ ସ୍ମାର୍ଟ ୱାଚ୍ ଜବତ କରିଛି।