ଟ୍ରାଫିକ୍ ନିୟମ ଭାଙ୍ଗିବା ପରେ ଡ୍ରାଇଭରକୁ ଅଟକାଉଥିଲେ ଟ୍ରାଫିକ ପୋଲିସ୍। କାର୍ ବନେଟ୍ରେ ୨୦ ମିଟର ଘୋଷାଡ଼ି ଛୁ ମାରିଲା ଡ୍ରାଇଭର୍।
ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀ ବ୍ୟବହାର କରିବାକୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି ।
ଗତକାଲି ରାତିରେ ରାଜଧାନୀର ଜୟଦେବ ବିହାର ନିକଟରେ ଡ୍ୟୁଟି ସାରି ଫେରୁଥିବା ଜଣେ ଟ୍ରାଫିକ କନଷ୍ଟେବଲଙ୍କ ବାଇକକୁ ଏକ ଭାରିଯାନ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।
ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ AC ହେଲମେଟ୍ ପ୍ରଦାନ କରିଛନ୍ତି ପୋଲିସ କମିଶନର। ଏହି ଏସି ହେଲମେଟ୍ ବ୍ୟାଟେରୀ ଦ୍ୱାରା ଚାର୍ଜ ହେବ ।
ଦାଉ ସାଧୁଛି ଖରା । ଦିନକୁ ଦିନ ବଢ଼ିଚାଲିଛି ଦିନ ତାପମାତ୍ରା । ପୂରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହର.. ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଲୋକେ । ଏପରି ସ୍ଥଳରେ ଗ୍ରୀଷ୍ମ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବାକୁ ସରକାର ଅନେକ ନିୟମ କରୁଛନ୍ତି ।
ଭିଡିଓଟି ସୋସିଆଲ ମିଡିଆ ‘x’ରେ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଭିଡିଓଟିକୁ ପୋଷ୍ଟ କରିବା ସହ ଏହା ଟ୍ରାଫିକ୍ ନିୟମର ଖୁଲ୍ଲମଖୁଲା ଉଲ୍ଲଂଘନ କରୁଥିବା ଲେଖିଥିଲେ ।
ଚାଲାଣ କାଟିଲେ ଟ୍ରାଫିକ୍ ପୋଲିସ୍ ! ରାଗରେ ୪ କିମି ପର୍ଯ୍ୟନ୍ତ ବନେଟରେ ଲଟକାଇ ପୋଲିସ୍ଙ୍କୁ ବୁଲିଲା ଦୁର୍ବୃତ୍ତ
ଗୋଟିଏ କି ଦୁଇଟି ନୁହେଁ ୬୩୧ ସାଇଲେନ୍ସର ଉପରେ ବୁଲଡୋଜର ଚଢ଼ାଇଛି ପ୍ରଶାସନ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।
ବିଏମଡବ୍ଲ୍ୟୁ କିଣି ଖୁସିରେ ବୁଲୁଥିଲେ, ଏବେ ଯୁବ ବ୍ୟବସାୟୀଙ୍କ ବିଳାସପୂର୍ଣ୍ଣ ଗାଡ଼ିକୁ ଜବତ କରିଛି ଟ୍ରାଫିକ୍ ପୋଲିସ୍ ।
ଦିଲ୍ଲୀ ଟ୍ରାଫିକ୍ ପୋଲିସର ସାହାସିକତାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଗାଡିର କାଗଜପତ୍ର ଯାଞ୍ଚ ବେଳେ ଖସି ପଳାଉଥିବା ବ୍ୟକ୍ତିକୁ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ ଅଟକାଇବାକୁ ଯାଇ ଦୀର୍ଘ ୧ କିଲୋମିଟର ଯାଏଁ ଚଳନ୍ତା ଗାଡିର ବନେଟ୍ରେ ବସିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।