• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shivsena

Manohar Joshi
ଆଉନାହାନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ

ମନୋହର ଜୋଶୀ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ।

ShivSena vs ShivSena Verdict
ଉଦ୍ଧବ ଗୋଷ୍ଠୀକୁ ବଡ଼ ଝଟକା, ‘ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା’

ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ଦର୍ଶାଇଲେ ବାଚସ୍ପତି।

Shiv Sena will leave the Maharashtra government
ଶିବସେନାର ଚେତାବନୀ: ଅଜିତ ପାୱାରଙ୍କ ଗୋଷ୍ଠୀ ବିଜେପିରେ ମିଶିଲେ ଆମେ ସରକାରରୁ ଓହରିଯିବୁ

ପୂର୍ବରୁ ଶିବସେନାରେ ଯେଭଳି ସ୍ଥିତି ଦେଖାଦେଇଥିଲା, ଏବେ ଏନସିପିରେ ଅସ୍ଥିରତା ଦେଖାଯାଇଛି

Election Commission allots 'two swords and shield' symbol to Eknath Shinde faction
ମହାରାଷ୍ଟ୍ରରେ ମଶାଲ Vs ଖଣ୍ଡା ଓ ଢାଲ ମଧ୍ୟରେ ହେବ ଲଢ଼େଇ

ଶିବସେନାର ଉଦ୍ଧବ ଠାକ୍‌ରେ ଗୋଷ୍ଠୀଙ୍କୁ ଗତକାଲି ମଶାଲ ଚିହ୍ନ ମିଳିଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଖଣ୍ଡା ଓ ଢାଲ ଚିହ୍ନ ମିଳିଛି।

EC freezes 'bow and arrow' symbol for both Sena factions in Andheri East bypolls
ଫ୍ରିଜ୍ ହେଲା ଶିବସେନାର ‘ଧନୁ ଓ ତୀର’ ଚିହ୍ନ

ମହାରାଷ୍ଟ୍ର ରାଜନୈତିକ ହଟଚମଟ ଏବଂ କ୍ଷମତା ନିକଟ ଅତୀତରେ ଘଟିଥିବା ପରିବର୍ତ୍ତନ ପରଠୁ, ଶିବସେନା କାହାର ତାକୁ ନେଇ ଉଭୟ ଉଦ୍ଧବ ଠାକ୍‌ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

Shivsena in the way of plight
ମହଙ୍ଗା ପଡିଲା କିଙ୍ଗ୍ ମେକରରୁ କିଙ୍ଗ୍ ହେବା

ମହଙ୍ଗା ପଡୁଛି କି ଠାକରେ ପରିବାର ପାଇଁ କିଙ୍ଗ୍ ମେକରରୁ କିଙ୍ଗ୍ ହେବା? ଆଗରୁ ବାଲା ସାହେବ ଠାକରେ କିଙ୍ଗ୍ ମେକର ହୋଇ ଅନେକ ସରକାର ଗଢିଛନ୍ତି ଆଉ ଭାଙ୍ଗିଛନ୍ତି। ହେଲେ ଉଦ୍ଧବ କିନ୍ତୁ ପୂରା ଓଲଟା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଭିନ୍ନ ଭିନ୍ନ ବିଚାରଧାରା ଥିବା ଦଳ ସହ ମିଶି ଗଢିଥିଲେ ସରକାର। ଯାହା ଫଳରେ ଏବେ ଭଗ୍ନର ଦ୍ୱାରଦେଶରେ ଶିବସେନା।

Sena Rebel Eknath Shinde In Assam
ଉଦ୍ଧବ ଠାକ୍‌ରେଙ୍କ ହାତରୁ ଚାଲିଯିବ କି ସରକାର ? ଗୌହାଟୀରେ ଶିବସେନା ବିଦ୍ରୋହୀଙ୍କ ମେଳି

ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଦ୍ଧବ ସରକାରରେ ରାଜନୈତିକ ସଙ୍କଟ ଦେଖା ଦେଇଥିବା ବେଳେ ବିଜେପି ଏଠି ସରକାର ଗଠନ କରିବା ପ୍ରୟାସ ଚଳାଇଛି। ମହାରାଷ୍ଟ୍ରରେ ଉଦ୍ଧବ ସରକାରରେ ଫାଟ ସୃଷ୍ଟି ହୋଇଛି। 

Shivsena attack on AIMIM chief Asaduddin Owaisi
ଅସଦୁଦ୍ଦୀନ ଓୱେସୀ ବିଜେପିର ଅଣ୍ଡରଗାର୍ମେଣ୍ଟ : ଶିବସେନା

ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ଲଢିବାକୁ ଯାଉଥିବା ଏଆଇଏମ୍ଆଇଏମ୍ ପ୍ରମୁଖ ଅସଦୁଦ୍ଦୀନ୍ ଓୱେସୀଙ୍କୁ ଟାର୍ଗେଟ୍ କରିଛି ଶିବସେନା। ମହାରାଷ୍ଟ୍ର ସରକାରର ମୁଖ୍ୟ ପାର୍ଟୀ ଓୱେସୀଙ୍କ ଉପରେ ଆକ୍ରମଣ କରି ବିଜେପିର ଅଣ୍ଡରଗାର୍ମେଣ୍ଟ ବୋଲି କହିଛି। ଅସଦୁଦ୍ଦୀନ ଓୱେସୀ ପରଦା ପଛରେ ରହି ବିଜେପିକୁ ସାହାଯ୍ୟ କରୁଛି ବୋଲି ଶିବସେନା କହିଛି।