କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଅତୀତରେ ମୁମ୍ବାଇକୁ ତିନି ଥର ଓ ବିଦର୍ଭକୁ ଦୁଇ ଥର ରଣଜୀ ବିଜେତା କରାଇଥିଲେ; ହେଲେ ମଧ୍ୟପ୍ରଦେଶର ମୁକୁଟ ବିଜୟ ତାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରଖେ। ତେବେ ଏହି ସଫଳତା ପଣ୍ଡିତଙ୍କ ପାଇଁ କାହିଁକି ସ୍ୱତନ୍ତ୍ର ଏବଂ ଏହା ପଛରେ କ’ଣ ଥିଲା ତାଙ୍କର ଗୁରୁମନ୍ତ୍ର?
ଗଛରେ ଫଳୁଛି ମଣିଷ କାନ। ଏହା ପଛରେ ରହିଛି କି ରହସ୍ୟ? ଏହା କେଉଁଠି ଦେଖିବାକୁ ମିଳୁଛି? ଜାଣିବା ପାଇଁ ପଢନ୍ତୁ।
ଦୁଇ ଜଣଙ୍କୁ ମାରିବା ପରେ ଏବେ ଧରା ପଡ଼ିଲା ଅଭିଯୁକ୍ତ ।
ଆସାମରେ ବନ୍ୟା ବିଭୀଷିକା । ବନ୍ୟା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ନାହିଁ ନଥିବା କ୍ଷତି, କରିମଗଂଜରେ ରାସ୍ତା ଧସିଯିବାରୁ ଯାତାୟତ ପ୍ରଭାବିତ ...
ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ...ଦିଲ୍ଲୀରୁ ମଧ୍ୟପ୍ରଦେଶର ଜବଲପୁର ଯାଉଥିଲା ବିମାନ....
ସିନ୍ଦେଙ୍କୁ ଦଳର ସମସ୍ତ ପଦପଦବୀରୁ ବହିଷ୍କାର କରାଯାଇଛି ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର । ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛି ବିଜେଡି
ମହାରାଷ୍ଟ୍ର ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା, ହଠାତ୍ ସିନ୍ଦେଙ୍କୁ କେମିତି ମିଳିଲା ସିଏମ୍ ମୁକୁଟ?
ଗସ୍ ମହମ୍ମଦ ଓ ରିୟାଜ୍ ଅନସାରୀ । ଏହି ହତ୍ୟାକାରୀଙ୍କର କେବଳ ପାକିସ୍ତାନ ଲିଙ୍କ୍ ନୁହେଁ, ସାମ୍ନାକୁ ଆସୁଛି ଆହୁରି ଅନେକ ରୋଚକ ତଥ୍ୟ
ଗତକାଲି କର୍ଣ୍ଣାଟକ କଲବୁର୍ଗି ଏବଂ ଉତ୍ତରପ୍ରଦେଶର ବରେଲି, ଅଯୋଧ୍ୟା ଓ ମୋରାଦାବାଦ ସମେତ ଦେଶର ବିଭିନ୍ନ ସ୍ଥାନରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଟୋନୋମସ ଫ୍ଲାଇଙ୍ଗ୍ ୱିଙ୍ଗ ଡେମନଷ୍ଟ୍ରେଟର ଟେକନଲୋଜିର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଧନ୍ୟବାଦ ଦେଇଛନ୍ତି ।
କଟକଣା ଲାଗିଲା, ଧରପଗଡ ଆରମ୍ଭ ହେଲା, ଆଉ ଆରମ୍ଭରୁ ତୁତୁ ମେମେ ଦେଖିବାକୁ ମିଳିଲା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ବିଏମ୍ସି ପକ୍ଷରୁ ଆଜି ଭୁବନେଶ୍ୱର ଡମଣା ହାଟରେ ଚଢାଉ କରାଯାଇଛି ।
କେତକୀଙ୍କ ବ୍ୟତୀତ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୨୩ ବର୍ଷୀୟ ଫାର୍ମାସୀ ଛାତ୍ର ନିଖିଲ ଭାମରେ ମଧ୍ୟ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ୬ଟି ମାମଲା ରୁଜୁ କରାଯାଇଛି।
ଜୁଲାଇ ୧ ରୁ ଏହି ସବୁ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ନିଆଯାଇଛି ନିଷ୍ପତ୍ତି। ପାନ-ଆଧାର ସଂଯୋଗ ହୋଇନଥିଲେ ଦେବାକୁ ପଡ଼ିବ ୧ ହଜାର ଜୋରିମାନା। ସେପଟେ ଏସି ଓ ଗ୍ୟାସ ଦରରେ ଏତିକି ଟଙ୍କା ହୋଇପାରେ ବୃଦ୍ଧି।
ପରମାଣୁ ଶକ୍ତି ବିଭାଗରେ ଅନେକ ବିଭାଗରେ ଆବେଦନ କରିବାକୁ IREL ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୯୨ଟି ପଦବୀ ପୂରଣ ହେବ।
ମହାରାଷ୍ଟ୍ରର ମଙ୍ଗ ଧରିଛନ୍ତି ଏକନାଥ ସିନ୍ଦେ। ଏହାକୁ ନେଇ ଅଭିନନ୍ଦନ ଜଣେଇଛନ୍ତି କଙ୍ଗନା ରାଣାୱତ। କହିଲେ ଅଟୋ ଚାଳକରୁ…
ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍ଫେକ୍ସନ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।
ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ୫୮ ବର୍ଷୀୟ ଏକନାଥ ସିନ୍ଦେ। ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିବା ଜଣେ ଶିବସୈନିକ ଭାବେ ଏକନାଥ ସିନ୍ଦେ ଜଣାଶୁଣା।
ପୁଣି ଥରେ କମାଲ୍ କଲେ ନୀରଜ ଚୋପ୍ରା ।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (AAI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AAIରେ ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ । ଇଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ନିଲମ୍ବିତ ବିଜେପି ନେତା ନୁପୂର ଶର୍ମାଙ୍କୁ କଡ଼ା ଭର୍ତ୍ସନା କରିବା ସହ ପୂରା ଦେଶକୁ କ୍ଷମା ମାଗିବା ପାଇଁ କହିଛନ୍ତି।
କେଉଁ କେଉଁ ସାମଗ୍ରୀ ବ୍ୟବହାର କରିପାରିବେ ନାହିଁ ?
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...