ପୁଣି ବଢ଼ିବ ସୁନା ଦର । ୟୁକ୍ରେନ୍-ଋଷିଆ ଯୁଦ୍ଧ ପର ଠାରୁ ସୁନା ଦର କମି ନଥିବା ବେଳେ ପୁଣି ବଢ଼ିବ ।
ଚେନ୍ନାଇରେ ଜଣେ ମେଡିକାଲ୍ ଆଶାୟୀ NEET ପରୀକ୍ଷାର କିଛି ସପ୍ତାହ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ବାପାମା’ ଓ ଭାଇ-ଭଉଣୀଙ୍କୁ କିଛି ମେସେଜ୍ ଦେଇଥିବା ଜଣାପଡ଼ିଛି। ଯାହା ଏବେ ସାମ୍ନାକୁ ଆସିଛି।
ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍ ଫଳପ୍ରଦ। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଦହି ସହ ଏକତ୍ର କରି ଖାଇବା ଉଚିତ୍ ନୁହେଁ ।
ସ୍ତ୍ରୀ ମାଡ଼ରେ ସ୍ୱାମୀ ଘାଇଲା । ପରକୀୟା ପ୍ରୀତି ଧରାପଡ଼ିବା ପରେ ଛେଚା ଖାଇଲେ ।
ଗତ ମାସରେ ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ କମ୍ କରିଥିବା ବେଳେ ଚଳିତ ମାସ ଆରମ୍ଭରୁ ପୁଣି ଏହି ଦାମ୍ ହ୍ରାସ ପାଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଛି।
ସିନ୍ଦେଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ଭଗତ ସିଂ କୋସିୟାରୀ।
ଏହି ଭୂସ୍ଖଳନ ଯୋଗୁ ଇଜାଇ ନଦୀ ପ୍ରଭାବିତ ହୋଇଛି। ମାଟି ଧସି ନଦୀରେ ମିଶିଛି।
୧୦ ପାସ୍ କରିଥିଲେ ଭାରତୀୟ ନୌସେନାରେ ଚାକିରି ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ ୩୩୮ଟି ପଦବୀ ପୂରଣ ହେବ। ପୂରା ସୂଚନା ଜାଣିବା ପାଇଁ ପଢନ୍ତୁ…
ଆଜି ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ
ହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ସରକାର ଗଠନ ନେଇ ଦାବି ଜଣାଇବ ବିଜେପି ।
ପାନ ଇଣ୍ଡିଆ ଚଳଚ୍ଚିତ୍ର ଏକ ନୂଆ ସଫଳତା ହାସଲ କରିଛି। ରାଜାମୌଲିଙ୍କ ଫିଲ୍ମ RRR ହଲିଉଡ୍ କ୍ରିଟିକ୍ସ ଆସୋସିଏସନ୍ର ମିଡ୍ ସିଜନ ପୁରସ୍କାର ପାଇଁ ନାମାଙ୍କନ ତାଲିକାରେ ସାମିଲ ହୋଇଛି।
ଆପଣ ଯଦି WhatsAppରେ କିଛି ଶେୟାର କରୁଛନ୍ତି, ତା’ହେଲେ ଅନେକ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ୍। ଏଥିପ୍ରତି ଧ୍ୟାନ ନଦେଲେ ହୁଏତ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ।
ହସି ହସେଇ ଜୀବନକୁ ଉପଭୋଗ କରୁଥିବା ଅଭିନେତାମାନଙ୍କ ମଧ୍ୟରେ ଗୋବିନ୍ଦା ଜଣେ। ସେ ଏବେ ତାଙ୍କ ଜୀବନର ଅଜଣା କାହାଣୀ ଶୁଣେଇଛନ୍ତି। ଦିନେ ତାଙ୍କୁ ଏମିତି ଏକ ରୋଗ ହୋଇଥିଲା, ଯାହା ବଞ୍ଚିବାର ଆଶା ନଥିଲା।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ ।
ଚାଷ କାମକୁ ଯିବାବେଳେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୮ଚାଷୀ
ଇସ୍ତଫା ପତ୍ର ଦେବା ପରେ ଉଦ୍ଧବ ଠାକ୍ରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ସେଲିବ୍ରେସନ ମୁଡ୍ରେ ମହାରାଷ୍ଟ୍ର ବିଜେପି।
ଉଦ୍ଧବ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଲେ ଉଦ୍ଧବ।
ଓଡ଼ିଆ ଫାଇଟର୍ଙ୍କୁ ଆକ୍ରମଣ କଲେ ଆଫଗାନିସ୍ତାନ ଖେଳାଳି ଓ ଆଫଗାନୀ ଦର୍ଶକ..
ଡ୍ରଗ୍ସ କାରବାରକୁ ଆକାଶ ମାର୍ଗରୁ ନଜର ରଖିବ କୋଷ୍ଟଗାର୍ଡ ।
ଗାଦି ଖସିଯିବା ପୂର୍ବରୁ ଆଜି ଶେଷ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ।