ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ଦର୍ଶାଇଲେ ବାଚସ୍ପତି।
ଶିବସେନା-ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ସଂଜୟ ରାଉତ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ । ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ।
ଠାକରେ ପରିବାର ହାତରୁ ଶିବସେନା ଦଳ ଖସିଯିବା ନିଶ୍ଚିତ ହୋଇଯାଇଛି ।
ଶିବସେନା କାହାର ମାମଲାରେ ଉଦ୍ଧବ ଥାକରେଙ୍କୁ ଆଶ୍ୱସ୍ତି....
ମହାରାଷ୍ଟ୍ରର ରାଜ୍ୟପାଳଙ୍କ ବିବାଦୀୟ ବୟାନ । ଗୁଜରାଟୀ ଓ ରାଜସ୍ଥାନୀ ନ ରହିଲେ ମହାରାଷ୍ଟ୍ରରେ ଅର୍ଥର ଅଭାବ ହେବ । ମୁମ୍ବାଇ ଆଉ ଦେଶର ଆର୍ଥିକ ରାଜଧାନୀ ହୋଇ ରହିବନି ।
ଶିବସେନାର ନେତୃତ୍ୱ କିଏ ନେବେ ସେଥିଲାଗି ଉଦ୍ଧବ ଠାକ୍ରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉଭୟଙ୍କୁ ଅଗଷ୍ଟ ୮ ସୁଦ୍ଧା ତଥ୍ୟଗତ ପ୍ରମାଣ ଦେବାକୁ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି।
ମହଙ୍ଗା ପଡୁଛି କି ଠାକରେ ପରିବାର ପାଇଁ କିଙ୍ଗ୍ ମେକରରୁ କିଙ୍ଗ୍ ହେବା? ଆଗରୁ ବାଲା ସାହେବ ଠାକରେ କିଙ୍ଗ୍ ମେକର ହୋଇ ଅନେକ ସରକାର ଗଢିଛନ୍ତି ଆଉ ଭାଙ୍ଗିଛନ୍ତି। ହେଲେ ଉଦ୍ଧବ କିନ୍ତୁ ପୂରା ଓଲଟା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଭିନ୍ନ ଭିନ୍ନ ବିଚାରଧାରା ଥିବା ଦଳ ସହ ମିଶି ଗଢିଥିଲେ ସରକାର। ଯାହା ଫଳରେ ଏବେ ଭଗ୍ନର ଦ୍ୱାରଦେଶରେ ଶିବସେନା।
ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା
କେନ୍ଦ୍ରକୁ ଟାର୍ଗେଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ଏବର୍ଷ ଦଶହରା ପର୍ବକୁ ଭର୍ଚୁଆଲ ପରିବର୍ତ୍ତେ ଲାଇଭର ଆୟୋଜନ କରାଯାଇଥିଲା । ଦଶହରାର ଏକ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଦ୍ଧବ ଠାକରେ । ସେ କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି ଯେ ସେ ଇଡି ଓ ସିବିଆଇକୁ ଭୟ କରୁ ନାହାନ୍ତି ।