ମନ୍ଦିର ଭିତରୁ ଥାଟ ପଟାଳି ବାନ୍ଧି ବାହାରୁଛନ୍ତି ସେବକ । ସମସ୍ତଙ୍କ ହାତରେ ବାଉଁଶ ବେତା ବା ଝୁଡି ।
ପ୍ରବଳ ବର୍ଷାରୁ ପୁଣେରେ ଦୟନୀୟ ସ୍ଥିତି ପରେ ଉତ୍ତରାଖଣ୍ଡ, ଦିଲ୍ଲୀରେ ବି ସମାନ ସ୍ଥିତି । ଲଗାତାର ବର୍ଷା ଯୋଗୁଁ ସହର ସାରା ଖାଲି ପାଣି ଆଉ ପାଣି । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।
ସବୁଠୁ ଅଧିକ ନିଲାମୀ ଡାକି ଲେମ୍ବୁ ପାଉଥିବା ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଧନ ଓ ସୁସ୍ୱାସ୍ଥ୍ୟର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
କେବଳ ଗାଁ ନୁହେଁ, ଦୂର ସ୍ଥାନରୁ ଲୋକମାନେ ମଧ୍ୟ ଏଠାକୁ ବିରିୟାନୀ ଖାଇବାକୁ ଆସିଥାନ୍ତି । ଗାଁ ବ୍ୟତୀତ ଏହି ବିରିୟାନୀକୁ ମଧ୍ୟ ମଦୁରାଇରେ କ୍ୟାମ୍ପ ସ୍ଥାପନ କରି ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ।
ଭାରତର ଦୀର୍ଘତମ ସମୁଦ୍ର ସେତୁର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଅଭିଯାନର ପ୍ରଚାର କରିଛନ୍ତି । ମହାରାଷ୍ଟ୍ରର ନାସିକରେ ଥିବା କାଲାରାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ନିଜେ ସଫେଇ କରି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଛନ୍ତି ।
ବେଙ୍ଗାଲୁରୁ ସହରରରେ ଗଣେଶ ପୂଜାକୁ ଏଥର ବେଶ୍ ଆକର୍ଷଣୀୟ ଢଙ୍ଗରେ କରାଯ।ଉଛି । ସହରର ଏକ ପୂଜା କମିଟି କେବଳ ନୋଟ୍ ଓ କଏନରେ ମେଢ଼ ସଜାଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
ହଜାରେ କି ୨ ହଜାର ନୁହେଁ...ହନୁମାନ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍ । ବିଧାୟକ ହାତପାଣ୍ଠିରେ ମନ୍ଦିର ତିଆରି ହୋଇଛି ବୋଲି କହିଲେ...ଆରଟିଆରୁ ତଥ୍ୟ ମିଳିବା ପରେ ଗାଁ ଲୋକେ ତାତିଲେ
ମନ୍ଦିରରେ ସନ୍ତୋଷୀ ମା’ଙ୍କ ସହ ପ୍ରଭୁ ଶିବ, ଗଣେଶ, ହନୁମାନ ଓ ନବଗ୍ରହ ସ୍ଥାନ ପାଇଛନ୍ତି । ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାମୀ ଇଚ୍ଛା ପୂରଣ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ପତ୍ନୀ ।
ଚୋରି ସମ୍ପର୍କରେ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।
ଅନ୍ଲାଇନ୍ରେ ମିଳିବ ଦେବାଳୟର ଦର୍ଶନ । ଏଣିକି ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ । ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ ।
ମନ୍ଦିର ଏକ ପବିତ୍ର ସ୍ଥାନ। ଏହା ଭଗବାନଙ୍କ ବାସସ୍ଥାନ ବୋଲି ବିଶ୍ୱାସ କରାଯାଏ। ମନ୍ଦିର ଗଲେ ସମସ୍ତେ ପ୍ରସାଦ ପାଇ ଆସିଥାନ୍ତି। ଆପଣ ପ୍ରସାଦ ଭାବେ କେବେ ସାଣ୍ଡ୍ୱିଚ୍-ବର୍ଗର ଖାଇଛନ୍ତି କି। ହଁ… ଏହି ମନ୍ଦିରକୁ ଗଲେ ଏମିତି ପ୍ରସାଦ ପାଇବେ।
୨ ବର୍ଷ ତଳେ ବୁଡ଼ି ରହିଥିବା ଏହି ମନ୍ଦିରକୁ ପ୍ରଥମେ ଠାବ କରିଥିଲା ଓଟିଭି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହୋଇଥିଲା ।