ଗୋଟିଏ କି ଦୁଇଟି ନୁହେଁ ୬୩୧ ସାଇଲେନ୍ସର ଉପରେ ବୁଲଡୋଜର ଚଢ଼ାଇଛି ପ୍ରଶାସନ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।
ଟ୍ରାଫିକ୍ ନିୟମ ଉଲ୍ଲଂଘନ ପରେ ବିଧାୟକଙ୍କ ଝିଅ ଫୁଟାଣି ଦେଖାଇବା ସହ ପୋଲିସ୍କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍ ଲାଇଟ୍ ରେଡ୍ ଥିବା ସତ୍ତ୍ୱେ ବିଧାୟକଙ୍କ ଝିଅ ଏହାକୁ ନମାନି ଟ୍ରାଫିକ ସିଗ୍ନାଲ କ୍ରସ୍ କରିଥିଲେ।