• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Traffic Police

AC Helmet
ତାତିରୁ ମିଳିବ ତ୍ରାହି, ରାଜଧାନୀରେ ଟ୍ରାଫିକ୍‌ ପୋଲିସ୍‌ ପିନ୍ଧିବେ AC ହେଲମେଟ୍‌

ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ AC ହେଲମେଟ୍ ପ୍ରଦାନ କରିଛନ୍ତି ପୋଲିସ କମିଶନର। ଏହି ଏସି ହେଲମେଟ୍‌ ବ୍ୟାଟେରୀ ଦ୍ୱାରା ଚାର୍ଜ ହେବ ।

AC Helmet
ଆଉ କାଟିବନି ଖରା...ଟ୍ରାଫିକ ପୋଲିସଙ୍କୁ ମିଳିଲା ଏସି ହେଲମେଟ୍

ଦାଉ ସାଧୁଛି ଖରା । ଦିନକୁ ଦିନ ବଢ଼ିଚାଲିଛି ଦିନ ତାପମାତ୍ରା । ପୂରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହର.. ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଲୋକେ । ଏପରି ସ୍ଥଳରେ ଗ୍ରୀଷ୍ମ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବାକୁ ସରକାର ଅନେକ ନିୟମ କରୁଛନ୍ତି ।

Traffic police
ପୁଅକୁ କୋଳରେ ବସାଇ ଗାଡ଼ି ଶିଖାଉଥିଲେ ବାପା; ଭାଇରାଲ ହେଲା ଭିଡିଓ, ଗଣିଲେ ଜରିମାନା

ଭିଡିଓଟି ସୋସିଆଲ ମିଡିଆ ‘x’ରେ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଭିଡିଓଟିକୁ ପୋଷ୍ଟ କରିବା ସହ ଏହା ଟ୍ରାଫିକ୍‌ ନିୟମର ଖୁଲ୍ଲମଖୁଲା ଉଲ୍ଲଂଘନ କରୁଥିବା ଲେଖିଥିଲେ ।

driver drags traffic cop
ଟ୍ରାଫିକ୍ ପୋଲିସଙ୍କୁ ୪ କିମି ପର୍ଯ୍ୟନ୍ତ ବନେଟରେ ଲଟକାଇ ବୁଲିଲା ଦୁର୍ବୃତ୍ତ

ଚାଲାଣ କାଟିଲେ ଟ୍ରାଫିକ୍‌ ପୋଲିସ୍‌ ! ରାଗରେ ୪ କିମି ପର୍ଯ୍ୟନ୍ତ ବନେଟରେ ଲଟକାଇ ପୋଲିସ୍‌ଙ୍କୁ ବୁଲିଲା ଦୁର୍ବୃତ୍ତ

Traffic Police Destroys Modified Silencer
ସାଇଲେନ୍ସର ଉପରେ ଚଢ଼ିଲା ବୁଲ୍‌ଡୋଜର୍

ଗୋଟିଏ କି ଦୁଇଟି ନୁହେଁ ୬୩୧ ସାଇଲେନ୍ସର ଉପରେ ବୁଲଡୋଜର ଚଢ଼ାଇଛି ପ୍ରଶାସନ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଏଭଳି କିଛି ଘଟଣା ଦେଖିବାକୁ  ମିଳିଛି। 

bmw
ଚ୍ୟାଲେଞ୍ଜ କରି ଫସିଲେ ବିଏମଡବ୍ଲ୍ୟୁ ମାଲିକ : ଏକାଧିକ ଚାଲାଣ କାଟିଲା ଟ୍ରାଫିକ୍‌ ପୋଲିସ୍‌

ବିଏମଡବ୍ଲ୍ୟୁ କିଣି ଖୁସିରେ ବୁଲୁଥିଲେ, ଏବେ ଯୁବ ବ୍ୟବସାୟୀଙ୍କ ବିଳାସପୂର୍ଣ୍ଣ ଗାଡ଼ିକୁ ଜବତ କରିଛି ଟ୍ରାଫିକ୍‌ ପୋଲିସ୍ ।

Traffic Police
ଅଟକାଉଥିଲେ ଗାଡି, ପୋଲିସକୁ ବନେଟ୍‌ ଉପରେ ବସାଇ ଭିଡି ନେଲା ଡ୍ରାଇଭର୍

ଦିଲ୍ଲୀ ଟ୍ରାଫିକ୍ ପୋଲିସର ସାହାସିକତାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଗାଡିର କାଗଜପତ୍ର ଯାଞ୍ଚ ବେଳେ ଖସି ପଳାଉଥିବା ବ୍ୟକ୍ତିକୁ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ ଅଟକାଇବାକୁ ଯାଇ ଦୀର୍ଘ ୧ କିଲୋମିଟର ଯାଏଁ ଚଳନ୍ତା ଗାଡିର ବନେଟ୍‌ରେ ବସିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।