ଜି ସେଭେନ୍ ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି ।
ଭାରତକୁ ଗଣତନ୍ତ୍ରର ମାଆ ବୋଲି ବର୍ଣ୍ଣନା କରି ପ୍ରତି ଭାରତୀୟଙ୍କ ଡିଏନ୍ଏରେ ଲୋକତନ୍ତ୍ର ଅଛି ବୋଲି ମୋଦି କହିଛନ୍ତି।